ଆକାଉଣ୍ଟରୁ ଟଙ୍କା କଟିବା ପରେ ବ୍ୟାଙ୍କ ଦୌଡ଼ି ଦୌଡ଼ି ହତାଶ। କେମିତି ଓ କାହିଁକି ଆକାଉଣ୍ଟରୁ ଏତେ ଟଙ୍କା କଟିଲା ସେନେଇ କୌଣସି ପତ୍ତା ନାହିଁ। ବ୍ୟାଙ୍କକୁ ପଚାରିଲେ ସେମାନେ କହୁଛନ୍ତି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି, ଆମେ କଣ କରିବୁ?
Published: Pallipuspa Samal
Last updated: 15 May 2022, 12:36 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।