ମୋର ଲେଟ୍ ହୋଇଗଲାଣି। କାଳିଆ ଚଢିଛି, ଗଲେ ପୁଣି ମୁଁ ଚଢିବି। ଏ କେମିତିକା କଥା? ଝିଅ ପାଇଁ ଯେତେବେଳେ ଯାହା ପଠାଇଲି ଇଏ ସବୁ ଗାଏବ କରିଦେଉଛି। କିଛି ପହଞ୍ଚୁନି...ମୁଁ କଣ କରିବି?
Published: Pallipuspa Samal
Last updated: 15 May 2022, 12:45 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।