• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

What is narco test which to be on aftab
​​​​​​​କ’ଣ ଏହି ନାର୍କୋ ଟେଷ୍ଟ୍; କିପରି ଧରାପଡ଼େ ସତ ?

ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ପ୍ରେମିକା ଅଫତାବ। ପୋଲିସକୁ ସହଯୋଗ କରୁନି। ଯାଞ୍ଚ ପ୍ରକ୍ରିୟାକୁ ବଦଳାଇବା ସହିତ ସେ ମିଛ କହିଚାଲିଛି। ଏନେଇ ଦିଲ୍ଲୀ ପୋଲିସ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଚାହୁଁଛି। ଆସନ୍ତୁ ଜାଣିବା ଏହି ଟେଷ୍ଟ୍ କ’ଣ, ଏହା ଦ୍ୱାରା କିପରି ଧରାପଡେ ସତ?

Deafening sound triggers panic in three districts of odisha
ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ବଡ଼ ବୋମା ଭଳି ଭୟଙ୍କର ବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।

  • Wednesday, 23 November 2022
Love knows no boundaries
ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ପ୍ରେମିକର ହାତ ଧରିଲେ ପ୍ରେମିକା

ପୂର୍ବରୁ କୁହାଯାଇଛି, ପ୍ରେମ ହେଉଛି ଅନ୍ଧ। ଏହା ପ୍ରେମିକ କିମ୍ବା ପ୍ରେମିକର ଷ୍ଟାଟସ୍ ଦେଖେନାହିଁ। ଯେମିତି ଏହି ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ତାଙ୍କ ପ୍ରେମିକ ଦିବ୍ୟାଙ୍ଗ ହୋଇଯିବା ପରେବି, ପରିବାର କଥା ନଶୁଣି, ସେ ପ୍ରେମିକଙ୍କ ହାତ ଧରିଛନ୍ତି।

Mother seeks financial assistance
ଭାଗ୍ୟ ଖେଳିଲା ଖେଳ, ହଠାତ୍ ଦିବ୍ୟାଙ୍ଗ ହୋଇଗଲେ ୩ ଭଉଣୀ, ମାଆ ପିଠିରେ କଟୁଛି ଜୀବନ

କେତେବେଳେ ଭାଗ୍ୟ କାହା ସହ କି ଖେଳ ଖେଳେ ତାହା କେହି ଜାଣେନି। ଯେମିତି ଏହି ତିନି ଉଭଣୀ। ସବୁକିଛି ଠିକ୍ ଥିଲା, ହଠାତ୍ ମାଟ୍ରିକ୍ ପରୀକ୍ଷା ପରେ ଦିବ୍ୟାଙ୍ଗ ହୋଇଗଲେ। ଏବେ ମାଆଙ୍କ ପିଠିରେ ଏମାନେ ଯିବାଆସିବା କରୁଛନ୍ତି

Lord Jagannath, Balabhadra and Subhadra idols being carried on trolley in Puri
ପୁରୀରେ ବି ମହାପ୍ରଭୁଙ୍କୁ ଅପମାନ: ଟ୍ରଲିରେ ବାନ୍ଧି ବୋହି ନେଲେ, ଭିଡିଓ ଭାଇରାଲ୍‌

ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ।

Demolition drive at Joranda Gadi in Dhenkanal
କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଉଛି ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ର ଯୋରନ୍ଦା ଆଶ୍ରମରେ ଧରାଶାୟୀ ହୋଇଛି କୌପିନଧାରୀ ମହିମା ସନ୍ୟାସୀଙ୍କ ତପସ୍ୟାର ସ୍ଥଳୀ

Demolition drive at Joranda Gadi in Dhenkanal
କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ।

IAS officer
IAS ହେବା ପାଇଁ ଚା’ ବିକି ଟଙ୍କା ଯୋଗାଡ଼ କରୁଛନ୍ତି ଶୁଭଲକ୍ଷ୍ମୀ

ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍‌ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ

Anganwadi Workers
ଶୁଣୁ ନାହାନ୍ତି ସରକାର ! ପୁଣି ଗର୍ଜିଲେ ଅଙ୍ଗନଓ୍ୱାଡ଼ି କର୍ମୀ

ରାଜଧାନୀ ଛାତିରେ ଗର୍ଜନ କରୁଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ ।

Basic Amenities
ପାଣି ଆଣିବୁ କେମିତି, ବାଟରେ ବାଘ ଜଗିକି ବସିଛି!!

ଚୁଆରୁ ପାଣି ଆଣିଲେ ଘରେ ଚୁଲି ଜଳିବ। ହେଲେ ବିନା ସାଙ୍ଗରେ ବଣକୁ ଯିବା ଅସମ୍ଭବ...ବାଟରେ ବାଘ, ଭାଲୁ ସହ ବୁଲୁଛି ହାତୀ...ଟିକିଏ ଅସାବଧାନ ହେଲେ ଜୀବନ ଯିବା ଥୟ

Funeral
୧୧୫ ବର୍ଷର ବୃଦ୍ଧାଙ୍କ ନିଆରା ଶେଷ ଯାତ୍ରା; ଡିଜେ ବାଜିଲା, ଲୋକେ ନାଚିଲେ

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାଠାରେ ଆଜି ଏକ ଶବ ଶୋଭାଯାତ୍ରାକୁ ନେଇ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା ।

Special story
ମହିମା ଗାଦି ପରିସରରେ ଚାଲିଲା ଜେସିବି ! ଧୂନି ଏବଂ ବତୀ ମନ୍ଦିର ଭାଙ୍ଗିଲା ପ୍ରଶାସନ

ମନ୍ଦିରରେ ୫ ପ୍ଲାଟୁନ ଫୋର୍ସ ମୁତୟନ; ଉପଜିଲ୍ଲାପାଳ, ଏଏସପି ଉପସ୍ଥିତ

  • Tuesday, 22 November 2022
Young girl sells organic tea
ଚା’ ବିକ୍ରି କରି ଆଇଏଏସ୍‌ ହେବାର ସ୍ବପ୍ନରେ ଶୁଭଲକ୍ଷ୍ମୀ

ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍‌ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ

  • Tuesday, 22 November 2022
News Fuse
ମାଆକୁ ସାହାଯ୍ୟ ପାଇଁ ବେଲଣା ପିଢା ବିକୁଛି ଝିଅ

କୁନି ଝିଅ ବୁଝୁଛି ମାଆର କଷ୍ଟ। ଯେଉଁ ବୟସରେ ସେ ବୁଲିବା କଥା ସେହି ବୟସରେ ଯାତରା ଭିତରେ ବସି ବିକ୍ରି କରୁଛି ବେଲଣା ପିଢା। ପଚାରିଲେ କହୁଛି, ମାଆ ଏକା ଏକା କେତେ ବିକ୍ରି କରିବ? ସାବାସ୍‌ କୁନିଝିଅ

froud lover
ପ୍ରେମିକର ବାହାଘର ଅଟକାଇବା ପାଇଁ ଥାନାରେ ପହଞ୍ଚିଲେ ପ୍ରେମିକା...

ପ୍ରେମ ପରେ ବି ଅନ୍ୟତ୍ର ବିବାହ କରୁଥିଲେ ପ୍ରେମିକ। ଖବର ପାଇବା ପରେ ଥାନାରେ ପହଞ୍ଚିଲେ ପ୍ରେମିକା...ପୋଲିସ୍‌କୁ ଡାକିଲେ, ପ୍ରେମିକକୁ ବିବାହ କଲେ...

  • Tuesday, 22 November 2022
Orissa High Court Stays Auction Of Sarala Realcon Properties
ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି। 

Father quit his job for his daughter
ଆଶ୍ଚର୍ଯ୍ୟ !! ଝିଅ ପାଇଁ ଚାକିରି ଛାଡିଲେ ବାପା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଝିଅକୁ ସମୟ ଦେବା ପାଇଁ ଚାକିରି ଛାଡିଦେଲେ ବାପା...ସମସ୍ତେ କହିଲେ ନିଷ୍ପତ୍ତି ଭୁଲ୍‌, ହେଲେ ବାପା କହିଲେ...

  • Tuesday, 22 November 2022
Jajpur train mishap
୧୫ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଦ୍ରୁତଗାମୀ ମାଲ୍‌ବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍‌ ଘର ଉପରକୁ ମାଡ଼ି ଯାଇଥିଲା।

Paper Boy
ଜିଲ୍ଲାପାଳ ପରେ ଏବେ ବିଧାୟକ; ପେପର୍‌ ବଏ ଚୁମନ ରାଓର ସ୍ୱପ୍ନ ଏବେ ପୂରା ହେବ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା

 Anganwadi workers Strike
'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ରାଜଧାନୀ ଛାତି ଉପରୁ ଗର୍ଜନ। ସରକାରଙ୍କୁ ସିଧାସଳଖ ଚେତାବନୀ। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ୍, ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ୮ଦଫା ଦାବିରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ପାଖାପାଖି ୫୦ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ, ସରକାରଙ୍କ ମିଥ୍ୟା ପ୍ରତିଶୃତିର କଡା ଜବାବ ଦେଇ ବନ୍ଦ ରଖିଛନ୍ତି। ସାରା ରାଜ୍ୟର ୬୦ ହଜାରରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ର ହକ୍ ପାଇଁ ବିଧାନସଭା ଆଗରେ ଦେଇଛନ୍ତି ଧାରଣା।

 Anganwadi workers Strike
'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ।

Dubai in unknown circumstances
ଦୁବାଇରୁ ଶବ ହୋଇ ଫେରିଲା ପୁଅ..ଗାଁ ସାରା କାନ୍ଦବୋବାଳି...

ପରିବାର ପୋଷିବା ପାଇଁ ଦୁବାଇ ଯାଇଥିଲା ଭେଣ୍ଡିଆ ପୁଅ। ବିଦେଶରେ ଚାଲିଗଲା ପ୍ରାଣ...ଘରକୁ ଶବ ଫେରିବା ପରେ ଦାଣ୍ଡ ଦୁଆରେ ପଡିଛି କାନ୍ଦବୋବାଳି...ଯୁବା ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ବାପା, ଛାତି ବାଡେଇ କାନ୍ଦୁଛି ମାଆ

  • Monday, 21 November 2022
paper boy
ଚର୍ଚ୍ଚାରେ ପେପର ବୟ ଚୁମନ ରାଓ...ସହାୟତା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ...ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା

  • Monday, 21 November 2022
 Train Accident
ମୃତ୍ୟୁ ସାଜି ଆସିଲା ମାଲଗାଡ଼ି ! ନେଇଗଲା ମା’ଝିଅଙ୍କ ଜୀବନ, ବର୍ତ୍ତିଗଲା ଅଢ଼େଇ ମାସର କୁନି ଝିଅ

ସକାଳୁ ସକାଳୁ କଟକ ବଡ଼ ମେଡିକାଲ ଯିବାକୁ ଘରୁ ଗୋଡ଼ କା‍ଢ଼ିଥିବା ମା’ ଝିଅ ଜାଣି ନ ଥିଲେ ଏପରି ଜୀବନ ଚାଲିଯିବ ।

Viral Video
ରାସନ କାର୍ଡରେ ବଦଳିଗଲା ସାଙ୍ଗିଆ...ଭୋ ଭୋ ଭୁକି କରୁଛନ୍ତି ପ୍ରତିବାଦ

ରାସନ କାର୍ଡରେ ବଦଳିଗଲା ସାଙ୍ଗିଆ...ଭୋ ଭୋ ହୋଇ ଭୁକିଲେ, ବିଡିଓଙ୍କ ଗାଡି ସାମ୍ନାରେ ଏମିତି ଗୁହାରି କଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ