ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।
Published: Sarbeswar
Last updated: 21 April 2023, 10:35 PM IST
ନା ବଦଳିରେ ସ୍ବଚ୍ଛତା ଅଛି ନା ପୋଷ୍ଟିଂରେ । ଖୋଦ୍ ଡିଜିଙ୍କ ସର୍କୁଲାରରୁ ଖୋଲିଲା ରାଜ୍ୟ ଅଗ୍ନିଶମ ବିଭାଗରେ ଗାଦିମଡ଼ା ଅଫିସର ରାଜର ପୋଲ୍, ମୁହେଁ ମୁହେଁ ଜାରି ହେଉଛି ନିର୍ଦ୍ଦେଶନାମା