ଆଉ BSKY ନୁହେଁ ଏଣିକି ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା ପାଇବେ ଓଡ଼ିଶାବାସୀ। ଏହି ବହୁ ପ୍ରତୀକ୍ଷିତ ଯୋଜନା ପାଇଁ ଆଜି ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିତରେ ସ୍ୱାକ୍ଷର ହୋଇଛି MOU। ଖୁବ୍ ଶୀଘ୍ର ଉଭୟ ରାଜ୍ୟ ଏବଂ କେନ୍ଦ୍ର ଯୋଜନାକୁ ମିଶାଇ ଗୋଟିଏ କାର୍ଡ ତିଆରି କରି ହିତାଧିକାରୀଙ୍କୁ ବଣ୍ଟାଯିବ। ଫେବ୍ରୁଆରୀରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି।
ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି
ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି
ମେଡିକାଲ ଅଛି ଡାକ୍ତର ନାହାନ୍ତି । ବର୍ଷ ବର୍ଷ ଧରି ଖାଲିପଡ଼ିଛି ପଦବୀ । ଭଗବାନଙ୍କ ଭରସାରେ ରୋଗୀସେବା ।