ଏ ରେଂଜର ଭାରି ରଙ୍ଗୀନ ! ତେଲ ନମାରିଲେ ୟାଙ୍କୁ ନିଦ ହେଉନି। ଏମିତି ଉତ୍ପାତ କରୁଛନ୍ତି ଯେ ତ୍ରାହି ତ୍ରାହି ଡାକିଲେଣି ଅଫିସ୍ କର୍ମଚାରୀ। କେତେବେଳେ ରୋଷେଇ କରିବାକୁ କହୁଛନ୍ତି ତ ପୁଣି କେତେବେଳେ ଲୁଗା କାଚିବାକୁ ଦେଉଛନ୍ତି ବରାଦ...