ଶିଷ୍ୟ ହେବ ତ ଏମିତି ! ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ବୋହୁଛନ୍ତି ଗୁରୁଙ୍କୁ। ଦିନକୁ ୨୦ ରୁ ୨୫ କିମି ପର୍ଯ୍ୟନ୍ତ ଧର୍ମ ପ୍ରଚାର ପାଇଁ ଗୁରୁଙ୍କୁ ସାଙ୍ଗରେ ନେଉଛନ୍ତି...ଦେଖନ୍ତୁ ଏଇ ଭିଡ଼ିଓ
Published: Pallipuspa Samal
Last updated: 23 June 2022, 12:55 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।