ପାଣି ନାହିଁ ବୋଲି ଚାଷ ବନ୍ଦ କଲେନି। ଦେଶୀ ବୁଦ୍ଧି ଆପଣାଇଲେ...ଅଢେଇ କିମି ପର୍ଯ୍ୟନ୍ତ ପାହାଡର ପଥର ଚିରି କ୍ଷେତକୁ ଆଣିଲେ ପାଣି। ପଥୁରଆ ଜମିରେ ଏବେ ହସୁଛି ସୁନାର ଫସଲ
Published: Pallipuspa Samal
Last updated: 28 December 2022, 12:31 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।