ଯେଉଁ ବୟସରେ ବିବାହର ୨୫ ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରିବା କଥା...ସେହି ବୟସରେ ସମ୍ପର୍କରେ ଦେଖା ଦେଲା ଫାଟ। ମଦ ପିଇ ସ୍ୱାମୀ କୁଆଡ଼େ ସ୍ତ୍ରୀଙ୍କୁ ପ୍ରବଳ ମାରୁଛନ୍ତି। ଦୁର୍ଘଟଣାରେ ପୁଅ ଚାଲିଯିବା ପରେ ଉଭୟଙ୍କ ମଧ୍ୟରେ ବଢିଲା ବିଶୃଙ୍ଖଳା। ୩ ବର୍ଷ ଭିତରେ ଏମିତି କଣ ହେଲା?
Published: Pallipuspa Samal
Last updated: 15 May 2022, 01:23 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।