• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Rahul
ଆଜି ହସ୍ପିଟାଲରୁ ଘରକୁ ଫେରିବ ମୃତ୍ୟୁଞ୍ଜୟୀ ବାଳକ ରାହୁଲ

ମେଡିକାଲରୁ ଡିସଚାର୍ଜ ପରେ ଜିଲ୍ଲାପାଳଙ୍କୁ ଭେଟିବ ରାହୁଲ । ରାହୁଲକୁ ସ୍ୱାଗତ ପାଇଁ ଗାଁରେ ବ୍ୟାପକ ଆୟୋଜନ ହୋଇଛି । ୧୦୮ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ ।

Raimohan Parida Passes Away
ପଞ୍ଚଭୂତରେ ବିଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Auto-Rickshaw Driver
ଅଟୋ ଡ୍ରାଇଭର୍‌ରୁ ସଫଳ ଛତୁ ଚାଷୀ, ମାସକୁ ରୋଜଗାର ୪୦ ହଜାର..

ଦିନେ ଅଟୋ ଚଳାଉଥିଲେ, ଏବେ ଛତୁ ଚାଷ କଲେ। ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେବାରୁ ଛତୁ ଚାଷ କରିବା ପାଇଁ ମନ ବଳାଇଲେ ପ୍ରଦୀପ୍ତ। ଏବେ ଏଇ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା..

VV Giri
ଆଉ ଜଣେ ଓଡ଼ିଶା ଜନ୍ମିତ ରାଷ୍ଟ୍ରପତି, ଏବେ ବି ତାଙ୍କ ନାଁରେ ଚାଲିଛି ସ୍କୁଲ-ମାର୍କେଟ୍

୧୯୮୦ରୁ ତାଙ୍କର ଦେହାବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ ।  ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି ।

  • Friday, 24 June 2022
Elephant
ପୋଖରୀ ଭିତରେ ଫଶିଥିବା ହାତୀକୁ ବି ହୋଇଥିଲା ଗୁଳିମାଡ଼, DFO କଲେ ଖୁଲାସା

ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।

Draupadi Murmu
ଏଥର ଅନ୍ଧାରରୁ ମିଳିବ ମୁକ୍ତି ! ‘ଦ୍ରୌପଦୀ ହେବେ ରାଷ୍ଟ୍ରପତି, ଗାଁକୁ ନିଶ୍ଚୟ ଆସିବ ବିଜୁଳି ’

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ ।  ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର ।

Odia TV Actress Rashmirekha Death Case
ସାମ୍ନାକୁ ଆସିଲା ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍‌ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

THE GREAT ODISHA POLITICAL CIRCUS
ତୁଣ୍ଡ ନଖୋଲିଲେ ମୁଣ୍ଡ କ’ଣ ରହିବ?

ବାବା ତୁମକୁ ତିନିତିନି ଥର ପ୍ରତିଶ୍ରୁତି ମିଳିବା ପରେ ବି କାହିଁକି ପ୍ରତାରଣାର ଶିକାର ହେଉଛନ୍ତି? ତୁଣ୍ଡ ନଖୋଲିଲେ କଣ ମୁଣ୍ଡ ରହିବ? ହୋଉ...ଯିଏ ଯାହା ନେଉଛି ନେଉ, ତୁମେ ଅନାଇ ଥାଅ

Jeypore Police Station In Charge Allegedly Threatens To Poor People
ଗରିବ, ଖଟିଖିଆଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି

ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।

Russian journalist’s Nobel medal sold for USD 103.5 million
୧୦ କୋଟିରେ ବିକ୍ରି ହେଲା ନୋବେଲ ମେଡ଼ାଲ, ହେଲେ ନେଲା କିଏ?

ଲକ୍ଷେ ନୁହେଁ ଦୁଇ ଲକ୍ଷ ନୁହେଁ ବରଂ ୧୦ କୋଟି ଟଙ୍କାରେ ବିକ୍ରି ହେଲା ନୋବେଲ ମେଡ଼ାଲ। ଜାଣନ୍ତୁ ନେଲା କିଏ?

News Fuse
ମୋ ବୋଉଲୋ...ଇଏ କଣ? ରଜ ଦୋଳିରେ କଣ ଏକାଠି ହେଲେଣି ସୁଲୋଚନା ଆଉ ଅପରାଜିତା...

ସତେ କି ଦୁଇ ଭଉଣୀ? ଆଃ କି ଦୃଶ୍ୟ ଦେଖିଲା ଏ ନୟନ? ରଜ ଦୋଳିରେ ବସି ମାଡାମ୍‌କୁ କିଏ ଝୁଲାଉଛି କିରେ? ଦେଖୁନୁ ନାରଣ....ସବୁ କଣ ଆମେ କହିବୁ?

Girl Missing From BBSR Railway Station
ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଯୁବତୀ ନିଖୋଜ, ଫୋନ୍‌ ସ୍ୱିଚ୍‌ ଅଫ୍‌

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି।  ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। 

Making News
“ମାଆ ଘରୁ ବାହାରିଲେ ମହାପ୍ରଳୟ ହେବ”

ମାଆ ଘରୁ ବାହାରିଲା ମାତ୍ରେ ମୁଁ ମହାପ୍ରଳୟ କରିଦେବି। କ’ଣ ଭାବୁଛ କି ମତେ? ବୋହୂ ତୁ ଏମିତି କାହିଁକି ହେଉଛୁ? ତୋ ନାଁରେ ପା’ ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଛି...

ଏମସିଏଲ୍ ଗେଷ୍ଟ ହାଉସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ପ୍ରଦାନ କରୁଛନ୍ତି
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସାରା ରାଜ୍ୟରେ ଏବେ ଆନନ୍ଦର ଲହରୀ...ସେଇ ଆନନ୍ଦମୟ ମୁହୂର୍ତ୍ତର କିଛି ଫଟୋ ଝଲକ୍...

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସାରା ରାଜ୍ୟରେ ଏବେ ଆନନ୍ଦର ଲହରୀ...ସେଇ ଆନନ୍ଦମୟ ମୁହୂର୍ତ୍ତର କିଛି ଫଟୋ ଝଲକ୍...। ଆଜି ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି

True example of teacher-student
ଏ ଯୁଗର ଏକଲବ୍ୟ....୧୦ ବର୍ଷ ହେଲାଣି ଏମିତି ଗୁରୁଙ୍କୁ ବୋହୁଛନ୍ତି ରବି

ଶିଷ୍ୟ ହେବ ତ ଏମିତି ! ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ବୋହୁଛନ୍ତି ଗୁରୁଙ୍କୁ। ଦିନକୁ ୨୦ ରୁ ୨୫ କିମି ପର୍ଯ୍ୟନ୍ତ ଧର୍ମ ପ୍ରଚାର ପାଇଁ ଗୁରୁଙ୍କୁ ସାଙ୍ଗରେ ନେଉଛନ୍ତି...ଦେଖନ୍ତୁ ଏଇ ଭିଡ଼ିଓ

Cyber Crime
ତୁମେ କି କାମ କରୁଛ? ମାସ ଶେଷ ହେବାକୁ ବସିଲାଣି...ଟାର୍ଗେଟ୍‌ ଫୁଲ କଲନି, ଜଣଙ୍କୁ ବି ମୋହରା କରିପାରିଲନି?

କଣ କରୁଛ ତୁମେ? ମାସ ଆସିକି ଶେଷ ହେଲାଣି କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ଫୁଲ କଲନି? ଆମେ କଣ କରିବା, କେମିତି ଚଳିବା? ତୁରନ୍ତ କାହାକୁ ଗୋଟେ ମୋହରା ବନାଅ...ଦେଖନ୍ତୁ ବ୍ୟାଙ୍କ ଚାକିରି ନାଁରେ କେମିତି ଯୁବକଙ୍କୁ ଲଗାଇଲେ ଚୂନା...

 Yoga helps
ଜୀବନ ବଦଳାଇ ଦେଲା ଯୋଗ...ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲେ, ସିଏ ଆଜି କର୍ପୋରେଟ୍‌ର ହେଲେ...

ଜୀବନ ବଦଳାଇ ଦେଲା ଯୋଗ। ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲା, ରାସ୍ତାରେ ଗଲେ ଲୋକ ଭୟରେ ଥରୁଥିଲେ। ସିଏ ଯୋଗ ଶିକ୍ଷକ ହେବା ପରେ ଏବେ ତାଙ୍କଠାରୁ ଯୋଗ ଶିଖିବାକୁ ନିଇତି ଲୋକଙ୍କ ଲମ୍ବୁଛି ଲମ୍ବା ଲାଇନ୍‌। ଜେଲରେ ଥିବା ବେଳେ ଏମିତି ଯୋଗ କଲେ ଯେ, ଆଜି ଉଗ୍ର ମାନସିକତାରୁ ଶାନ୍ତ ସ୍ୱଭାବ ପାଇଁ ଚର୍ଚ୍ଚିତ ହେଲେ। ଏବେ ପୁଣି ବିଜେଡ଼ିରୁ ଟିକେଟ୍‌ ପାଇଁ କର୍ପୋରେଟ୍‌ର ହେଲେ.....

Cases Pending In Orissa High Court
ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷରୁ ଅଧିକ ମାମଲା

ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି।

teacher shortage affects Aska school
ନିଦାବିଷ୍ଣୁ ସାଜିଛି ପ୍ରଶାସନ....୩୦୦ ପିଲାକୁ ଦେଇ ୬ ମାଷ୍ଟର...ପିଲା ପଢିବେ କେମିତି?

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଇଏ ଏମିତି ସ୍କୁଲ ଯେ ୩୦୦ ପିଲାଙ୍କୁ ପଢାଇବାକୁ ଅଛନ୍ତି ମାତ୍ର ୬ ଜଣ ମାଷ୍ଟର। ପାଠ ପଢା ବେଳେ ଛାତରୁ ଖସି ପଡୁଛି ସ୍ଲାବ୍‌...ଟିକିଏ ବର୍ଷା ହେଲେ ପୂରା ଓଦା ହେଉଛନ୍ତି ପିଲା। ପ୍ରଶାସନ ପାଖରେ ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ପିଲା...

Apana Eka Nuhanti
୧୪ ବର୍ଷ ହେଲାଣି ଶେଯରେ ଶୋଇଛି ସ୍ୱାମୀ....ଇଚ୍ଛା ଥିଲେ ବି ସ୍ୱାମୀର ଚିକିତ୍ସା ହେଉନି...

ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....

Draupadi Murmu
ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ। 

Water Electricity
ଡ୍ୟାମ୍‌ରେ ପାଣି ନାହିଁ, ବିଦ୍ୟୁତ ଉତ୍ପାଦନ ଠପ୍‌ ! ମୌସୁମୀ ବର୍ଷା ସାହା ଭରସା

ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।

The Agneepath scheme
ଯୋଜନା ପରେ ନିଆଁ ଜଳିଲା....କେବଳ ଚଳିତଥର ପାଇଁ ବୟସ ସୀମା ବଢିଲା...

କେନ୍ଦ୍ରର ଅଗ୍ନିପଥ ଯୋଜନା ପରେ ଦେଶରେ ପ୍ରବଳ ଅଶାନ୍ତି। ଯୋଜନାକୁ ବିରୋଧ କରି ପୋଡାଜଳା-ଭଙ୍ଗାରୁଜା ହେବା ପରେ କେବଳ ଚଳିତଥର ପାଇଁ ବୟସ ସୀମା ବୃଦ୍ଧି କଲେ ସରକାର.....

Violence across the country over agnipath
ଅଗ୍ନିପଥକୁ ନେଇ ସାରା ଦେଶରେ ଜଳୁଛି ନିଆଁ, ମୁହାଁମୁହିଁ ପୋଲିସ-ଆନ୍ଦୋଳନକାରୀ

ଅଗ୍ନିପଥକୁ ନେଇ ଥମୁନି ନିଆଁ। ସାରା ଦେଶରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ....ପୋଲିସ-ଯୁବଗୋଷ୍ଠୀ ମଧ୍ୟରେ ଅନେକ ସ୍ଥାନରେ ହେଲା ଧସ୍ତାଧସ୍ତି...ଦେଖନ୍ତୁ ପୂରା ରିପୋର୍ଟ...