• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

orphanage script success in Matric exam
ବାପା ମାଆ ଛେଉଣ୍ଡ ପିଲା ମାଟ୍ରିକ୍ ପରୀକ୍ଷାରେ କରିଛନ୍ତି ବାଜିମାତ୍

ଏମାନଙ୍କର ବାପା ମାଆ ନାହାନ୍ତି ତଥାପି ଏମାନେ ମାଟ୍ରିକ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି । ପ୍ରମାଣ କରିଦେଇଛନ୍ତି ଆମକୁ ବଞ୍ଚିବାକୁ ହେଲେ କେବଳ ପାଠ ହିଁ ଆମର ସାହା ।

Angul girl scores
ରେଜଲ୍ଟ ଆଗରୁ ଆଖିବୁଜିଦେଲା

ରେଜଲ୍ଟ ବାହାରିବା ଆଗରୁ ଆଖିବୁଜି ଦେଲେ ମେଧାବି ଛାତ୍ରୀ । ମାମୁଁ ଘରକୁ ଯିବା ହେଲା କାଳ । ରେଜଲ୍ଟ ବାହାରିଲା A1ରେ ନାଁ ଅଛି । ହେଲେ ଖୁସି ମନାଇବା ପାଇଁ ସ୍ୱାତୀ ନାହିଁ

News fuse
ସାର କଂକ୍ରିଟ୍ କାନ୍ଥରେ ପଦ୍ମପୁଟେଇବା ନେତା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?

Full 3D scan of the Titanic ship on the sea reveals the ruined ocean liner in incredible
ମଝି ସମୁଦ୍ରରେ କେମିତି ବୁଡ଼ିଲା ଟାଇଟାନିକ୍ ଜାହାଜ, ଖୋଲିବ ରହସ୍ୟ...

ଖୋଲିବ ‘ଟାଇଟାନିକ୍’ ବୁଡ଼ିର ଗୁମର। ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୪ ହଜାର ମିଟର ତଳେ ପଡ଼ି ରହିଥିବା ଜାହାଜର ସାତ ଲକ୍ଷ ଚିତ୍ର ଉତ୍ତୋଳନ କରାଯାଇ ଏହି ମ୍ୟାପ୍ ପ୍ରସ୍ତୁତ କରାଯାଇଛି।

  • Saturday, 20 May 2023
Jellyfish Scare
ପୁରୀ ବେଳାଭୂମିରେ ସମୁଦ୍ରସ୍ନାନ ଡର

ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ ।

Jellyfish Scare
ସାଲୁବାଲୁ ଜେଲିଫିସ୍‌; ଗାଧୋଇବାକୁ ଡରିଲେଣି ପର୍ଯ୍ୟଟକ

ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ ।

Acid Survivor Pramodini Roul Gives Birth To Her First  Baby
‘ଲଭ୍‌ ୟୁ ମାଇ ଲାଇଫ୍‌, ମାଇ ସନ୍‌’...ପୁଅର ଫଟୋ ଶେୟାର କରି ଏମିତି କହିଲେ ପ୍ରମୋଦିନୀ ରାଉଳ

ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରମୋଦିନୀ ନିଜେ ସୋସିଆଲ୍‌ ମିଡିଆରେ ପୁଅର ଫଟୋ ଶେୟାର କରିଛନ୍ତି।

PMAY scheme
ବାଃ ବାଃରେ ବ୍ୟବସ୍ଥା...କେନ୍ଦ୍ରାପଡ଼ା ବଦଳରେ ମହାରାଷ୍ଟ୍ର ପଳେଇଲା ଆବାସ ଟଙ୍କା, ହିତାଧିକାରୀ ହତାଶ

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।

Archana Nag
ଜେଲ୍‌ରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ

ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

story of superwoman
ଦୁଇ ପିଲାଙ୍କୁ ପୋଷିବା ପାଇଁ ହାତରେ କରଣୀ ଧରିଲା ମାଆ...ଆଉ ଏବେ ଜଣେ ଦକ୍ଷ ରାଜମିସ୍ତ୍ରୀ

ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି କରୁଛନ୍ତି। ରେଢାଖୋଲ ବ୍ଲକ ଚାରମାଳ ଗାଁର କସ୍ତୁରୀ ନାଏକଙ୍କୁ ନେଇ ଏବେ ଭାରି ଚର୍ଚ୍ଚା।

Nilagiri Water Problem
ପ୍ରତିଶ୍ରୁତି ଦେଲେ ବୋଲି ଧାରଣାରୁ ଉଠିଲୁ, ଏବେ ପାଣି ଆସୁନି

ପାଣି ଟୋପେ ପାଇଁ ବିକଳ ୪ଗାଁର ଲୋକେ.. ପ୍ରତିଶ୍ରୁତି ପରେ ବି ହେଲାନି ସମାଧାନ

Farmers allege poor irrigation system in Odisha’s Mohana
ଗ୍ରାମବାସୀଙ୍କ ପରାମର୍ଶ ଶୁଣିଲେନି, ଏବେ କାମ ଦେଉନି ପ୍ରକଳ୍ପ

ଗ୍ରାମବାସୀଙ୍କ ଗୋଟେ କଥା ଶୁଣିଲେନି.. ମନଇଚ୍ଛା ନିମ୍ନମାନର କାମ କରିଦେଲେ.. ଏବେ ବେକାର ପଡ଼ିଛି ପ୍ରକଳ୍ପ

Andhra mango
କୋରାପୁଟ ବଜାରରେ ଆନ୍ଧ୍ର ଆମ୍ବର ରାଜ୍

କୁହାଯାଏ, ଯିଏ ଥରେ କୋରାପୁଟ୍ ଆମ୍ବ ଖାଇଛି, ଜୀବନ ସାରା ଏହାର ସ୍ୱାଦକୁ ଭୁଲିପାରିବନି.. ତା’ହେଲେ କାହିଁକି ଆଜି କୋରାପୁଟ ଆମ୍ବର ଚାହିଦା ନାହିଁ ? କୋରାପୁଟ ବଜାରରେ ଆନ୍ଧ୍ର ଆମ୍ବ କାହିଁକି ରାଜ୍ କରୁଛି ?

  • Friday, 19 May 2023
Husband Returned Home After 10 Years
୧୦ ବର୍ଷର ଅପେକ୍ଷା...ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ। 

  • Friday, 19 May 2023
jaga mission odisha
ହୋର୍ଡିଂରେ ସୀମିତ କି ରାଜ୍ୟ ସରକାରଙ୍କ ଜାଗା ମିଶନ?

ସହରାଞ୍ଚଳ ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବାକୁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଥଇଥାନ ଯୋଜନା ଜାଗା ମିଶନର ସ୍ଥିତି କଣ ? ଯୋଜନା ଆରମ୍ଭ ହେବାର ୬ ବର୍ଷ ଭିତରେ କେତେଲୋକ ଉପକୃତ ହୋଇଛନ୍ତି ?

jaga mission odisha
ମାଳମାଳ ହୋର୍ଡିଂରେ ସୀମିତ କି ରାଜ୍ୟ ସରକାରଙ୍କ ଜାଗା ମିଶନ ?

କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ମହତ୍ୱାକାଂକ୍ଷୀ ଜାଗା ମିଶନ୍ ଯୋଜନା ।

IPS reshuffle in odisha
IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୫ ଏସ୍‌ପି

୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି। 

Post Office Schemes
ପୋଷ୍ଟ ଅଫିସ୍‌ର କେଉଁ ସ୍କିମ୍‌ ଦେଉଛି କେତେ ଲାଭ ? ନିବେଶ କରିବା ପୂର୍ବରୁ ଥରେ ଦେଖିନିଅନ୍ତୁ...

ପୋଷ୍ଟ ଅଫିସ ବା ଡାକଘରେ ଟଙ୍କା ରଖିଲେ ଭଲ ରିଟର୍ଣ୍ଣ ମିଳିଥାଏ । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ଲୋକ ପୋଷ୍ଟ ଅଫିସରେ ଟଙ୍କା ରଖିଥାନ୍ତି । ହେଲେ ପୋଷ୍ଟ ଅଫିସ୍‌ର ସମସ୍ତ ଯୋଜନା ବିଷୟରେ କେହି ଜାଣିନଥିବେ ।

MO BUS
ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଆଉ ୩ଟି ଜିଲ୍ଲାରେ ‘ମୋ ବସ୍’ ସେବା,CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି

Malkangiri Jail
ବିଜୁଳି ଚୋରି କରୁଛନ୍ତି ଜେଲ୍‌ କର୍ତ୍ତୃପକ୍ଷ !

ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ?

Kendu leaf
କେବେ ସମାଧାନ ହେବ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ?

କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରିହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। ଏନେଇ ଖଡ଼ିଆଳ ରୁ ଦେଖିବା ଏଇ ବିଶେଷ ରିପୋର୍ଟ……

Prerana
ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା

ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା

Kendu leaf pluckers
କେବେ ସମାଧାନ ହେବ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ?

କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରୀହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି

Container truck carrying Rs 535 crore in cash breaks down
୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ୍‌ ରାସ୍ତାରେ ଖରାପ; ଭିଡ଼ ଜମାଇଲେ ଲୋକେ, ତା’ପରେ...

ହଜାରେ ନୁହେଁ କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍‌ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଆଉ ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାପରେ ଲୋକଙ୍କ ଭିଡ଼ ଜମିଥିଲା।

  • Thursday, 18 May 2023
millet in Odisha’s
ଦିନେ ଫୁଟୁଥିଲା ଗୁଳି...ଆଜି ମାଣ୍ଡିଆ ଚାଷ କରି ମାଲେମାଲ୍‌ ଲୋକେ

ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ ଦୁଇ ବିଭାଗର ଉଦ୍ୟମ ଓ ଲୋକଙ୍କ ପରିଶ୍ରମରେ ଆଜି ଖରାଦିନରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିଛି