Advertisment

ମୃତ ଘୋଡାର ଦେହଥରା କାହାଣୀ...ପାଣି ଟୋପାଏ ଦେଲାନି ମଣିଷ...ଗଛରେ ପିଟି ହୋଇ ମଲା ଘୋଡା...

ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ

author-image
Pallipuspa Samal
ଅଦ୍ୟତନ ହୋଇଛି

ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ

Advertisment
Horse Dies Of Thirst
Advertisment
Advertisment