ଜୀବନ ବଦଳାଇ ଦେଲା ଯୋଗ। ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲା, ରାସ୍ତାରେ ଗଲେ ଲୋକ ଭୟରେ ଥରୁଥିଲେ। ସିଏ ଯୋଗ ଶିକ୍ଷକ ହେବା ପରେ ଏବେ ତାଙ୍କଠାରୁ ଯୋଗ ଶିଖିବାକୁ ନିଇତି ଲୋକଙ୍କ ଲମ୍ବୁଛି ଲମ୍ବା ଲାଇନ୍। ଜେଲରେ ଥିବା ବେଳେ ଏମିତି ଯୋଗ କଲେ ଯେ, ଆଜି ଉଗ୍ର ମାନସିକତାରୁ ଶାନ୍ତ ସ୍ୱଭାବ ପାଇଁ ଚର୍ଚ୍ଚିତ ହେଲେ। ଏବେ ପୁଣି ବିଜେଡ଼ିରୁ ଟିକେଟ୍ ପାଇଁ କର୍ପୋରେଟ୍ର ହେଲେ.....
Published: Pallipuspa Samal
Last updated: 23 June 2022, 12:28 PM IST
ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।