Advertisment

ଅଫିସର ହେବ ଏମିତି ...ପାହାଡ ପର୍ବତ ରାସ୍ତାରେ ଚାଲି ଚାଲି ଗାଁରେ ପହଞ୍ଚିଲେ, ଲୋକଙ୍କ ସମସ୍ୟା ବୁଝିଲେ

ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି ଜନତାଙ୍କ ପାଖରେ। ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିବା ସହ ଗୁରୁବାର ଦିନ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରରେ ଥିବା ପ୍ରାୟ ତିନୋଟି ପାହାଡ଼ ରାସ୍ତାରେ ୪/୫ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି।

author-image
Sarbeswar
ଅଫିସର ହେବ ତ ଏମିତି, ଘଂଚ ଜଙ୍ଗଲେ ଚାଲିଚାଲି ଲୋକଙ୍କ ସମସ୍ୟା ବୁଝିଲେ

ଅଫିସର ହେବ ତ ଏମିତି, ଘଂଚ ଜଙ୍ଗଲେ ଚାଲିଚାଲି ଲୋକଙ୍କ ସମସ୍ୟା ବୁଝିଲେ

Advertisment
Advertisment