ପୃଥିବୀ ଆଡେ ମୁହାଁଇଛି ବିଶାଳକାୟ ଆଷ୍ଟ୍ରଏଡ। ଆସନ୍ତାକାଲି ଏହା ପୃଥିବୀ ପାଖାପାଖି ହେବ। ଯଦି ଏହା ପୃଥିବୀ ସହ ଧକ୍କା ହୁଏ, ତେବେ
Published: Pallipuspa Samal
Last updated: 15 May 2022, 12:24 PM IST
ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି । ଗଛରେ ପେନ୍ଥା ପେନ୍ଥା ଲିଚୁକୋଳି ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଲିଚୁଗୁଡ଼ିକ ଫାଟିଯିବା ସହ ପଚିବାକୁ ଆରମ୍ଭ କଲାଣି ।