• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

The price of ginger increased
ଅଚାନକ ବଢ଼ିଲା ଅଦା ଦର,ଏବେ ଦର ଛୁଇଁଲାଣି ୨୦୦

ଅଚାନକ ବଢ଼ିଲା ଅଦା ଦର । ୧୫ ଦିନ ପୂର୍ବରୁ କେଜି ଥିଲା ୭୦ରୁ ୮୦ ଭିତରେ କିନ୍ତୁ ଏବେ ଦର ଛୁଇଁଲାଣି ୨୦୦ ।

Know The Facts About New Parliament Building
୪ ମହଲା, ୩ ପ୍ରବେଶ ପଥ: ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା, ଜାଣନ୍ତୁ ନୂଆ ସଂସଦ ଭବନର ବିଶେଷତ୍ୱ...

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ।

 retired employe
ଭୋଟ୍ ବେଳକୁ ଯୁବକ ଲୋଡ଼ା, ଚାକିରି ବେଳକୁ ବୟସ୍କ : ଅବସରପ୍ରାପ୍ତଙ୍କ ନିଯୁକ୍ତି ପାଇଁ ବିଜ୍ଞାପନକୁ ନେଇ ବିବାଦ

ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ । ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯୁବଗୋଷ୍ଠୀନାପସନ୍ଦ କରିଥିବା ବେଳେ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ । ଏପଟେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରୁଛୁ ।…

  • Saturday, 27 May 2023
Android users alert
ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି କି ? ଏହି ଭାଇରସ୍‌ ହ୍ୟାକ୍‌ କରିପାରେ ଆପଣଙ୍କ କଲ୍‌ ରେକର୍ଡ...

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।

  • Saturday, 27 May 2023
Ratna palanka of Lord Jagannath will be repaired
ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପାରେ ଛାଉଣୀ ହେବ ସିଂହଦ୍ୱାର

ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। 

 power tiller subsidy
ଯୋଜନାକୁ ଲଜ୍ଜା ନାହିଁ : ସବସିଡି ଟଙ୍କା ପାଇଁ ଚାଷୀ ଧାଉଁଛନ୍ତି, ହେଲେ ପାଉନାହାନ୍ତି

ସବସିଡି ଆଶାରେ ଚାଷୀଉପକରଣ ନେଇଥିବା ଚାଷୀ ଏବେ ସବସିଡି ପାଇବା ପାଇଁ ବ୍ୟାଙ୍କ ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇ ନୟାନ୍ତ ହେଲେଣି । ହେଲେ ଏଯାଏଁ କିଛି ବି ସୁଫଳ ମିଳିପାରିନି।

Special arrangements
ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ଉତ୍ପାତ କମାଇବ ତାର ଜାଲି

ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା

tackle rodent
ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ଉତ୍ପାତ କମାଇବ ତାର ଜାଲି

ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା।

Traffic Problem
ପାର୍କିଂ ଏରିଆ ନାହିଁ...ରାସ୍ତା ଉପରେ ଗାଡ଼ି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ।

Paddy procurement
ଚାଉଳ ଭାଙ୍ଗିଲେ ଧାନ ଫେରସ୍ତ ! ବୈଠକ ବସୁଛି, ସମାଧାନ ହେଉନି

ରବି ଧାନ ସଂଗ୍ରହକୁ ନେଇ କେଁ....ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ।

Helpiing Man
ନିଜ ଟଙ୍କାରେ ଅସହାୟଙ୍କୁ ମାଗଣା ଘର ଦେଉଛନ୍ତି ଭରତ

ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍‌ କରୁଛନ୍ତି ଗାଁ ଲୋକେ

Shopkeeper refuses to take Rs 2000 note from woman
ମହିଳାଙ୍କଠୁ ୨ ହଜାର ଟଙ୍କିଆ ନୋଟ୍‌ ନେଲେନି ଦୋକାନୀ, କାରଣ ଜାଣିଲେ ଆପଣ ବି ହସିବେ...

କିଛି ୟୁଜର୍ସ ସୋସିଆଲ୍‌ ମିଡିଆରେ ଏହା ମଧ୍ୟ କହିଛନ୍ତି ଯେ, କିଛି ପେଟ୍ରୋଲ ପମ୍ପ ଓ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ଏସବୁ ଭିତରେ ୨ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା।

  • Saturday, 27 May 2023
can’t force customers
ଦୋକାନରେ ନମ୍ବର ଦେବାକୁ ବାଧ୍ୟ ନୁହନ୍ତି ଗ୍ରାହକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ

Widow with 4 children
ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା

Truck terminal
ପାର୍କିଂ ନାହିଁ...ରାସ୍ତା ଉପରେ ଗାଡି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ

cries for help
ବାବୁ ମତେ ସାହାଯ୍ୟ କର. ମୋ ସ୍ୱାମୀ ବଞ୍ଚିବ

ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି

Obc Survey Extend In Odisha
ବଢ଼ିଲା OBC ସର୍ବେକ୍ଷଣ ଅବଧି

ରାଜ୍ୟରେ ଚାଲିଥିବା ଓବିସି ସର୍ବେକ୍ଷଣ ଅବଧିକୁ ବୃଦ୍ଧି କରାଯାଇଛି। ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଏହି ଅବଧିକୁ ବୃଦ୍ଧି କରାଯାଇଛି।

  • Saturday, 27 May 2023
Bus Stand
ବାଲେଶ୍ୱରିଆଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇଥିଲେ କି ନବୀନ ?

ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି ।

Snana Purnima
ସ୍ନାନ ପୂର୍ଣ୍ଣମୀ ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?

Land Registration
ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ, ଜାଣନ୍ତୁ କେମିତି କରିବେ ବୁକିଂ ?

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି।

online slot booking
ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ

ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ । ଯେଉଁ ସମୟ ପାଇଁ ସ୍ଲଟ୍ ନେଇଥିବେ ସେଇ ସମୟରେ ରେଜିଷ୍ଟାର ଅଫିସରେ ହୋଇପାରିବ ବିକ୍ରିଖର୍ଦ୍ଦି, ଇଣ୍ଟରନେଟ୍ କାମ କରୁନଥିବା ଅଞ୍ଚଳରେ କେମିତି କାମ କରିବ ବ୍ୟବସ୍ଥା ଉଠିଲା ପ୍ରଶ୍ନ

Metro Train Work In Odisha From June
ଜୁନ୍‌ରେ ଶିଳାନ୍ୟାସ, ଖୁବ୍‌ଶୀଘ୍ର ଆରମ୍ଭ ହେବ ମେଟ୍ରୋ କାମ...

ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି ।

  • Friday, 26 May 2023
Chanakya Niti
ଆପଣଙ୍କର ରହିଛି କି ଏହି ସବୁ ଖରାପ ଅଭ୍ୟାସ ? କେବେ ଦୂର ହେବନି ଟଙ୍କା ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ କିଛି ଲୋକଙ୍କ ନିକଟରେ କେବେ ବି ଧନ ରହିନଥାଏ । ବିଶେଷକରି ୪ ପ୍ରକାରର ଲୋକଙ୍କ ନିକଟରେ ଧନର ଅଭାବ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଚାଣକ୍ୟ ।

lifeguards
କେଵେ ହେବ ଲାଇଫଗାର୍ଡ ସ୍ଥାୟୀ ନିଯୁକ୍ତି ,ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ କିଏ ଦେବ ସୁରକ୍ଷା ?

ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା ।

Commissionerate police to file report against traffic rule violators
ଏଣିକି ଆଉ ଖସି ପାରିବେନି: ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ନଦେଲେ ମାମଲା ରୁଜୁ

ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ।