Advertisment

ବାଃ ବାଃରେ ମେଡିକାଲ, ICU ଭିତରେ ପଶିଗଲା ଅମାନିଆ ଷଣ୍ଢ

ମେଡିକାଲ ହେଉଛି ସବୁଠୁ ସୁରକ୍ଷିତ ଓ ସଫାସୁତରା ଜାଗା। ICU ଆହୁରି ନିଷିଦ୍ଧ ଜାଗା। ଏଠି ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଏନି। କିନ୍ତୁ ଏଇ ମେଡିକାଲର ICU ଭିତରକୁ ଏକ ବୁଲା ଷଣ୍ଢ ପଶି ଆସିଲା।

author-image
Pallipuspa Samal

Viral Video
Advertisment
Advertisment