• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ଆଲୋ ଇଏ କଣ? ନର୍ଦ୍ଦମା ପାଣିରେ କଣ ପଶିଲେ ମୋକିମ୍‌?

ଆଲୋ ଆଲୋ....ଇଏ କଣ? ଏମିତି ଅସନା ପାଣିରେ ଧଳା କୁର୍ତା ପିନ୍ଧି କଣ ମୋକିମ୍‌ ବାବୁ ପଶିଛନ୍ତି? ଏଇଠି କଣ ମିଳିବ? ହାଉଲେ...ଟିକିଏ ଏପଟ ସେପଟ ହେଲେ ବେକେ ପାଣିରେ ପଶିଯିବ ଯେ ....ନାରଣ ତୁ କଣ ଜାଣିପାରୁନୁ? ଏଇଛି ପା ଚାଲିଛି ଆନ୍ଦୋଳନ...

Subhasini
ଉତ୍କଳ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ଫେରାର ଘଟଣାର ଖୁଲାସା, ଭିଡିଓ ଜାରି କଲେ ସୁଭାସିନୀ

‘ଆମେ ଦୁଇ ଜଣ ପରସ୍ପରକୁ ଅନେକ ଦିନ ହେବ ଭଲପାଉଥିଲୁ । କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ । ରାଜି ନହେବାରୁ ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ । ’

BOAT
ଡଙ୍ଗା ବୁଡ଼ି ପରେ ବି ପଶୁନି ଚେତା, ୩୦ ବଦଳରେ ପାର ହେଉଛନ୍ତି ୧୦୦ ଯାତ୍ରୀ

ପ୍ରଶାସନଠୁ ଆରମ୍ଭ କରି ଲୋକେ ସମସ୍ତେ ଚୁପ୍ । ପ୍ରତିଦିନ ଜୀବନକୁ ବାଜି ଲଗାଇ ବୈତରଣୀ ମୁହାଣ ପାର ହେଉଛନ୍ତି ।

Maoist
ବନ୍ଧୁକ ଟ୍ରିଗର୍‌ରୁ ଜେସିବି ଷ୍ଟିଅରିଂ, ମାଓକ୍ୟାମ୍ପ ଛାଡ଼ିବା ପରେ..

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।

GI Tag
ନାଲି କାଇ ଚଟଣୀରେ ଭରପୁର ରହିଛି ପ୍ରୋଟିନ୍-କ୍ୟାଲସିୟମ ଆଉ ଜିଙ୍କ୍

ମୟୂରଭଞ୍ଜ ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ ।

  • Wednesday, 06 July 2022
  • GI Tag
 Ram Nath Kovind
ଅବସର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ କେଉଁଠି? ମିଳିବ କି କି ସୁବିଧା?

ନିଜ କାର୍ଯ୍ୟକାଳରୁ ଅବସର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ କେଉଁଠି? ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ କେଉଁ କେଉଁ ସୁବିଧା ସୁଯୋଗ ମିଳିବ? ଦେଖନ୍ତୁ ଏଇ ଭିଡ଼ିଓ

CYBER CRIME
ଫୋନ୍‌ ଆସିଲା ଆପଣ ଦେଇନାହାନ୍ତି ଇଲେକ୍ଟ୍ରୀ ବିଲ୍‌...ବାସ୍‌ ବିଲ୍‌ ଦେଉ ଦେଉ ଆକାଉଣ୍ଟରୁ କଟିଲା ଟଙ୍କା...

ଫୋନ୍‌ ଆସିଲା ଆପଣ ଦେଇନାହାନ୍ତି ଇଲେକ୍ଟ୍ରୀ ବିଲ୍‌...ତୁରନ୍ତ ଏଇ ଆପ୍‌ରେ ପଇସା ଭରନ୍ତୁ ନଚେତ୍‌ ଆପଣଙ୍କ ଲାଇନ୍‌ କନେକ୍ସନ କାଟିଦେବୁ...ବାସ୍‌ ଏତିକି ପରେ ଆପ୍‌ ଡାଉନଲୋଡ୍‌ ମାରୁ ମାରୁ ଆକାଉଂଟରୁ କଟିଲା ଟଙ୍କା...ଜାଣିଲା ବେଳକୁ...

Maoist  shuns violence
ଦିନେ ବନ୍ଧୁକ ଧରୁଥିଲେ, ଏବେ ଷ୍ଟିଅରିଂ ଧରୁଛନ୍ତି....ହେଲେ ଏମାନଙ୍କୁ ଧୋକା ଦେଲା ସରକାର

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ...ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି....ମାଓବାଦୀ ଥିଲା ବେଳେ ପରିବାର ଭଲରେ ଚଳୁଥିଲା ହେଲେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବହୁତ୍‌ ଅସୁବିଧା। ପିଲା ପଢିପାରିଲେନି ବାହାର ରାଜ୍ୟକୁ କାମରେ ଗଲେ...ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ...ଦେଖନ୍ତୁ ମାଓ ସଂଗଠନ ଛାଡ଼ିବା ପରେ କେତେ କଷ୍ଟରେ ଚଳୁଛନ୍ତି ଧନୁ...

Class 7 students
ସରକାରୀ ସ୍କୁଲରେ ରିଅଲିଟି ଚେକ୍‌...ସପ୍ତମ ବନାନ କହିପାରୁନାହାନ୍ତି ୭ମ ପିଲା

ଏମିତି ପାଠ ପଢୁଛନ୍ତି ପିଲା। ସପ୍ତମ ଶ୍ରେଣୀରେ ପଢୁଛନ୍ତି ହେଲେ ସପ୍ତମ ବନାନ ଆସୁନି। ପିଲା ତ ପିଲା...ଖୋଦ୍‌ ମାଷ୍ଟରଙ୍କୁ ଜଣାନାହିଁ ଅଖଣ୍ଡ ସଂଖ୍ୟା କ’ଣ? ମୌଳିକ ଶବ୍ଦ ପତାରିବା ବେଳକୁ ପାଟି ଖନି ମାରିଯାଉଛି। ୪୯ ରୁ ୧୨ ଗଲେ ଆଉ କେତେ ରହିବ ତାହା ବି ଜାଣିନାହାନ୍ତି...ଆଉ ଏଇଠି ପିଲା ପଢିବେ କଣ? ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବୁଲୁଛନ୍ତି ହେଲେ ଏ ସ୍କୁଲର ପିଲାଙ୍କ ଭବିଷ୍ୟତ ହେବ କଣ? ଦେଖନ୍ତୁ ଓଟିଭି ରିଏଲଟି ଚେକ୍‌

 Raimohan Parida's death
ପେଣ୍ଡାଲ ଖୋଜୁଛି, ଦର୍ଶକ ଖୋଜୁଛନ୍ତି....ସେ ନାହାନ୍ତି କିନ୍ତୁ ମନ ମାନୁନି...

ସେ ନାହାନ୍ତି...ମନ ମାନିବାକୁ ପ୍ରସ୍ତୁତ ନୁହେଁ। ତାଙ୍କର ଦମଦାର ଡାଇଲଗ୍‌କୁ ଖୋଜୁଛି ପେଣ୍ଡାଲ, ଖୋଜୁଛନ୍ତି ଦର୍ଶକ....ହେଲେ ସେ ନୀରବି ଯାଇଛନ୍ତି....ଏମିତି ଅଫେରନ୍ତା ରାଇଜକୁ ପଳାଇଲେ ଯେ, ଆଉ ଫେରିବେନି....

News Fuse
ମୋ ବୋଉଲୋ...ଗୁହାରି କରିବାକୁ ବଡ଼ଦାଣ୍ଡରେ ନେତାଙ୍କ ପ୍ରବଳ ଜାମ୍‌....

ମୋ ବୋଉଲେ...କି ଭିଡ଼...ଆଉ କାଳିଆର ଦୁଇ ବର୍ଷ ପରେ ଦର୍ଶନ ମିଳିଛି। ଦେଖୁନୁ, ନେତାମାନେ କେମିତି କାଳିଆ ପାଖରେ ଗୁହାରି କରିବାକୁ ଲଗାଇଲେଣି ଲମ୍ବା ଲାଇନ୍‌....ଆଲୋ ଆଲୋ...ଇଏ କଣ? ଗୋଟିଏ ମଂଚରେ ସବୁ ଦଳର ନେତା? ମଲା...ସମସ୍ତେ ତ ମିଶିକି ଜିତିବା ପାଇଁ ଡାକିଲେ ଜଗା ଶୁଣିବ କାହା କଥା?

Bus Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌

ଓଲଟିଲା ବସ୍, ୧ ମୃତ । ରାୟଗଡ଼ାରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ।

Mid-day Meal
ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତ ଛାତ୍ରୀ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି ।

Ragging
ରାଗିଂରେ କେମିତି ଲାଗିବ ଲଗାମ ? ୩ ମାସରେ ଗଲାଣି ୩ ଜୀବନ

ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ ।

Gas leaking out of farmland in Chhattisgarh
ଆଶ୍ଚର୍ଯ୍ୟ ! ! ! ମାଟି ତଳୁ ଆପେ ଆପେ ବାହାରୁଛି ପାଣି ଓ ଗ୍ୟାସ୍‌

ଯେଉଁ ବିଲରେ ଦିନେ ମାଟି ଫାଟି ଆଁ କରିଥିଲା, ଆଜି ସେଠାରେ ଅଚାନକ ପାଣି ଆଉ ଏହା ପରେ ସେଠାରୁ ଗ୍ୟାସ୍‌ ଭଳି ଜୋରରେ ପବନ ବି ବାହାରୁଛି।

Ashara Aloka
ରାତିରେ ମାଡ ଖାଇବି, ସକାଳୁ କେମିତି ଚା’ ଜଳଖିଆ କରିବି?

ମଦ ପିଇ ଘରକୁ ଫେରିବେ, ରାତି ସାରା ମତେ ମାରିବେ। ସକାଳୁ ମୁଁ କେମିତି ତାଙ୍କୁ ଖାଇବା କି ଚା’ ଦେବି? କାହା ସାଙ୍ଗରେ କଥା ହେଲେ ସାଙ୍ଗେ ସାଙ୍ଗେ ସନ୍ଦେହ କରିବେ...ଏମିତି ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି ଶୈଳବାଳା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏମିତି ବିବାଦ ହେଲା ଯେ, ଏବେ ଆଶାର ଆଲୋକ ମଞ୍ଚରେ ସ୍ୱାମୀ-ସ୍ତ୍ରୀ, ଦେଖନ୍ତୁ କେମିତି ହେଲା ସମାଧାନ?

Khola Katha
ଆମେ ଏକାଠି ଅଛୁ, ଲଢେଇ ବେଳେ କିଏ କୁଆଡ଼େ ଯାଇଥିବ, ତୁମେ ଅନେଇଛ ଖାଲି...

ପ୍ରତି କଥାରେ ଆମେ ରାଜ୍ୟ ସରକାରଙ୍କୁ ଘେରାଉ କରୁ। ଆନ୍ଦୋଳନ ବେଳେ କିଏ କୋଉ କାମରେ ଯଦି ବ୍ୟସ୍ତ ଥିବ ତା’କୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ବିଜେଡ଼ି ସହ ଲଢେଇ ହେବ, ବରାବର ହେବ...ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହିଲେ ବିଜେପି ନେତା ବିଷ୍ଣୁ ସେଠୀ...

Qasim Chacha
କାସିମ୍‌ ଚାଚାଙ୍କ ମହାନତା, ୪ ବର୍ଷ ଧରି ଗରିବଙ୍କୁ ମାଗଣାରେ ବାଣ୍ଟୁଛନ୍ତି ଖାଦ୍ୟ

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା । ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ । କେତବେବେଳେ ଜୋତା ତ ପୁଣି କେତେବେଳେ ଛତା । ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା ।

Qasim Chacha
ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା...ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା। ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଏମିତି ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ...କେତବେବେଳେ ଜୋତା ତ ପୁଣି କେତେବେଳେ ଛତା...ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା, ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ....

tree man
ପାଗଳ କରିଛି ପ୍ରକୃତି ପ୍ରେମ, ଦିବ୍ୟାଙ୍ଗ ହେଲେ ବି ଗାଡ଼ିରେ ବୁଲି ବୁଲି ଲଗାଉଛନ୍ତି ଗଛ

ପାଗଳ କରିଛି ପ୍ରକୃତି ପ୍ରେମ। ସହର ସାରା ବୁଲୁଛନ୍ତି....ନିଜ ଗାଡ଼ିରେ ଗଛ ଚାରା ରଖିଛନ୍ତି। ଟିକିଏ ଖାଲି ସ୍ଥାନ ଦେଖିଲେ ଚାରା ରୋପଣ ବି କରୁଛନ୍ତି। ଖାଲି ଗଛ ଲଗାଉଛନ୍ତି ତାହା ନୁହେଁ ବରଂ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ବି ନେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ ଆମର ଏଇ ସ୍ୱତନ୍ତ୍ର ରିପୋର୍ଟ....

Heavy Waterlogging In Bhubaneswar Following Rainfall
ଲଗାଣ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର; ସ୍କୁଲ ଭିତରେ ପଶିଲା ପାଣି

ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟ୍ ସିଟି...ରାସ୍ତାଘାଟଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ସବୁଠି ପାଣି ହିଁ ପାଣି ...

bjb college girl student’s death Update
ଆସିଲା ବିଜେବି ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ..

Muslim Devotes
ମହାଦେବଙ୍କ ଭଜନ ଗାଉଛନ୍ତି ମୁସଲିମ ବାବା..

ରଥ ସମ୍ମୁଖ ରେ ଭଜନ ଗାଇ ଚର୍ଚ୍ଚାରେ ମୁସଲିମ ବାବା । 

Bridge Construction
ପାଣିରେ ପଡ଼ିଲା ୨୦ କୋଟି ! ୫ ବର୍ଷରେ ବି ସରିଲାନି ବ୍ରିଜ୍‌ ନିର୍ମାଣ

୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା । ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ । ବ୍ରିଜ୍‌ କାମ ତ ସରିଗଲା ହେଲେ ଆପ୍ରୋଚ୍‌ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ କୁଆଡ଼େ ଯାଇପାରୁନାହାନ୍ତି ଲୋକେ । ସେନେଇ ତେଜୁଛି ଅସନ୍ତୋଷ।