• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Cyber Crime
ଫ୍ରି ଟ୍ରିଟ୍‌ମେଂଟ୍‌ ନାଁରେ ରୋଗୀଙ୍କୁ ଚୂନ ଲଗାଇ ଦେଲେ ସାଇବର ଲୁଟେରା

ସାଇବର ଲୁଟେରାଙ୍କ ନୂଆ କାରନାମା। ହାର୍ଟଆଟାକ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ଫିସ୍‌ ୫ ହଜାର ବୋଲି କହିଲେ। ଆଉ ଭଲ ଡାକ୍ତରକୁ ଦେଖାଇବା ଚକ୍କରରେ ଆକାଉଣ୍ଟ ହୋଇଗଲା ଖାଲି....

Sarpanch, Samiti Members
ସରକାର ଶୁଣିଲେନି, ଗାଁ ରାସ୍ତା ତିଆରି ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି।

Son of Nuapada migrant couple secures gold medal
ବାପା-ମାଆ ଦାଦନ ଖଟୁଛନ୍ତି...ପୁଅ ରେଭେନ୍ସାରେ ପାଇଲା ଗୋଲ୍ଡ ମେଡାଲ

ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...

 Meet Jeypore sarpanch
ସରପଞ୍ଚ ହେବ ତ ଏମିତି ! ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଖାତାରେ ଟିପୁଛନ୍ତି

ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା

News Fuse
ମୁଖିଆ ଆୱାର୍ଡ ପାଇଲେ, ଏଇଠି ନେତାଏ ଝାଳ ବୁହାଇଲେ....

ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?

Unknown Disease
ମୁଣ୍ତ ଗଡ଼ାଉଛି ଅଜଣା ରୋଗ; ଗୋଟିଏ ପରିବାରର ୪ ମୃତ

ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।

Vehicles over 15 to 20 years to go off roads in Odisha
ଓଡ଼ିଶା ରାସ୍ତାରେ ଆଉ ଗଡ଼ିବନି ୧୫ରୁ ୨୦ବର୍ଷର ପୁରୁଣା ଗାଡ଼ି

ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ।

Question raised over safety of Konark sun temple
ସୂର୍ଯ୍ୟମନ୍ଦିର ବାଲିମୁକ୍ତ ଯୋଜନାର ପରିଣାମକୁ ନେଇ ସଂଶୟ

କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?

Special story
ଡାଳ ଖାଇ ଦଣ୍ଡ ଭୋଗୁଛି ଛେଳି : ୩ ଦିନ ହେଲା ବନ୍ଧା ପଡ଼ିଛି ନୀରିହ ଜନ୍ତୁ

ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ଉଠାଇ ନେଇ ୩ଦିନ ହେଲା ବନ୍ଦୀ କରି ରଖିଛନ୍ତି ବନ କର୍ମଚାରୀ

Sarpanch begging
ରାସ୍ତା ନିର୍ମାଣ ପାଇଁ ଗାଁ ଗାଁ ବୁଲି ଭିକ ମାଗିଲେ ସରପଞ୍ଚ

ସବୁ ଆଡୁ ନିରାଶ ହେବା ଭିକ ମାଗି ସେଥିରୁ ଯେଉଁ ଅର୍ଥ ମିଳିବ କାମ ହେବ ବୋଲି କହିଛନ୍ତି।

Prince Charles
ଓଡ଼ିଶା ସହ ରହିଛି ପ୍ରିନ୍ସ ଚାର୍ଲସଙ୍କ ସମ୍ପର୍କ...

ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ ।

Allegedly Collect Money From Students For Matric Certificates
ଟଙ୍କା ନାହିଁ ତ, ସାର୍ଟିଫିକେଟ୍‌ ନାହିଁ: ୨୦୦ ଟଙ୍କାରେ ମିଳୁଛି ମାଟ୍ରିକ୍‌ ସାର୍ଟିଫିକେଟ୍‌ !

ମାଟ୍ରିକ୍‌ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।

Special story
ମହିଳାଙ୍କ ମୃତ୍ୟୁ ପରେ...କେହି ଆସିଲେନି, ଶବ କାନ୍ଧେଇ ଶ୍ମଶାନ ନେଲେ ପୋଲିସ ASI

ସାବାସ୍‌ ପୋଲିସ ASI । ଜୀବନ ଯିବା ପରେ ପାଖ ମାଡିଲେନି...ଖବର ପାଇବା ପରେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହ ମିଶି ଶ୍ମଶାନରେ ମହିଳାଙ୍କ କଲେ ଶବ ସତ୍କାର। ସବୁଆଡୁ ଛୁଟିଲା ପ୍ରଶଂସାର ସୁଅ

Governor Professor Ganeshi Lal Travels In Train
କୋରାପୁଟ ଗସ୍ତରେ ରାଜ୍ୟପାଳ, ଟ୍ରେନ୍‌ରେ କଲେ ଯାତ୍ରା

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। 

Humanity
ଗାଁ ଲୋକ କି ସାହି ପଡ଼ିଶା ଆସିଲେନି, ଶେଷରେ ଶବ କାନ୍ଧେଲେ ଥାନା ASI

ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଖାଇ ନିଜେ ଶବ କାନ୍ଧେଇବା ସହ ଶ୍ମଶାନରେ ସତ୍କାର କରିଥିଲେ । ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Tension erupted in Umerkote town of Nabarangpur district over cremation
ଶବ ସତ୍କାରକୁ ନେଇ ଉତ୍ତେଜନା

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

Drowning
ବୈତରଣୀ ଦେଲା ଦୁଃଖ ! ପୁଅ ଆଖି ଆଗରେ ନଦୀ ସୁଅରେ ଭାସିଗଲେ ବାପା...

କେନ୍ଦୁଝର ନୟାକୋଟ କେନ୍ଦୁଘାଟି ନଦୀ ଘାଟରେ ଅଘଟଣ । ନଦୀ ସୁଅରେ ପୁଅ ଆଖି ଆଗରେ ଭାସିଗଲେ ବାପା ।

Cuttack Durga Puja
ଜୋରସୋର୍‌ରେ ଚାଲିଛି ପୂଜା ପ୍ରସ୍ତୁତି, କଲେଜ ଛକ ଦୁର୍ଗା ମେଢ଼ରେ ଲାଗିବ ୩ କ୍ୱିଣ୍ଟାଲ ଚାନ୍ଦି

କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।

Biju Patnaik Police Academy
ଦେଶରେ ଶ୍ରେଷ୍ଠ ତାଲିମ କେନ୍ଦ୍ର, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ

୨୦୨୦-୨୧ ପାଇଁ ପାଇଲା ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଏକାଡେମୀର ଅତିରିକ୍ତ ଡିଜି ଅରୁଣ ଷଡ଼ଙ୍ଗୀ ଗ୍ରହଣ କଲେ ପୁରସ୍କାର 

Largest solar storms ever detected just hit venus
ସୂର୍ଯ୍ୟରୁ ଭୟଙ୍କର ଝଡ; ଶୁକ୍ର ସହ ଧକ୍କା

ସୂର୍ଯ୍ୟରୁ ବାହାରିଛି ସବୁଠାରୁ ବଡ ବିସ୍ଫୋଟକ। ଏହା ଶୁକ୍ର ସହ ଧକ୍କା ଖାଇଛି। ଏହି ସପ୍ତାହରେ ଏମିତି ଦୁଇ ଥର ହେଲାଣି। ଏହି ପ୍ଲାଜ୍‌ମା ସୂର୍ଯ୍ୟଙ୍କ ବିପରୀତ ପାର୍ଶ୍ୱରୁ ବାହାରିଥିବାରୁ ତାହା ପୃଥିବୀରୁ ଦେଖାଯାଇ ନାହିଁ।

Much hyped E-Seva centres a flop, fail to serve people in Odisha
ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ।

  • Friday, 09 September 2022
  • E Seva
ଆରାଧ୍ୟଙ୍କୁ ଅପମାନ
ଜଗନ୍ନାଥଙ୍କୁ ବାନ୍ଧି ନେଲେ, ଭୁଲ ଜାଣିବା ପରେ କାନ ଧରି କ୍ଷମା ମାଗିଲେ

ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କୁ ଅପମାନ କଲା ଭଳି।

ASI starts removing sand from Konark Sun Temple
ବାଲିମୁକ୍ତ ହେବ ଐତିହାସିକ ବ୍ଲାକପାଗୋଡ଼ା ? ହେଲେ କେମିତି ?

ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।

ଆରାଧ୍ୟଙ୍କୁ ଅପମାନ
''ହେ ମହାବାହୁ.... ଏଭଳି ଅପକର୍ମ ପାଇଁ କ୍ଷମା କରିଦିଅ...''

ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ।

E Seva
ରାଜ୍ୟରେ ବାଟବଣା କି ଇ-ସେବା ? ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍

  • Friday, 09 September 2022
  • E Seva