• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Andhra Pradesh fishing mafia kidnaps 5 Odia fishermen from Ganjam
ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି, ମଝି ସମୁଦ୍ରରୁ ଓଡ଼ିଆ ମତ୍ସଜୀବୀଙ୍କୁ ଅପହରଣ କରିନେଲେ

ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି। ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

  • Saturday, 19 August 2023
Mother Dies After Son Gets Martyred
କାହାକୁ ନମିଳୁ ଏମିତି ଦୁଃଖ: ପୁଅ ସହିଦ ହେବାର ୮ ଦିନ ପରେ ଆଖି ବୁଜିଲା ମା’...

ପୁଅ ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଝାଡ଼ଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ସନ୍ତାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାନ୍ତି।

  • Saturday, 19 August 2023
No industries in industrial hub
ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ରେଶମ ସହର ବ୍ରହ୍ମପୁର ଦିନେ ଥିଲା ଇଣ୍ଡଷ୍ଟ୍ରୀ ହବ୍। ୬୦ ବର୍ଷ ତଳେ ଗଢି ଉଠିଥିବା ଶିଳ୍ପାଂଚଳ ବେଶ୍ ନାଁ କରିଥିଲା। ୫୦ରୁ ଅଧିକ କମ୍ପାନୀ, କାରଖାନା ଏବଂ ଫ୍ୟାକ୍ଟ୍ରିରେ ଶହ ଶହ କର୍ମଚାରୀ ଚାକିରି କରି ପରିବାର ପୋଷୁଥିଲେ। ହେଲେ ଏବେ ସେ ଶିଳ୍ପାଞ୍ଚଳ ଶ୍ରୀହୀନ। ବଞ୍ଚିଥିବା ମାତ୍ର ୪ରୁ ୫ଟି ଛୋଟ ଫ୍ୟାକ୍ଟ୍ରି ସେମାନଙ୍କ ଅସ୍ଥିତ୍ବ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ଅଂଚଳବାସୀଙ୍କ କ୍ଷୋଭ, ତୁରନ୍ତ ସରକାର ଏ ଦିଗରେ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିଲେ, ଦାଦନ ବହୁଳ ଜିଲ୍ଲା ଶିଳ୍ପ ଶୂନ୍ୟ ଜିଲ୍ଲାରେ ବି ଗଣାହେବ।

  • Friday, 18 August 2023
  • IDCO
CNG crematorium
କାଠରେ ନୁହେଁ, CNG ରେ ଦାହ କରାଯିବ ମୃତଦେହ

ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ରାକୃତିକ ଗ୍ୟାସ ବ୍ୟବହୃତ ଶବଦାହ ଗୃହ । ଅର୍ଥାତ ସିଏନଜି ଗ୍ୟାସ ବ୍ୟବହାର କରି ମୃତଦେହ ଗୁଡିକୁ ଦାହ କରାଯିବ । ଖଣ୍ଡଗିରି ଧର୍ମବିହାର ଠାରେ ଆଜି ଏଇ ପ୍ରଦୂଷଣ ବିହୀନ ଶବଦାହ କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ଖୁବଶୀଘ୍ର ଆଇଗିଣିଆ ଏବଂ କଟକ ଖାନନଗରରେ ମଧ୍ୟ ଅନୁରୂପ ଶବଦାହ କେନ୍ଦ୍ର ହେବ ବୋଲି ସୂଚନା ଦିଆଯାଇଛି । ସେପଟେ ନିୟନ୍ତ୍ରଣ ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଯୋଗ ଦେଇନଥିବାରୁ ଏହାକୁ ନେଇ ତେଜିଛି ରାଜନୀତି ।

indias first woman bulubul who was hanged
ଏ ହେଉଛନ୍ତି ଭାରତର ପ୍ରଥମ ମହିଳା ଯାହାଙ୍କୁ ଇଂରେଜ୍‌ମାନେ ଫାଶି ଦେଇଥିଲେ

ସ୍ୱାଧୀନତା ସଂଗ୍ରାମରେ ଅନେକ ଲୋକ ଶହୀଦ ହୋଇଥିଲେ। ଭାରତ ମାତାକୁ ସ୍ୱାଧୀନ କରିବା ନେଇ ଅନେକ ମହିଳା ମଧ୍ୟ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଅନେକ ବୀର ମହିଳାଙ୍କ କାହାଣୀ ଉଦାହରଣ ସୃଷ୍ଟି କରିଛି। ଏହିପରି ଏକ କାହାଣୀ ହେଲା ବୁଲବୁଲଙ୍କର।

ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌
ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌

ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌

  • Thursday, 17 August 2023
  • Odisha
ଶକ୍ତି ବିଭାଗକୁ ଘାରିଛି ବିଜୁଳି ସଞ୍ଚୟ ଚିନ୍ତା
ବଦଳିବ ସବୁ ସରକାରୀ ଅଫିସ୍‌ର ଫ୍ୟାନ୍: ୫ ବର୍ଷ ପୁରୁଣା ଫ୍ୟାନ୍ ଓ AC ବଦଳାଇବାକୁ ପ୍ରସ୍ତାବ

ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି ବିଭାଗ ?

Dengue In Odisha
ରାଜ୍ୟରେ ଘାଇଁ ଘାଇଁ ବଢୁଛି ଡେଙ୍ଗୁ ମିଟର; ୨ ହଜାର ଡେଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଯୁଆଡ଼େ ଦେଖିବ, ସେଆଡ଼େ ଡେଙ୍ଗୁ । ଭୁବନେଶ୍ୱରରୁ ବଲାଙ୍ଗିର, ପୁରୀରୁ ବାଲେଶ୍ୱର ସବୁଠି ଆତଙ୍କ ମଚାଇଲାଣି ହୁ ହୁ ବଢୁଥିବା ଡେଙ୍ଗୁ ଜ୍ୱର । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ।

Army Jawan yet to return from Pakistan
୫୦ ବର୍ଷ ବିତିଗଲାଣି...ପାକିସ୍ତାନ ସହ ଯୁଦ୍ଧ କରୁ କରୁ ନିଖୋଜ ହୋଇଗଲେ ଯେ ଏଯାଏଁ ଫେରିଲେନି

ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା

Elderly man in Odisha’s Jajpur seeks house under Awas yojana
କେହି ପଚାରୁନାହାନ୍ତି...ଠାକୁରଙ୍କ ଭରସାରେ ଡାଙ୍ଗଧର

କାଦୁଅରେ ଶୋଉଛନ୍ତି ଡାଙ୍ଗଧର । ଖାଇବାକୁ ନାହିଁ କି ଘର ନାହିଁ...ସମସ୍ତେ ଭତ୍ତା ଲାଗି ଯୋଗ୍ୟ ପରେ ବି କାହାକୁ ମିଳୁନି । ସରକାର ନୁହେଁ ବରଂ ଠାକୁର ହିଁ ସାହାଭରସା ବୋଲି କହୁଛନ୍ତି ବୃଦ୍ଧ...

  • Thursday, 17 August 2023
Meritorious student in Odisha’s Padampur seeks govt help for treatment
୬ ଥର ଅପରେସନ୍‌ ହେଲେଣି, ଏଯାଏ ଭଲ ହେଉନି ଦେହ...

ଭଗବାନଙ୍କୁ ଡାକି ପୁଅ ପାଇଥିଲେ ବୋଲି ନା ଦେଇଥିଲେ ଆଶିଷ। ସ୍କୁଲରେ ବେହୋସ ହେବା ପରେ ମେଡିକାଲ ନେଇଥିଲେ ବାପା-ମାଆ । ବୁର୍ଲାଠୁ କଟକ...୬ ଥର ଅପରେସନ୍‌ ହେଲାଣି କିନ୍ତୁ ବିଛଣାରୁ ଉଠୁନି ବଢିଲା ପୁଅ

  • Thursday, 17 August 2023
school building
ସ୍କୁଲ କରିବନି ଯଦି ଆମକୁ ଦେଇ ଦିଅ, କୁକୁଡ଼ା ଫାର୍ମ କରିଦେବୁ

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ତିଆରି କରିଦେଲେ ହେଲେ କାମରେ ଆସିଲାନି । ତାତିଲେଣି ଲୋକେ...ସିଧା ସିଧା କହୁଛନ୍ତି ସ୍କୁଲ କରିବନି ଯଦି ଆମକୁ ଦିଅ...ଆମେ ଛେଳି କି କୁକୁଡ଼ା ଫାର୍ମ କରିଦେବୁ।

Commuters face troubles due to poor condition of road in Odisha’s Binika
ଏମିତି ରାସ୍ତା ରାଜ୍ୟରେ ନାହିଁ : ସାଇକେଲ କାନ୍ଧେଇ ଘରକୁ ଯାଉଛନ୍ତି ଲୋକେ

ବିଚିତ୍ର ରାସ୍ତା ! ପଚପଚ୍‌ କାଦୁଅରେ ପୂରା ଭର୍ତ୍ତି...ଗାଁ ନା ଶୁଣିଲେ ଯିବାକୁ ଅରାଜି ହେଉଛନ୍ତି ଗାଡିବାଲା । ପୁଣି ସାଇକେଲ୍‌ରେ ଲୋକେ ନୁହେଁ ବରଂ ସାଇକେଲ କାନ୍ଧେଇ ଯିବାକୁ ପଡ଼ୁଛି ଘରକୁ

  • Thursday, 17 August 2023
Union Minister Nirmala Sitharaman
ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

poor condition of road
‘ଭୋଟ୍ ଦେଇଛୁ ଶଙ୍ଖରେ ଚାଲୁଛୁ ଜଙ୍ଘେ ପଙ୍କରେ’

ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...

Char Dham Yatra
ସାଇକେଲ ବୁଲାଇଲା ଚାରିଧାମ

ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି 83 ଦିନ ପରେ ଫେରିଲେ । ସାଇକେଲରେ 9340 କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ

darkness
କି ବିଚିତ୍ର ବ୍ୟବସ୍ଥା...ଗାଁକୁ ବିଜୁଳି ଯାଇନି କିନ୍ତୁ ବିଲ୍‌ ଆସୁଛି !

ସ୍ୱାଧୀନତାର ୭ ଦଶନ୍ଧି ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।

MP Pratap Sarangi awards sit-up punishment to illegal liquor sellers on road in Nilagiri
ମଦ୍ୟପଙ୍କୁ ବସଉଠ୍‌ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରିରେ ନିର୍ମାଣ ନୂତନ ରେଲ୍‌ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍‌ ସେଠାରେ ପହଞ୍ଚିଥିଲେ।

  • Wednesday, 16 August 2023
s
ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

Crocodile Attack
ମହିଳାଙ୍କୁ ଖାଇଦେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।

Char Dham Yatra
ସାଇକେଲ ବୁଲାଇଲା ଚାରିଧାମ

ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି ୮୩ ଦିନ ପରେ ଫେରିଲେ । ସାଇକେଲରେ ୯୩୪୦କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ

poor condition of road in Odisha’s Niali
‘ଭୋଟ୍ ଦେଇଛୁ ଶଙ୍ଖରେ ଚାଲୁଛୁ ଜଙ୍ଘେ ପଙ୍କରେ’

ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...

Even after 76 years, this village in Odisha reels under darkness
ସ୍ୱାଧୀନତାକୁ ୭୭ବର୍ଷ ପରେ ବି ଗାଁରେ ପଡ଼ିନି ବିଦ୍ୟୁତ୍‌ ଖୁଣ୍ଟ

ସ୍ୱାଧୀନତାର ୭ ଦଶନ୍ଧୀ ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।

Odisha’s Boudh
ଯୁଦ୍ଧରେ ଲଢିବା ପାଇଁ ବାସର ରାତିରୁ ଯାଇଛନ୍ତି ଯେ ଯାଇଛନ୍ତି...ବିତିଗଲାଣି ୬୧ ବର୍ଷ

୪ର୍ଥୀ ଦିନ ଫୋନ୍‌ ଆସିଲା...ସୀମାରେ ଚାଇନା ସହ ଯୁଦ୍ଧ ହେଲାଣି ତୁରନ୍ତ ଆସ । ବାହାଘରକୁ ମାତ୍ର ୪ ଦିନ ହୋଇଛି । ବାସର ରାତିରେ ସ୍ତ୍ରୀଙ୍କୁ କଥା ଦେଇଥିଲେ ବ୍ୟସ୍ତ ହେବୁନି, ମୁଁ ଜଲଦି ଫେରିଆସିବି । ଏହାରି ଭିତରେ ୬୧ ବର୍ଷ ବିତିଗଲା ପଛେ ଘରକୁ ସେ ଫେରିଲେ ନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଆଜି ବି ଚାହିଁ ବସିଛି ସ୍ତ୍ରୀ

Crocodile Attack
ମହିଳାଙ୍କୁ ଖାଇଦେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।