• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

EMI
ହଠାତ୍‌ ଚାକିରି ଚାଲିଯିବା ପରେ କେମିତି ମ୍ୟାନେଜ୍‌ କରିବେ EMI ?

EMI ଋଣ ସଠିକ୍‌ ଟାଇମ୍‌ରେ ନଦେଲେ ତାହା ଆପଣଙ୍କୁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

Farmers Problem LED Light
ଫସଲ ହେଉନି ବୋଲି ଷ୍ଟ୍ରିଟ୍‌ ଲାଇଟ୍‌ରେ କପଡ଼ା ଗୁଡ଼ାଇଛନ୍ତି ଚାଷୀ ! ଜାଣନ୍ତୁ ପୁରା କାହାଣୀ...

ଲାଇଟ୍‌ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍‌ ପାଇଁ ଆମେ ଦିନେ ଉପବାସରେ ରହିବା ।

Emotional Story
ଏ ମଣିଷ କେତେ ନିଷ୍ଠୁର ! ବୟସ ଅଧିକ ହେଲା ବୋଲି ବୃଦ୍ଧାଙ୍କୁ ରାସ୍ତା କଡ଼ରେ ଫିଙ୍ଗିଦେଲା, ଦେଖନ୍ତୁ ଭିଡିଓ..

ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।

Fake Call Tension In 108 Ambulance Service
୧୦୮କୁ ଅଶ୍ଲୀଳ କଲ୍‌: ‘କିଏ କହୁଛି ମ୍ୟାଡାମ୍‌ଙ୍କ ନମ୍ବର ଦିଅ’...ଆଉ କିଏ କହୁଛି- ‘କିଛି ହୋଇନି’

ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି। 

Former Indian ambassador Abasar Beuria passes away
ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ।

  • Thursday, 17 November 2022
Goat born with human face weird eyes
ଅଜବ: ଜନ୍ମ ହେଲା ମଣିଷ ମୁହଁ ଥିବା ଛେଳି ଛୁଆ, ଲାଗୁଛି ସାନ୍ତା କ୍ଲଜ୍

ଅଜବ ଛେଳି ଛୁଆର ଜନ୍ମ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେଳିଟି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଲୋକେ ଏହାକୁ ଚମତ୍କାର ଭାବୁଛନ୍ତି।

Dog Bite
ତୁଟିଲା କୁକୁର କାମୁଡା କଳି, ଡଗ୍ କେୟାର ସେଣ୍ଟର ଗଲା ସିଜର

କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।

Tragedy
କି ଦୁଃଖ ! ଆଗ ଭେଣ୍ଡିଆ ପୁଅ, ତାପରେ ଝିଅ ଚାଲିଗଲା.. ବାପା ମାଆଙ୍କ କଥା ବୁଝିବ କିଏ ?

୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।

Man carrying 9 kids on one cycle to school
ଗୋଟିଏ ସାଇକେଲ୍‌ରେ ଲଦାଲଦି ହୋଇ ସ୍କୁଲ୍ ଯାଉଛନ୍ତି ୯ ପିଲା

ଭାଇରାଲ୍‌ ହେଉଛି ଏକ ମଜାଦାର ଭିଡିଓ। ଗୋଟିଏ ସାଇକେଲ୍ରେ ୯ ଜଣ ପିଲା ଲଦାଲଦି ହୋଇଯାଉଛନ୍ତି। ଜଣେ ସାଇକେଲ କ୍ୟାରିୟର୍ରେ ବସିଥିବା ବେଳେ ଜଣେ କାନ୍ଧରେ ଓହଳିଛନ୍ତି, ଆଉ କେହି ସାଇକେଲ୍ ଆଗ ରଡ୍ରେ ତ ଆଉ କେହି ଆଗ ଚକରେ ବସିଥିବା ଦେଖାଯାଏ। ଦେଖନ୍ତୁ ଏହି ଭିଡିଓ…

Cheating happened with graduate chai wali
‘ଝିଅମାନକୁ ଆଗକୁ ଯିବା କୌଣସି ଅଧିକାର ନାହିଁ, ସ୍ଥିତି କେବଳ ଚୁଲି ପର୍ଯ୍ୟନ୍ତ’

କାନ୍ଦୁଛନ୍ତି ଓ ନିଜର ଦୁଃଖକୁ ପ୍ରକାଶ କରୁଛନ୍ତି ‘ଗ୍ରାଜୁଏଟ୍ ଚାଆବାଲୀ’। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ଏକ ଚା’ ଷ୍ଟଲ୍ ଖୋଲିଥିଲେ। ଏହି ଚା’ ଦୋକାନର ନାମ ହେଉଛି ‘ଗ୍ରାଜୁଏଟ୍ ଚାଆବାଲୀ’। ଝିଅମାନଙ୍କର ସୀମା କେବଳ ରୋଷେଇ ଘର ବୋଲି ସେ କହିଛନ୍ତି। ପୂରା ଖବର ଜାଣିବା ପାଇଁ ଦେଖନ୍ତୁ…

All Elephant Corridors In Odisha To Be Identified
ହାତୀ ମୃତ୍ୟୁ ରୋକିବା ପାଇଁ ଆକ୍ସନ ପ୍ଲାନ୍‌, ଚିହ୍ନଟ ହେବ କରିଡର୍‌

ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍‌କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍‌ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।

SC warning against protest for HC bench
ଲାଇସେନ୍ସ ରଦ୍ଦ ଚେତାବନୀ ପରେ ନରମିଲେ ଓକିଲ ସଂଘ

ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।

Tragedy
ବାପାଙ୍କ ଗୋଡ଼ କଟିବା ପରେ ଅଚଳ ହୋଇଗଲା ପୁରା ପରିବାର, ଏବେ ଦିବ୍ୟାଙ୍ଗ ଝିଅ ଅଣ୍ଟା ଭିଡ଼ିଛି

ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।

Jeans Pant
ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ତିଆରି ହୋଇଥିଲା ଜିନ୍‌ସ ! ଛୋଟ ପକେଟରେ ସେମାନେ କ’ଣ ରଖୁଥିଲେ..?

ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।

Boy seeks aid for prosthetic hand
ମୋ ହାତ ମତେ ଫେରେଇ ଦିଅ ସରକାର

ହେ ସରକାର ମୋ ହାତ ଦୁଇଟା ଲଗାଇ ଦିଅ। ମୁଁ ପାଠ ପଢିବି, ସାଙ୍ଗଙ୍କ ସହ ଖେଳିବି। ହାତ ପାଇଁ ସରକାରଙ୍କ ପାଖରେ କାନ୍ଦି କାନ୍ଦି ଗୁହାରି କରୁଛି କୁନି ପୁଅ

  • Tuesday, 15 November 2022
Coastal Exercise
ଆଜିଠୁ ପାରାଦୀପ ଉପକୂଳରେ ନୌସେନାର ସମରାଭ୍ୟାସ

ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।

successfull farmer
ୟୁଟ୍ୟୁବ୍ ଦେଖି ଲକ୍ଷ ଲକ୍ଷ ରୋଜଗାର

ଶହ ଶହ କାନ୍ଧି କଦଳୀ ବିକ୍ରି ସରିଲାଣି.. ଡିସେମ୍ବର ସୁଦ୍ଧା ଥାଇଲାଣ୍ଡ କୋଳି ବିକ୍ରି ପାଇଁ ବାହାରିବ.. ଭଳିକି ଭଳି ଚାରା ଲାଗିଛି ଆଗକୁ ଫଳ, ଫୁଲ ଧରିବ.. ସବୁଠୁ ବଡ଼ କଥା ଏ ସବୁ ସୁନାର ଫସଲ ପଛରେ କେହି ଅଭିଜ୍ଞ ଚାଷୀ ନୁହେଁ.. ବରଂ ଅଛି ୟୁଟ୍ୟୁବ୍ ମାଷ୍ଟର..

Woman stages sit-in protest
ଅଜାତି ବୋଲି ଶାଶୂଘର ମନା, ସ୍ୱାମୀ ଘର ସାମ୍ନାରେ ସ୍ତ୍ରୀଙ୍କ ଧାରଣା

ପ୍ରେମ କରି ବିବାହ କଲେ, ଘରେ ଏବେ କିନ୍ତୁ ପଶିପାରୁନି ବୋହୂ। ଶାଶୂଘର ଲୋକ କହୁଛନ୍ତି ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପରେ ଜାତି ହେବୁ, ପରେ ଆମ ଘରେ ପଶିବୁ...ସେପଟେ ସ୍ୱାମୀର ଦ୍ୱିତୀୟ ବିବାହ ଖବର ପାଇବା ପରେ ଧାରଣାରେ ବସିଲାଣି ସ୍ତ୍ରୀ

News Fuse
ମହମବତୀ ଟା ଯଦି ମନ୍ତ୍ରୀପଦ ହେଇଥାନ୍ତା, କଣ ଯାଚିଥାନ୍ତ ?

ଇଲୋ ହେଇ..ବୋଇତରୁ ଓହ୍ଲାଇ ନେତାଗଣ କଣ ଅଟୋରେ ବସିଲେଣି.. ଆଗରେ ପଛରେ ଓଟୋ ଘୋଡ଼ା ଚାଲୁଛନ୍ତି..ସତରେ ନାରଣ ମୋ ଦିଲ୍ ପୂରା ଗାର୍ଡେନ୍ ଗାର୍ଡେନ୍ ହେଇଗଲା..

OTV English
ୟୁଟ୍ୟୁବରେ ୧ ଲକ୍ଷ ସବସ୍କ୍ରାଇବର୍ ଛୁଇଁଲା ଓଟିଭି ଇଂଲିଶ ଚ୍ୟାନେଲ୍

ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି

What is Blue Aadhaar? Know how to apply
୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଧାର; ଜାଣନ୍ତୁ କିପରି କରିବେ ଆବେଦନ

ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍‌ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।

OTV Journalist Arindam
ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ଜନ୍ମଦିନ

ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ।

'Jal Pari' Jiya swims 21km across Chilika lake in Odisha
ଚିଲିକାର ନୀଳ ଜଳରାଶିରେ ଜଳପରୀ ‘ଜିଆ’, ୨୧ କି.ମି. ଯାଏ ସୁଇମିଙ୍ଗ୍‌ କରି ତାଜୁବ କଲେ...

ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ। 

high school
ଗାଁ ଲୋକଙ୍କ ଗୋଟିଏ ଦାବି…ସ୍କୁଲ ହେବ ତ ଆମ ଗାଁରେ

ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍‌ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ ଲୋକେ

Lord Hanuman
ନାଲିଆ ବୋତଲ ଗୀତରେ ନାଚିଲେ ହନୁମାନ

ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ