/odishatv-khabar/media/post_attachments/uploadimage/library/16_9/16_9_0/s_1677326809.jpg)
GI Tag Demands For Nayagarh Famous Chhena Poda
ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି। ଏନେଇ ସରକାର ଶୀଘ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନୟାଗଡ଼ ବୁଦ୍ଧିଜୀବୀ। ଆଜିଯାଏ ଏହି ସୁସ୍ୱାଦୁ ଛେନାପୋଡ଼କୁ ମାନ୍ୟତା ମିଳିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ।
Advertisment
ସେପଟେ ଛେନାପୋଡକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବିକୁ ଖୋରାକ ଯୋଗାଇଛି ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନାଙ୍କ ଟ୍ୱିଟ୍। କିଛିଦିନ ପୂର୍ବେ ଓଡ଼ିଶା ଆସିଥିବାବେଳେ ଛେନାପୋଡ଼ ଖାଇବା ସହ ଟ୍ୱିଟ୍ କରି ଏନେଇ ପ୍ରଶଂସା କରିଥିଲେ ଆୟୁଷ୍ମାନ। ଏହାପରେ ପୁଣି ଥରେ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି ଜୋର୍ ଧରିଛି।
The dark side of chena poda successfully dilutes the dark side of mine. pic.twitter.com/5gk6rIwktA
— Ayushmann Khurrana (@ayushmannk) February 15, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)