ଦେଶର ସର୍ବ ପୁରାତନ ଟେଲିକମ୍ କଂପାନୀ ବିଏସ୍ଏନ୍ଏଲର ପୂର୍ବ ଗୌରବ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ। ଯୋଗାଯୋଗ କ୍ଷେତ୍ରରେ ସେବା ଦେଉଥିବା ଦେଶରେ ଏହି ପୁରୁଣା ରାଷ୍ଟ୍ରାୟତ୍ତ କମ୍ପାନୀର ପୁନରୁତ୍ଥାନ ଲାଗି ୧ଲକ୍ଷ ୬୪ ହଜାର କୋଟିର ରିଭାଇଭାଲ୍ ପ୍ୟାକେଜ୍ ପ୍ରସ୍ତାବକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏ ନେଇ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
Published: Pallipuspa Samal
Last updated: 28 July 2022, 08:28 AM IST
ଆଜିର ଆମ ପ୍ରଶ୍ନ ଆଉ ପ୍ରସଙ୍ଗର ମୁଖ୍ୟ ନାୟକ ଆଳୁ, ଆଉ ତା’ର ପରିଚୟ । କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ ।