ଆକାଶରେ ଉଡୁଥିଲା ବିମାନ । ହଠାତ୍ ସେନ୍ସଲେସ୍ ହେଲେ ଯାତ୍ରୀ...ବାସ୍ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ ସାଂସଦ । ମାତ୍ର କିଛି ସମୟ ପରେ ଉଠିକି ବସିଲେ ଯାତ୍ରୀ । ଏମିତି କାମକୁ ସମସ୍ତେ କରୁଛନ୍ତି ପ୍ରଶଂସା
Published: Pallipuspa Samal
Last updated: 24 February 2023, 12:46 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।