ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ
Published: Otv Khabar Bureau
Last updated: 14 May 2022, 10:35 PM IST
ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା।