• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Babushan Mohanty
ବାବୁସାନଙ୍କୁ କାଲି ଜେରା କରି କି ତଥ୍ୟ ଉଗାଳିବ ପୋଲିସ୍ ?

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ ।

Electrocution
ସ୍କୁଲ୍‌ରେ ବିଦ୍ୟୁତ୍‌ ସକ୍‌; ୨ ଛାତ୍ର ସମେତ ପ୍ରଧାନଶିକ୍ଷକ ଗୁରୁତର

ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।

Trupti Mohanty
'ଭାଉଜ ନୁହଁ, ବାବୁସାନଙ୍କ ବେକରେ ପ୍ରକୃତି ଶିକୁଳି ବାନ୍ଧି ରଖିଛନ୍ତି'

ବାବୁସାନଙ୍କ ଘର ଫେରିବା ନେଇ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି ।

Spain Woman Adopted Orphan Girl Of Odisha
ଓଡ଼ିଶାର ଅନାଥ ଶିଶୁକୁ କୋଳେଇ ନେଲେ ସ୍ପେନୀୟ ମହିଳା

ଅନାଥ ଶିଶୁକୁ ମିଳିଗଲା ନୂଆ ମା’ କୋଳ। ଜଣେ ସ୍ପେନୀୟ ମହିଳା ଗଜପତିର ଏକ ଅନାଥ ଶିଶୁକୁ କୋଳେଇ ନେଇଛନ୍ତି।

Cancer hospital to be established at NISER Bhubaneswar campus
୬୫୦ କୋଟି ଟଙ୍କାରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନ୍ସର ହସ୍ପିଟାଲ୍‌

୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍‌। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲକ୍ଷ୍ୟ।

Saga of a divyang student undergoing treatment
ମୁଁ ଭଲ ହେଇଗଲେ ଚାକିରି କରିବି

ହୁଇଲ୍ ଚେୟାର୍ ଧରି ହସ୍ପିଟାଲ୍ ସାରା ବୁଲୁଥିବା ଇଏ ପିଲାଟି ହେଉଛି ସୋମେଶ ସାହୁ। ଏବେ ଓଲଟପୁର ସ୍ଥିତ SVNIRTARରେ ଚିକିତ୍ସାଧୀନ। ହାତ ଗୋଡ଼ ଦୁର୍ବଳ। ହୁଇଲ୍ ଚେୟାର ନ ହେଲେ ଚାଲିବା କଷ୍ଟ। ତା ଗୀତ ଶୁଣିଲେ ଆପଣ ବି ଖୁସି ହୋଇଯିବେ... ଜୀବନ ଯନ୍ତ୍ରଣା ଭୋଗିଲେ ବି ଏତେ ବିନ୍ଦାସ୍ ଆଉ ଖୁସି ମିଜାଜର ପିଲା ଯେ, ତାକୁ ଦେଖିଲେ ରୋଗୀ ଭଲ ହୋଇଯିବ। ନା ମନରେ ଅଛି ଅବସାଦ ନା ବିସାଦ...

kholakatha
ଖୋଲାକଥାରେ ବାବୁସାନ୍, କହିଲେ, ମୋର ବେଷ୍ଟ ହିରୋଇନ୍...

କେଉଁ ହିରୋଇନ ବାବୁସାନଙ୍କ ପସନ୍ଦ। ଉତ୍ତରରେ ପ୍ରଥମେ ଆସିଲା ରିୟାଙ୍କ ନାଁ। ପରେ ଝିଲିକଙ୍କ ନାଁ ନେଲେ ବାବୁସାନ୍। ଆଉ ତା’ପରେ... ଦିନେ ଖୋଲାକଥାର ହଟସିଟରେ ବସି ଏମିତି କହିଥିଲେ ବାବୁସାନ ମହାନ୍ତି...

Special story
ନରସିଂହପୁର ଜଙ୍ଗଲରେ ବୁଲୁଛି ଆଉ ଏକ ଗୁଳିବିଦ୍ଧ ହାତୀ

ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଲା ଏସ୍ଆଇଟି

Babushan Mohanty
ଷ୍ଟାର ଘର କଳିରେ ଟ୍ୱିଷ୍ଟ; ଓଡ଼ିଶା ପହଞ୍ଚିବା ପରେ ତୃପ୍ତିଙ୍କ ପାଖକୁ ଫେରିବେ କି ବାବୁସାନ ?

୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ତେବେ  ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ?

Babushan Mohanty
ଚେନ୍ନାଇରୁ ଓଡ଼ିଶା ଅଭିମୁଖେ ବାବୁସାନ

ଚେନ୍ନାଇ ବିମାନ ବନ୍ଦରରେ ଓଲିଉଡ ଅଭିନେତା ବାବୁସାନ । ସାମ୍ନାକୁ ଆସିଲା ଚେନ୍ନାଇ ବିମାନବନ୍ଦରରେ ବାବୁସାନ୍‌ଙ୍କ ଭିଡିଓ । ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ମିଳିଛି ।

suicide
ପ୍ରଶାସନ ଉପରୁ ତୁଟିଲା ବିଶ୍ୱାସ ! ଜିଲ୍ଲାପାଳ ଓ ଏସ୍ପିଙ୍କ ସାମ୍ନାରେ ବିଷ ପିଇଦେଲେ ଅସହାହ

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

Tragic Incident
ତହସିଲ ଅଫିସ୍‌ରେ ଶହେ ଚକର୍‌ ମାରି ବି ତହସିଲଦାରଙ୍କ ଦେଖା ମିଳିଲାନି, ଶେଷରେ..

ତହସିଲଦାରଙ୍କୁ ଭେଟିବାକୁ ନ ଦେବାରୁ ତହସିଲ ଅଫିସ ଆଗରେ ହତ୍ୟା ଉଦ୍ୟମ କଲେ ଯୁବକ ।

Special story
ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ପିନ୍ଧିଥିବା ବାଧିକୁମ୍ଭ ଶାଢ଼ିକୁ ନେଇ ଚର୍ଚ୍ଚା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ବେଳେ ପିନ୍ଧିଥିଲେ କେଉଁ ଶାଢି ?

Mesmerizing views of cloud clad
ମେଘର ସହର: ଏଠି ଦେଖିବେ ମେଘର ଏକ ଅଦ୍ଭୁଦ ରୂପ

ଏହା କେଉଁ ମନାଲି କି ଲଦାଖରୁ କମ୍ ନୁହେଁ। ଏ ଯାଗା ଓଡିଶାର କୋରାପୁଟ୍। ଏଠି ଆପଣଙ୍କୁ କେମିତି ଛୁଇଁ ଯାଏ ମେଘ ଦେଖନ୍ତୁ

Prerana | Meet Kalyani who transforms passion for art into profession
ସଂଘର୍ଷରୁ ସଫଳତା, କଲ୍ୟାଣୀଙ୍କ ଜୀବନ କାହାଣୀ

ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର କରିବାକୁ ବାଟ ଦେଖାଉଥିବା କଲ୍ୟାଣୀ ସତରେ ଉଦାହରଣ।

Another elephant shot at by poachers in Cuttack forest
ବିପଦରେ ଗଜରାଜ: ପୁଣି ଏକ ହାତୀକୁ ଗୁଳିମାଡ଼ !

କଟକ ନରସିଂହପୁର ଅଞ୍ଚଳରେ ପୁଣି ଏକ ହାତୀକୁ ଗୁଳିମାଡ ହୋଇଥିବା ସୂଚନା ।

Taste of Odisha
ଲାଲ୍ ଲାଲ୍ ମସଲାକୁ ଲାଲ୍ ଚିଙ୍ଗୁଡ଼ି

କେବେ ଶୁଣିଛନ୍ତି ଏ ଆଇଟମର ନାଁ। ଆଜି ଜାଣନ୍ତୁ ଏହି ସ୍ପେଶାଲ୍ ଆଇଟମ୍। ଆଉ ମନଭରି ଖାଆନ୍ତୁ ଚିଙ୍ଗୁଡି ସୁପ୍ତ...

Prakruti Mishra
ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଲା ପୋଲିସ

ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ କିଛି ଜଣଙ୍କୁ ପଚରାଉଚୁରା କରିସାରିଛି।

Odia officer Stalin Mohanty leads President Draupadi Murmu’s first Guard of Honour
ଗାର୍ଡ ଅଫ୍‌ ଅନର ବେଳେ ଦ୍ରୌପଦୀ ମୁର୍ମୁଙ୍କ ଗାଡ଼ିରେ ଥିଲେ ଓଡ଼ିଆ କମାଣ୍ଡିଂ ଅଫିସର

ସେରିମନିଆଲ ସାଲ୍ୟୁଟ ବେଳେ କମାଣ୍ଡିଂ ଅଫିସର ଥିଲେ ଜଣେ ଓଡ଼ିଆ ଅଫିସର....

Gajapati’s ex-ITI student invents gadgets
ଚର୍ଚ୍ଚାରେ ITI ଛାତ୍ର, ସେନା ସୁରକ୍ଷା ପାଇଁ ଉଦ୍ଭାବନ କଲେ ଦେଶୀ କୌଶଳ

ଗଜପତି ଜିଲ୍ଲା ଚନ୍ଦ୍ରଗିରି ITI କଲେଜର ପୂର୍ବତନ ଛାତ୍ର ସମୀର ପ୍ରଧାନୀ। ମାତ୍ର ୭ ହଜାର ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ଏମିତି କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଯାହାକୁ ସୀମାରେ ଲଗାଇଲେ ବାହ୍ୟଶତ୍ରୁ ଅନୁପ୍ରେବଶ ବେଳେ ତୁରନ୍ତ ସୂଚନା ମିଳିଯିବ। ଆବଶ୍ୟକ ସ୍ଥଳେ ଶତ୍ରୁଙ୍କୁ ଅଚେତ ମଧ୍ୟ କରିହେବ। ଆସନ୍ତୁ ଭେଟିବା ଏହି ବିଚକ୍ଷଣ ଦେଶୀ ଇଂଜିନିୟରଙ୍କୁ…

News fuse
ଫୁଲ୍ ସେଲିବ୍ରେସନ୍... ବାଜା ବଜେଇଲେ, ଧୁମ୍ ନାଚିଲେ

ହଇରେ ନାରଣ ରହିଯା... ଆଗକୁ ଯାଆନି, ହୋସ୍ ଉଡ଼ିଯିବ... ରାଜଧାନୀର ଛାତି ଉପରେ ରାଜ କଲେ ସୁନୀତି ମ୍ୟାଡମ୍। ବେକରେ ପକାଇ....

Kargil Vijay Diwas: Family remembers martyred soldier । Cuttack
କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ଗୋପୀନାଥ; ଆଜି ବି ଝୁରୁଛି ଜନାର୍ଦ୍ଦନପୁର

ବୀରପୁତ୍ରକୁ ହରାଇ ଏବେ ବି କାନ୍ଦୁଛି ସହିଦ ଗୋପୀନାଥ ଜନ୍ମମାଟି...

Family Of Prakruti Mishra visits Chennai; Actress’s mother shares family pictures
ବହୁତ ପ୍ରତିବନ୍ଧକ ପରେ ସପରିବାର ଆମେ ଚେନ୍ନାଇରେ ଏକାଠି ହୋଇଛୁ: ପ୍ରକୃତିଙ୍କ ମା

ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ପ୍ରକୃତିଙ୍କ ପରିବାରର କିଛି ଫଟୋ...

Babushaan Mohanty
'ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ନଥିଲେ ବାବୁସାନ୍'

ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଦମନ୍ ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍‌ରେ ନଥିଲେ।

Draupadi Murmu Celebration
ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଅବସରରେ ଉତ୍ସବ ପାଳିଛି ସାରା ଦେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଂଜର ଛୋଟିଆ ଗାଁ ଉପରବେଡା ହେଉ ଅବା ରାଜଧାନୀ ଭୁବନେଶ୍ୱର, ସବୁଠି ସେଲିବ୍ରେସନର ମାହୋଲ।