ଭଗବତ୍ ଗୀତାର ୧୭ଟି ଶ୍ଲୋକକୁ ୧ ମିନିଟରେ ବୋଲି ଇଣ୍ଡିଆ ବୁକ୍ ଅଫ ରେକର୍ଡ କରିଛନ୍ତି ଯାଜପୁର ଝିଅ....
ମଝି ରାସ୍ତାରେ କେମିତି ଏତେ ବଡ ଦୁର୍ଘଟଣାର ସାମ୍ନା କଲେ ଋଷଭ? ବର୍ତ୍ତମାନ କେମିତି ଅଛନ୍ତି ପନ୍ତ?
ରାସ୍ତା କଡ଼ରେ ଭଲ ଜମୁଛି, ଆମେ କାହିଁକି ଭିତରକୁ ଯିବୁ ?
ସଫଳ ହେଲା ପ୍ରେମ। ମଝି ରାସ୍ତାରେ ପଡିଲା ହାତଗଣ୍ଠି...ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କଲେ ପ୍ରେମିକ। ଶହଶହ ଲୋକଙ୍କ ଉପସ୍ଥିତିରେ ସଂପନ୍ନ ହେଲା ବାହାଘର
ନୂଆ ବର୍ଷ ଆସିଲେ ମନେପଡେ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ l ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ କରିଥାଏ ଆନମନା l ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥାପିତ କରିଛନ୍ତି ମା ଅମ୍ବିକା। ପ୍ରକୃତିର ସବୁଜିମା ଭିତରେ ବହିଯାଉଥିବା ଝରଣାକୁ ଉପଭୋଗ କରି ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି ପର୍ଯ୍ୟଟକ l
ନବରଙ୍ଗପୁର ତେନ୍ତୁଳୀଖୁଣ୍ଟିରେ ୨୦୪ଟି ଅଙ୍ଗନବାଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୪ଟି କେନ୍ଦ୍ର ନିଜସ୍ୱ ଗୃହ ନାହିଁ। ତେବେ ୩୪ଟି ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ପ୍ରଶାସନ ସ୍ୱୀକୃତି ଦେଇଥିବାବେଳେ ଆଉ ବାକି ଥିବା ୧୦ଟି କେବେ ମିଳିବ ସ୍ୱୀକୃତି ତାହା ଉପରେ ଗ୍ରାମବାସୀଙ୍କ ନଜର....
ଲୁଙ୍ଗି ପିନ୍ଧି ନିମନ୍ତ୍ରଣ ପତ୍ର ଗ୍ରହଣ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ। କହିଲେ,ଜଗନ୍ନାଥଙ୍କ ଦେଶରୁ ଆସିଥିଲେ ଦରକାର ନାହିଁ ଅନୁମତି ପତ୍ର। ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ ନେଇଯାଇଥିଲେ ଅତୁନ...ଏମିତି ଖୋଲା ଦେହରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଭାଇରାଲ ହେଉଛି ଫଟୋ
ପାଞ୍ଚ ଦିନ ଶୀତକାକରରେ ପ୍ରେମିକ ଘର ସାମ୍ନାରେ ବସିବା ପରେ ନ୍ୟାୟ ପାଇଲା ପ୍ରେମିକା ।
ମଝି ଆକାଶରେ ଉଡୁଥିଲା ବିମାନ। ସିଟ୍ ଲାଗି ପ୍ରଥମେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଲାଗିଲା ଝଗଡା...ପରେ ଉଭୟଙ୍କ ମଧ୍ୟରେ ହେଲା ମାଡଗୋଳ। ଦେଖନ୍ତୁ ଏହି ଭିଡିଓ
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ଏ ବର୍ଷର ସୁପର ହିଟ୍ ଆଇଟମ୍ । ବ୍ୟକ୍ତିଗତ ସଚିବଙ୍କ ସହ ରାଇଜ ମୁଖିଆଙ୍କ ଜ୍ୟୋସ୍ନା ବିହାର...
ଭୁବନେଶ୍ୱରର ରେଳ ଷ୍ଟେସନର ହେବ ନବୀକରଣ । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।
ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।
ଦୁବାଇରେ ରହୁଥିବା ଓଡ଼ିଆ ବାପ ଝିଅ ସ୍କୁବା ଡାଇଭିଂ ଯୋଡି ପ୍ରିୟଦର୍ଶୀ ଏବଂ ତିସ୍ୟା ପାଣିଗ୍ରାହୀ ରଚିଲେ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ । ପ୍ରିୟଦର୍ଶୀ ଏବଂ ତାଙ୍କର ୧୨ ବର୍ଷୀୟ ଝିଅ ତିସ୍ୟା ଗତ ସପ୍ତାହରେ ମାଲଦ୍ୱୀପ ଯାଇ ଚିର ସ୍ମରଣୀୟ ଡାଇଭ କରିଛନ୍ତି...
ସିଟୁ କହିଛି, ବିଶ୍ୱକପ୍ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର।
ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।
ପାଣି ନାହିଁ ବୋଲି ଚାଷ ବନ୍ଦ କଲେନି। ଦେଶୀ ବୁଦ୍ଧି ଆପଣାଇଲେ...ଅଢେଇ କିମି ପର୍ଯ୍ୟନ୍ତ ପାହାଡର ପଥର ଚିରି କ୍ଷେତକୁ ଆଣିଲେ ପାଣି। ପଥୁରଆ ଜମିରେ ଏବେ ହସୁଛି ସୁନାର ଫସଲ
ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।
ହାତରେ ଆଉ ଦିନ କେଇଟା, ସରିଯିବ ବର୍ଷ 2022 । 2023କୁ ସ୍ୱାଗତ ପାଇଁ ଏବେ ସବୁଠି ପ୍ରସ୍ତୁତି ଚାଲିଛି, ଏହାରି ମଧ୍ୟରେ 2022କୁ ଅଧିକ ସ୍ମୃତିମୟ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍....
ବାପାଙ୍କ ସ୍ୱପ୍ନକୁ ସାକାର କଲା ଦିବ୍ୟାଙ୍ଗ ପୁଅ । ସନ୍ତାନର ସଫଳତା ଦେଖିବାକୁ କିନ୍ତୁ ବାପା ନାହାନ୍ତି, ସୁଟର୍ ପୁଅକୁ ନେଇ ଏବେ ଗର୍ବିତ ମାଆ.....
୨୨ର ବଛା ବଛା ଭିଡିଓ ରହିଛି ଏହି ଅଧ୍ୟାୟରେ । ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍...
ମଂଚରେ ଥିଲେ ମୁଖ୍ୟମନ୍ତ୍ରୀ, ମନକଥା କହୁଥିଲେ ସୌମ୍ୟରଂଜନ ପଟ୍ଟନାୟକ। କହିଲେ ବବି ବାବୁ ମତେ ୫ ମିନିଟ୍ ଦେଇଛନ୍ତି...ସେତିକିରେ ସବୁ କହିଦେବି। ଆଉ ମାଇକ୍ ଧରୁ ଧରୁ...
କଲର୍ କମ୍ବିନେସନ ଯେମିତି.. ଡିଜାଇନ ବି ସେମିତି.. ଦେଖିଲା ମାତ୍ରେ ନିଜ ପାଇଁ କିଛି କିଣି ନେବାକୁ ଇଚ୍ଛା ହେଉଛି..
ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..
ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରିବାକୁ ମହାସଂଘ ଦାବି କରିଛି।