ଗ୍ରାହକଙ୍କୁ ଲୁଟି ଚାଲିଛି ଟାଟା ପାୱାର। ଭିନ୍ନ ଭିନ୍ନ ଏରିଆରେ ଆପଣେଇଛି ଲୁଟ୍ର ଭିନ୍ନ ଭିନ୍ନ ତରିକା। କେଉଁଠି ନିଜ ବିଭାଗର ଭୁଲ୍ ସତ୍ତ୍ବେ ଜୋର ଜବରଦସ୍ତ ଫାଇନ୍ କାଟି ଉପଭୋକ୍ତାଙ୍କୁ ଶୋଷୁଛି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍ ଦେଇ ହାୟର ସ୍ଲାବରେ ଦେୟ ଆଦାୟ କରୁଛି। ଅପରପକ୍ଷରେ ଟାଟା ପାୱାରର ବିଲ୍ ଚଞ୍ଚକତା ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି।
ଗରିବ ଓ ବେସାହାରାମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଚଳନ କରିଛନ୍ତି । ଦୁଃଖର ବିଷୟ ପ୍ରଶାସନିକ ଅପାରଗତା ଓ ଲୋକଙ୍କ ଭିତରେ ସଚେତନତାର ଅଭାବ ଯୋଗୁ ଅନେକ ବାସହରା ଓ ନିରାଶ୍ରୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି…
ବିଜୁଳି କଟିଲା ଘାଇଁ ଘାଇଁ ବିଜେପି ମାତିଲା ସାଇଁ ସାଇଁ । ଢେଙ୍କାନାଳରେ ବିଜୁଳି କାଟକୁ ନେଇ ତାତିଲେ ଲୋକେ ବିଜୁଳି ଅଫିସରେ ପକେଇ ଦେଲେ ତାଲା...
ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ଭଳି ସ୍ଥାନେ ସ୍ଥାନେ ଗଢି ଉଠିଛି ବେଆଇନ ଦେଶୀ ଇଟା ଭାଟି । RIଙ୍କ ସଂପୃକ୍ତ ନେଇ ଆସିଛି ବଡ଼ ଅଭିଯୋଗ । ସେପଟେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବି ଅଭିଯୋଗ ଆଣିଛନ୍ତି ସଚେତନ ନାଗିରକ..
ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି ।
ୟୁଟ୍ୟୁବ୍ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍ ରହିଛି ୨ ଲକ୍ଷରୁ ଅଧିକ
ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ
ବିଶ୍ୱାସର କଥା : ପ୍ରତିଦିନ କମୁଛି ବଢୁଛି ଶିବଲିଙ୍ଗ । ପୁଣି ପାତାଳ ରାସ୍ତାରେ କାନ ପାରିଲେ ଶୁଭୁଛି ଭୟଙ୍କର ଗର୍ଜନ । ପଥର ଦ୍ୱାର ଖୋଲିଥିଲେ ବୋଲି ଜଣେ ବାବାଜୀଙ୍କର ଯାଇଥିଲା ପ୍ରାଣ । ଏବେ ମନ୍ଦିରର ବିକାଶ ଲାଗି ଜୋର ଧରିଲାଣି ଦାବି
ପରିଚୟ ଖୋଜୁଛି ରାଜ୍ୟର ପ୍ରଥମ କୃଷକ ବଜାର। କେତେ ଆଶା ନେଇ ତିଆରି ହୋଇଥିବା ଏହି ବଜାର ଏବେ ଭୂତ କୋଠି ପାଲଟି ଯାଇଛି।
ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ
ଘର ଖୋଜୁଥିଲେ....ସାଇବର ଲୁଟେରାଙ୍କ ହାବୁଡରେ ପଡିଗଲେ । ପୁଣି ଠକେଇ ହେଲା ଆର୍ମି ନାଁରେ । ଦେଖନ୍ତୁ କଣ ଥିଲା ପୂରା ଷ୍ଟୋରୀ ?
ଏଇଟା ବିରଳ ଦୃଶ୍ୟ । ଆଲୋ ଆଲୋ...ଇଏ କଣ ? ନେତା ଧରୁ ଧରୁ ରଥ ରହିଗଲା ଯେ ? ମଲା ଆଉ କଣ ସେ ପାୱାର ଅଛି ଯେ ଧରୁ ଧରୁ ସବୁ ଘିଡିଘିଡି ହୋଇ ଗଡିବ ।
ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।
ୟୁଟ୍ୟୁବ୍ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍ ରହିଛି ୨ ଲକ୍ଷରୁ ଅଧିକ ।
ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ।
ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ
ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । କଟକ ସିଟି ହସ୍ପିଟାଲକୁ ଯୋଗାଇ ଦିଆଯାଇଥିବା ଗାଡି ସାଧାରଣଙ୍କ ହିତରେ ଆଦୌ ଲାଗିପାରୁନାହିଁ।
ବିଦ୍ୟୁତ୍ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ୍ ଦେୟ।
ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।
ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି ।
ସୋଲାର, ପିକ୍ ଓ ନର୍ମାଲ ଆୱାର ଆଧାରରେ ଲାଗୁ ହେବ ଦେୟ ...କେନ୍ଦ୍ରର ନୂଆ ନିୟମକୁ ଗ୍ରାହକଙ୍କ ନାପସନ୍ଦ
ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୌରପଡ଼ାର ଅଙ୍ଗୁର ଚାଷୀ ବଳଭଦ୍ର ବଢ଼େଇ ଏହାକୁ ପ୍ରମାଣ କରିଛନ୍ତି...
ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି । ଆଦିବାସୀ ସଂସ୍କୃତି ସହ ଜଗନ୍ନାଥଙ୍କର ରହିଛି ନିବିଡ ସଂପର୍କ । ଜଗନ୍ନାଥ ହେଉଛନ୍ତି ମୂଳତଃ ଶବର ଦେବତା । ଆଜି ସେହି ଶ୍ରୀଜଗନ୍ନାଥ ଓ ଶବର ସଂସ୍କୃତିକୁ ନେଇ ଦେଖିବା ଏହି ରିପୋର୍ଟ...
ଜଳ ହିଁ ଜୀବନ କିନ୍ତୁ ଶୁଦ୍ଧ ପାନୀୟ ଜଳ ଟିକେ ଆମ ପାଇଁ ସାତ ସପନ ବୋଲି କୁହନ୍ତି ଲୋକେ । ଗାଁରେ ଥିବା ନଳକୂପରୁ ପାଣି ଆସୁନି । ଯାହା ବାହାରୁଛି ତାକୁ ପିଇ ହେଉନି । ଭରସା କେବଳ ଗାଁଠୁ ଦୂର ଏକ ପୁରୁଣାକାଳିଆ କୂଅ । ସେଇ କୂଅରୁ ବି ମଣ୍ଡ ପାଣି ବାହାରୁଛି । ତାକୁ ନେଇ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି...
ପ୍ରଚାର ସର୍ବସ୍ୱ ନବୀନ ସରକାର ଥରେ ଏହି ଅବହେଳିତ ଗାଁକୁ ଦେଖନ୍ତୁ । ଆଉ ପରଖନ୍ତୁ ନିଜ ବିକାଶର ସ୍ଥିତି ଏଠି କେମିତି । କିଏ ଜାଣେ କାଲି ଯଦି ଗୋଡ଼ି ଖସି କାହାର ଜୀବନ ଚାଲିଯାଏ । କିଏ ରହିବ ଉତ୍ତରଦାୟୀ? ନବୀନ ସରକାର ଆଖି ଖୋଲି ଏ ଚିତ୍ର ଦେଖନ୍ତୁ ଆଉ ଏ ରାସ୍ତା ସମସ୍ୟା କେବେ ଲାଘବ ହେବ ସେ ନେଇ ପ୍ରତିଶ୍ରୁତି ଦିଅନ୍ତୁ....