ଇଶ୍ୱର ସବୁଠି,ସର୍ବତ୍ର,ସବୁ ଯାଗାରେ । ଭୁବନେଶ୍ୱର ବକୁଳବନ ଫାଉଣ୍ଡେସନ୍ ପକ୍ଷରୁ ଏକ ନିଆରା ଗଣେଶ ପୂଜା କରାଯାଇଛି । ଗଛକୁ ଗଜାନନଙ୍କ ରୂପ ଦିଆଯାଇଛି ।
Published: Pallipuspa Samal
Last updated: 31 August 2022, 01:05 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।