• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special story
ଘୋର ଅନ୍ୟାୟ : ୪୦ ବର୍ଷ ଖଟିଲେଣି, ହେଲେ ସ୍ଥାୟୀ ହେଉନି ନିରଞ୍ଜନଙ୍କ ଚାକିରି

ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ହେଲେ ମୋର ଚାକିରି କେହି ସ୍ଥାୟୀ କଲେ ନାହିଁ ।

Trainee SI Dies In Road Accident In Nuapada
SIଙ୍କୁ ଧକ୍କା ଦେଲା ଟ୍ରକ୍‌, ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ...

ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି।

Making News
ନେଟୱାର୍କ ବିଜିନେସ୍‌ର ଏମିତି ସ୍ୱପ୍ନ ଦେଖିଲେ ଯେ....ଦିନ ଦ୍ୱିପ୍ରହରେ ଷ୍ଟେଜ ଉପରେ ଶୋଇଲେ

ଆମର ବଡ଼ ନେଟୱାର୍କ। ଥରେ ଖାଲି ପି.ପି ନେଟୱାର୍କରେ ଜଏନ କରନ୍ତୁ...ନିଇତି ପାଇବେ ୮ ହଜାର ଟଙ୍କା। ଥରେ ଇନଭେଷ୍ଟମେଣ୍ଟ କଲେ, ଜୀବନସାରା ଚିନ୍ତା ଶୂନ୍ୟ

Special story
କୁଆଖାଇ ନଦୀରେ ୨ ଛାତ୍ର ନିଖୋଜ ଘଟଣା : ଆଜି ଅନ୍ୟ ଜଣକର ମୃତଦେହ ଉଦ୍ଧାର

ଗତକାଲି ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା

 Horse dies of thirst in Mayurbhanj
ମୃତ ଘୋଡାର ଦେହଥରା କାହାଣୀ...ପାଣି ଟୋପାଏ ଦେଲାନି ମଣିଷ...ଗଛରେ ପିଟି ହୋଇ ମଲା ଘୋଡା...

ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ

Two Minor Boys Drown In Pond In Nayagarh
ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି ୨ ଭାଇ ମୃତ

ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।

News Fuse | Police vehicle stuck in mud due too poor road condition
ଓ... ଚୋର ଭାଇ....ଶୁଅ ସବୁରେ...ପୋଲିସ ଗାଡି ଫସିଗଲା କାଦୁଅରେ...

ଆଜି ସନିଆ ଦୋକାନରେ ମାଉଁସ ଭୋଜି କରିବେ ଚୋର ଭାଇ। ଦେଖୁନୁରେ ନାରଣ କେମିତି କାଦୁଅ ଭିତରେ ଫସିଛି ପିସିଆର ଗାଡି। ଏମିତି ହାମୁଡେଇ ପଡ଼ିଛି ଯେ, ବାହାରିବାର ନାଁ ଧରୁନି...ସେପଟେ ପୋଲିସ ଗାଡି ଫସିବାରୁ ସନିଆ ଦୋକାନରେ ମାଉଁସ ଭୋଜି କଲେଣି ଚୋର

7 people ride on single bike
ଗୋଟିଏ ବାଇକ୍‌ରେ ୭ ଜଣଙ୍କୁ ନେଇ ବାହାରିଲେ ବ୍ୟକ୍ତି

ସାଧାରଣତଃ ଗୋଟିଏ ବାଇକ୍‌ରେ କେବଳ ୨ ଜଣ ବସିବାର ନିୟମ ରହିଛି। ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଗୋଟିଏ ବାଇକ୍‌ରେ ୭ ଜଣ ବସିଥିବା ଦେଖାଯାଏ।

OJS-OAS
OCS ଏବଂ OJS ରେଜଲ୍ଟ କେବେ? ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ

OPSCକୁ ଏକ୍‌ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି?

Padma Shri Kamala Pujari
ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇ ଭିଡିଓ ସୁଟିଂ କଲେ ଆତ୍ମଘୋଷିତ ସମାଜସେବୀ

ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି।

NCRB
NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।

Special story
ଗଣେଶ ପୂଜା ଦିନ ଅଘଟଣ : କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ

ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି ।

Malkangiri girl makes Lord Ganesh
ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଉଚ୍ଚଶିକ୍ଷା ପାଇଁ ଜାତୀୟ ରାଜପଥ କଡରେ ମୂର୍ତ୍ତି ଗଢୁଛନ୍ତି ଉଚ୍ଚ ଶିକ୍ଷିତା ଝିଅ ଉଷାକିରଣ । ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଅଭାବ ଯୋଗୁଁ ପାଠ ପଢିପାରିଲେ ନାହିଁ । ଉଷାଙ୍କ ଘର ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ବେଳେ ନିଜର ଉଚ୍ଚ ଶିକ୍ଷା ଓ ଘରକୁ ଆର୍ଥିକ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ଊଷା ।

Special story
ମା’ କୋଳକୁ ଫେରିବ ତ ପିହୁ ? ଦୁଇ ବର୍ଷ ପରେ ଏବେ ପୋଲିସ ତତ୍ପର

ଏବେ ପିହୁର ସନ୍ଧାନ ପାଇଁ ପୋଲିସ ତତ୍ପର

Cuttack decks up for Ganesh puja
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।

Puri MLA Jayant Sarangi
ଆଲୋ ଆଲୋ...ବନ୍ୟା ପାଣିରେ ଲୋକଙ୍କୁ ବିଧାୟକ ପଚାରୁଛନ୍ତି ସରକାର କଣ ଆସିନାହାନ୍ତି?

ଆଲୋ ଆଲୋ ଇଏ କଣ? ତୁମକୁ ତ ଭୋଟ୍‌ ଦେଲେ ଲୋକେ...ତୁମେ କିଆଁ ପଚାରୁଛ, ସରକାର ଆସିନାହାନ୍ତି? ସରକାର ତ ସରକାର ପୁଣି ମେନ୍‌ କି ଓମେନ୍‌ କଣ କିରେ ନାରଣ?

Tree Ganesh
ଗଛ ରୂପରେ ଗଜାନନ

ଇଶ୍ୱର ସବୁଠି,ସର୍ବତ୍ର,ସବୁ ଯାଗାରେ । ଭୁବନେଶ୍ୱର ବକୁଳବନ ଫାଉଣ୍ଡେସନ୍ ପକ୍ଷରୁ ଏକ ନିଆରା ଗଣେଶ ପୂଜା କରାଯାଇଛି । ଗଛକୁ ଗଜାନନଙ୍କ ରୂପ ଦିଆଯାଇଛି ।

Nuakhai festival
ସରପଞ୍ଚ ହେବ ତ ଏମିତି ! ନୂଆଁଖାଇ ପାଇଁ ଗରିବ ଲୋକଙ୍କୁ ବାଣ୍ଟିରେ ଶାଢି

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। ଦେଖନ୍ତୁ ଏ ସବୁ ପାଇବା ପରେ କେମିତି ଖୁସି ହେଉଛନ୍ତି ଗାଁ ଲୋକେ

Old Lady Live In Toilet
ପଚାରୁନାହାନ୍ତି ପୁଅ-ବୋହୂ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ

୮ଫୁଟ୍‌ ଉଚ୍ଚ, ୪ ଫୁଟ ଚଉଡା ହେବ କି ନାହିଁ ପାଇଖାନା । କିନ୍ତୁ ସେହି ପାଇଖାନା ଭିତରେ ରହୁଛନ୍ତି ଜଣେ ବୃଦ୍ଧା ।

Old Lady Live In Toilet
ଲୁହଲହୂ ଏକାକରି ପାଳିଥିବା ମା’କୁ ପାଇଖାନାରେ ଶୁଆଇଦେଲେ ଦୁଇ ପୁଅ

ପୁଅ-ବୋହୂ ପଚାରୁନାହାନ୍ତି...୭୦ ବର୍ଷ ବୟସରେ କାମ କରି ଖାଇବାକୁ ଅଂଟାରେ ଆଉ ବଳ ବି ନାହିଁ। ଭାତ ସାଙ୍ଗରେ କଷ୍ଟେମଷ୍ଟେ ଖାଉଛନ୍ତି ଶାଗ। ଘରନାହିଁ କି ଦୁଆର ନାହିଁ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ..

Special story
ଅଫିସ୍‌ ଭିତରେ ରେଞ୍ଜର୍‌ ବାବୁଙ୍କୁ ତେଲ ମାଲିସ୍‌ : ଭିଡିଓ ଭାଇରାଲ୍‌

ହାପ୍ ପ୍ୟାଣ୍ଟ ପିନ୍ଧି ମାଲିସ୍ ଖାଉଛନ୍ତି ରେଞ୍ଜର

Nuakhai
‘ଟଙ୍କା ଥାଉ କି ନଥାଉ ମିଳିମିଶି ନୂଆ ଖାଇବା’

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।

Man sets world record by travelling 61 km in a pumpkin
କଖାରୁରେ ନୌକା ଯାତ୍ରା କରି ରେକର୍ଡ କଲେ ବୃଦ୍ଧ

ଡଙ୍ଗାରେ ବସି ଦୀର୍ଘ ଯାତ୍ରା କରିବା ଏକ ସାହସ ଓ ବିପଦପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଜଣେ ୬୦ ବର୍ଷର ବୃଦ୍ଧ ଦୀର୍ଘ ୬୧ କିମି ନୌକା ଯାତ୍ରା କରିଛନ୍ତି। ତାହା ପୁଣି କୌଣସି ଯନ୍ତ୍ରଚାଳିତ ଡଙ୍ଗା କି କାଠ ଡଙ୍ଗାରେ ନୁହେଁ, ଏକ କଖାରୁରେ। ଦେଖନ୍ତୁ…

Special story
ସରକାରଙ୍କ ଶିଳ୍ପାୟନ କସରତ : ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଆଜି ଇନଭେଷ୍ଟର୍ସ ମିଟ୍

କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Special story
ଅବସର ପରେ ଥକିନି ମନ କି ଶରୀର : ପିଲାଙ୍କୁ ସୈନିକ ହେବାର ସ୍ୱପ୍ନ ଦେଖାଉଛନ୍ତି ପୂର୍ବତନ ନୌସେନା ଅଧିକାରୀ

ଯାଜପୁର ବରୀ ଅଞ୍ଚଳର ପୂର୍ବତନ ନୌସୈନିକ ତରୁଣ କୁମାର ଦାସ ଯୁବପିଢ଼ିଙ୍କୁ ସେନାରେ ସାମିଲ ପାଇଁ ଦେଉଛନ୍ତି ତାଲିମ ଓ ପ୍ରୋତ୍ସାହନ