• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Protesting college girls
ପ୍ରଶାସନକୁ ପାଠ ପଢାଇଲେ କଲେଜ୍‌ ଛାତ୍ରୀ

ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍‌ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ

  • Thursday, 11 May 2023
Soro Marriage
ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଠାରରେ ଠାରରେ ମିଶିଗଲା ହୃଦୟ: ଆଉ ଏବେ ସତ ହୋଇଗଲା ସ୍ୱପ୍ନ

ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।

MKCG hospital
ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ବଡ ମେଡିକାଲରେ ବଡ଼ ଅବ୍ୟବସ୍ଥା । ରକ୍ତ ନେବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି ୩ ଦିନ...ଛୁଆକୁ ଛାଡି ମାଆ କାନ୍ଦୁଛି ତ ମାଆକୁ ଛାଡି ପୁଅ କାନ୍ଦୁଛି...

Water Issue
ନିର୍ବାଚିତ ପ୍ରତିନିଧି ସମସ୍ୟାର ସମାଧାନ ପାଇଁ ହାତ ଟେକିଦେଉଛନ୍ତି, ସେଇଠି ଲୋକଙ୍କ ଦୁଃଖ ବୁଝିବ କିଏ?

ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି

Bamboo workers
ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର

MKCG hospital
ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ

News Fuse
ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର

ହଇରେ ନାରଣ!ଏମିତି କେମିତି ହେଲା? ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର ...

interesting news
ଦୁନିଆର ୪ ଅଜବ ଜୀବ ! ଯେଉଁମାନେ କେବେବି ଶୁଅନ୍ତି ନାହିଁ; ଜାଣନ୍ତୁ...

ଆମ ପୃଥିବୀରେ ଏମିତି ଜୀବ ରହିଛନ୍ତି ଯେଉଁମାନେ କେବେ ଶୁଅନ୍ତି ନାହିଁ । ଅର୍ଥାତ୍‌ ସେମାନଙ୍କୁ କେବେ ନିଦ ହୁଏ ନାହିଁ ।

  • Thursday, 11 May 2023
‘Dandawat Yatra’ to Puri
ରାଜସ୍ଥାନରୁ ପୁରୀ...୧୫ ଶହ କିମି ଦଣ୍ଡ ପ୍ରଣାମ

ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି

Sarpanch drives auto-rickshaw
ଅସହାୟ ସରପଂଚ : ଜିତିଲା ପରେ ବି ଅଟୋ ଚଳାଉଛନ୍ତି

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?

Blood Bank
ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ: ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା  ବି ମହଜୁଦ ରହୁନାହିଁ।

tribal girl student
ହସ୍ପିଟାଲରେ ପଚୁଛି ଛାତ୍ରୀଙ୍କ ଶବ, ସାନ ଭଉଣୀ ହେଉଛି ହନ୍ତସନ୍ତ

ଟିବିରେ ଆକ୍ରାନ୍ତ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଛାତ୍ରୀଙ୍କର ଗତକାଲି ଆନନ୍ଦପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ପରେ ଘଟଣାକୁ ନେଇ ଅପମୃତ୍ୟୁ ମାମଲା କହି ଶବକୁ ଜବତ କରିଥିଲା ରାମଚନ୍ଦ୍ରପୁର ପୋଲିସ ।

Healthcare services
ଏମିତି ମେଡିକାଲ୍ ଥାଇ କେତେ ନଥାଇ କେତେ

ମେଡିକାଲ ଅଛି ଡାକ୍ତର ନାହାନ୍ତି । ବର୍ଷ ବର୍ଷ ଧରି ଖାଲିପଡ଼ିଛି ପଦବୀ । ଭଗବାନଙ୍କ ଭରସାରେ ରୋଗୀସେବା ।

Locals demand reopening
ପୁରୀ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲ

ପୁରୀବାସିନ୍ଦାଙ୍କ ଦୁଃଖ...ଶ୍ରୀମନ୍ଦିରକୁ ପ୍ରବେଶ ଦ୍ୱାର । ପ୍ରଶାସନ ଗୋଟିଏ ଦ୍ୱାର ଦେଇ ସବୁ ଭକ୍ତଙ୍କୁ ପ୍ରବେଶ କରାଇବା ପରେ ସ୍ଥାନୀୟ ସାହି ବାସିନ୍ଦା ଓ ବୟୋବୃଦ୍ଧ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଏବେ ଦୁଃଖରେ ।

Kangaroo courts
ସଭ୍ୟ ସମାଜକୁ ଲଜ୍ଜା କଥା ହେଲେ ଜରିମାନା

ଏବେ ବି ବଞ୍ଚିଛି ସାମାଜିକ ବାସନ୍ଦ ପ୍ରଥା..କଙ୍ଗାରୁ କୋର୍ଟରେ ନିଷ୍ପତି ନେଉଛନ୍ତି ଗାଁ ମୁଖିଆ । ପରିବାରକୁ କରାଯାଉଛି ନିଆଁପାଣି ବାସନ୍ଦ, କଥାହେଲେ ଲାଗୁଛି ଜରିମାନା ।

boatman saving passengers
ନଈରେ ଡଙ୍ଗା ବୁଡ଼ିଲା ନାଉରିଆ ଅନ୍ୟଙ୍କୁ ବି ବଞ୍ଚାଇଲେ ହେଲେ ନିଜର ଜୀବନ ଦେଇ..

ହଁ ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନାଆ ବୋହିଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟପାଲଟ ହୋଇଗଲା ।

2 lakh seized from a bank employee athagarh
ଅଧା ବାଟରେ ଟଙ୍କା ବିଡ଼ା ପାଲଟିଗଲା କାଗଜ ବିଡ଼ା ! ବ୍ୟାଙ୍କରୁ ୫୦୦ ଟଙ୍କିଆ ବଣ୍ଡଲ ଧରି ବାହାରି ଥିଲେ, ପରେ...

ବ୍ୟାଙ୍କରୁ ୫୦୦ ଟଙ୍କିଆ ୪ ବଣ୍ଡଲ ଧରି ଏକ ଘରୋଇ ବ୍ୟାଙ୍କ୍‌ର ଜଣେ ଗୋଲ୍ଡ କାଉନ୍‌ସିଲର୍‌ ହିତାଧିକାରୀଙ୍କୁ ଦେବାକୁ ବାହାରି ଥିଲେ।ତେବେ ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

Need govt Help
ଖଟିଆ ଉପରୁ ସ୍ବାମୀ ଉଠିବ କେବେ?

କାଳ ହେଲା ନଳକୂଅ । ଏମିତି ପଡିଲେ ଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି

3 Maoists killed
ପୋଲିସ ଗୁଳିରେ ୩ ମାଓବାଦୀ ସଫା

କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛି ଲଲବାହିନୀ ।

Kids sell ice cream
ମାଆକୁ ବଂଚାଇବା ଲାଗି ଆଇସକ୍ରିମ ବିକିଲେ ଭାଇ-ଭଉଣୀ

ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ

Woman shoulder mother’s body
ଆସିଲେନି ପୁଅ, ଝିଅ କାନ୍ଧରେ ମଶାଣୀ ଗଲା ମା’

ଝିଅ କାନ୍ଧରେ ମଶାଣୀକୁ ଗଲା ମା’ । କାନ୍ଧ ଦେବାକୁ ଆସିଲେନି ପୁଅ । ୩ ଭାଇଙ୍କୁ ମା’ଙ୍କ ମୃତ୍ୟୁ ନେଇ ଖବର ଦେଇଥିଲେ ଝିଅ । ହେଲେ ପୁଅ ମାନେ ମା’ର କୋକେଇରେ କାନ୍ଧ ଦେବାକୁ ଆସିଲେ ନାହିଁ। ଫଳରେ ଝିଅ କାନ୍ଧରେ ଶ୍ମଶାନକୁ ଗଲେ ମା’ ।

Pushpa 2 The Rule
ଓଡ଼ିଶା ଜଙ୍ଗଲରେ ପୁଷ୍ପା, ଝୁକେଗା ନେହିଁ..

ଓଡ଼ିଶା ଜଙ୍ଗଲରୁ ପୁଣି ଚନ୍ଦନ କାଠ ତସ୍କରି ଆରମ୍ଭ କରିବ ପୁଷ୍ପା.. ପ୍ରସ୍ତୁତି ଆରମ୍ଭ ହେଇଗଲାଣି..

video goes viral
ବିଚ୍‌ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କଲେ ବୃଦ୍ଧ

ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ । ଯିବା ଲୋକ ବି ଅଟକିଗଲେ, ଭାଇରାଲ ହେଲା ଭିଡିଓ

Mother dead
ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ ଚଳୁଥିଲେ ବି ନିଜ ୮୦ ବର୍ଷର ବୁଢ଼ୀ ମାଆକୁ ମଲାଯାଏଁ ନିଜ ପାଖରେ ରଖିଥିବା ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ଗାଁର ନିରାଶ ନାଏକ ।

NCRB report
ରାଜ୍ୟରେ ଚିନ୍ତା ଏନସିଆରବି ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି ।