ବିଦ୍ୟାଳୟ କାନ୍ଥରେ ଲେଖାଯାଇ ଲେଖାଯାଇଛି ନିରାପଦ କିନ୍ତୁ କାନ୍ଥରୁ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି କଂକ୍ରିଟ । ବିଦ୍ୟାଳୟକୁ ପିଲାଙ୍କୁ ପଠାଇବାକୁ ଭୟ କଲେଣି ଅଭିଭାବକ । ଛାତରୁ ପ୍ଲାଷ୍ଟର ଖସି ଭିତରୁ ରଡ୍ ଦିଶିଲାଣି, ଛାତରୁ ଅଧିକାଂଶ ଭାଗ ଖସି ତଳେ ପଡ଼ିଛି ବାକି ଯାହା ଅଛି, ଖସିବା ଅପେକ୍ଷାରେ । ଯେଉଁଠି ଦେଖିବେ କାନ୍ଥ ସାରା ଖାଲି ଫାଟ
ଲୋକଙ୍କ ଅଭିଯୋଗ ନେଇ ଯାଇଥିଲୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ.. ସେଠି ଯାହା ଦେଖିଲୁ.. ଦୁଃଖ କହିବୁ କାହାକୁ !
ପର୍ଯ୍ୟଟନ ଋତୁରେ ଖାଁ ଖାଁ ପଡ଼ିଛି ବାଲେଶ୍ୱର ଜିଲ୍ଲାର ଅନେକ ସମୁଦ୍ର ବେଳାଭୂମି । ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଲୋକେ ମୁହଁ ଫେରାଉଛନ୍ତି ।
କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ ।
ରାଜ୍ୟର କୋଣ ଅନୁକୋଣରେ ବିଦ୍ୟୁତ ଭିତ୍ତିଭୂମିର ବିକଳ ଚିତ୍ର। କେଉଁଠି ମାଟି କାମୁଡ଼ିଛି ବିଦ୍ୟୁତ ଖୁଣ୍ଟ, ତ ଆଉ କେଉଁଠି ଅପେକ୍ଷା କରିଛି ମାତ୍ର ଦଲକାଏ ପବନକୁ।
ନାହିଁ ନାହିଁରେ ଚାଲିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ! ବିଭିନ୍ନ ସମସ୍ୟା କାରଣରୁ ଏଠାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ