• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Puri Jagannath Temple to remain close for devotees for 5 hours today
ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

  • Monday, 04 September 2023
New Delhi bound IndiGo flight makes emergency landing at Bhubaneswar airport
ଉଡ଼ାଣର କିଛି ସମୟ ପରେ ମଝି ଆକାଶରୁ ଫେରି ଆସିଲା ବିମାନ

ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। 

Son Death Issue
ପୋଖରୀରେ ବୁଡି ମଲା ପୁଅ : ବଂଚାଇବା ଲାଗି ଠାକୁରାଣୀଙ୍କ ପାଖରେ ପୂଜା କରୁଛି ମାଆ

ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ

Teacher
ପେଶାରେ ଶିକ୍ଷକ : ନିଶା ଗଛ ଲଗାଇବା...ବୁଲି ବୁଲି ଲଗାଉଛନ୍ତି

ଇଏ ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ତାଙ୍କର ପେଶା...କିନ୍ତୁ ପରିବେଶ ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଗାଁକୁ ଗାଁ ବୁଲୁଛନ୍ତି । ନିଜେ ତାଳଗଛ ଲଗାଇବା ସହିତ ପିଲାଙ୍କୁ ଗଛ ଲଗାଇବାର ଦେଉଛନ୍ତି ବାର୍ତ୍ତା

Yojanara Na Hariloot | Rain exposes ill-constructed 5T school in Odisha’s Phiringia
ବର୍ଷା ଖୋଲିଦେଲା 5-T ସ୍କୁଲର ଅସଲ ଚିତ୍ର

ଅସରାଏ ବର୍ଷା ଖୋଲିଦେଲା 5-T ସ୍କୁଲର ଚିତ୍ର । ସ୍କୁଲ ଘରେ ଲହରୀ ମାରିଲା ବର୍ଷା ପାଣି...ମାତ୍ର ୩ ମାସରେ ସ୍କୁଲ ଅବସ୍ଥା ପୂରା ବେହାଲ

  • Sunday, 03 September 2023
Khola Katha with Gopalpur MLA Pradeep Panigrahi
୨୩ ମାର୍ଚ୍ଚ ୨୦୨୦ରେ ପ୍ରଦୀପଙ୍କୁ ପାଣ୍ଡିଆନ୍‌ କଣ କହିଥିଲେ ?

କୋର୍ଟ ଅର୍ଡର କାଟି ଏମାନେ କଣ ସମାଧି ରଖିଦେବେ ? ମୁଁ କହିଦେଲି ମୁଁ କହିଦେଲି...ମନ୍ତ୍ରୀ କଣ କହିପାରିଲେ ନାହିଁ ? ପୂର୍ବରୁ ତ ମନ୍ଦିରକୁ ଏତେ ଟଙ୍କା ଦେଉନଥିଲ ? ଏବେ କାହିଁକି ଦେଉଛ ? ଶୁଣନ୍ତୁ ଖୋଲା କଥାରେ କଣ କହୁଛନ୍ତି ଗେପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

Locals seek house under Awas yojana for 2 orphan girls in Bhadrak
ବାପା-ମାଆ ଯିବା ପରେ ୨ ଭଉଣୀଙ୍କୁ ସାହା ହେବ କିଏ ?

ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

  • Sunday, 03 September 2023
Elderly couple in Odisha’s Soro seeks financial assistance for livelihood
‘ ଆମର କେହି ନାହାନ୍ତି, ଜଗନ୍ନାଥ ହିଁ ଆମର ସବୁକିଛି ’

ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା

Mystery shrouds married woman’s death in Odisha’s Balasore
ଗେହ୍ଲୁ ମୁଁ ଯାଉଛି କହି ଚିଠି ଲେଖିବା ପରେ...

ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍‌ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?

  • Sunday, 03 September 2023
Lord Jagannath and Balabhadra accept Rakhi from little sister in Bhadrak
ରାକ୍ଷୀ ବନ୍ଧିବା ପରେ...କୁନି ଝିଅ ପାଖକୁ ଜଗାର ଆସିଲା ଚିଠି

ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ

Science Vs Belief | Woman in Balasore resort to miracle to save son
ପୋଖରୀରେ ବୁଡି ମଲା ପୁଅ: ବଂଚାଇବା ଲାଗି ଠାକୁରାଣୀଙ୍କ ପାଖରେ ପୂଜା କରୁଛି ମାଆ

ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ

Meet the Odisha teacher who has planted tens of thousands of palm trees
ପେଶାରେ ଶିକ୍ଷକ: ନିଶା ଗଛ ଲଗାଇବା... ବୁଲି ବୁଲି ଲଗାଉଛନ୍ତି ତାଳଗଛ

ଇଏ ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ତାଙ୍କର ପେଶା...କିନ୍ତୁ ପରିବେଶ ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଗାଁକୁ ଗାଁ ବୁଲୁଛନ୍ତି । ନିଜେ ତାଳଗଛ ଲଗାଇବା ସହିତ ପିଲାଙ୍କୁ ଗଛ ଲଗାଇବାର ଦେଉଛନ୍ତି ବାର୍ତ୍ତା

Fruit seller teaches her children near roadside stall, video goes viral
ସିଏ ପରା ମାଆ: ଦୋକାନରେ ଫଳ ବିକୁଛନ୍ତି, ପିଲାଙ୍କୁ ପାଠ ପଢାଉଛନ୍ତି

ମାଆ ପରି କିଏ ହେବ ? ପିଲାଙ୍କ ପାଇଁ ଫଳ ଦୋକାନ କରିଛି । ସେହି ଦୋକାନରେ ବସି ବେପାର କରିବା ସହିତ ପିଲାଙ୍କୁ ପଢାଉଛି ପାଠ

Surya Patra
ଅମର ରହିବେ ପୂର୍ବତନ ବାଚସ୍ପତି; ମୃତ୍ୟୁ ପରେ ବି ଦୁନିଆ ଦେଖିବ ସୂର୍ଯ୍ୟଙ୍କ ଆଖି

ସୂର୍ଯ୍ୟପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ ।

  • Sunday, 03 September 2023
Chandrayaan-3
ଇସ୍ରୋରେ ବୈଜ୍ଞାନିକ : ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ ପରେ ପ୍ରଶଂସା ସାଉଁଟୁଛନ୍ତି

ଓଡ଼ିଆ ମାଟିର ନାଁ ରଖିଲେ ପୀୟୂଷ । ଇସ୍ରୋରେ ବୈଜ୍ଞାନିକ ହେଲେ... ଚନ୍ଦ୍ରୟାନ-୩ ପାଇଁ କାମ କରୁଥିଲେ । ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବାପା-ମାଆଙ୍କଠୁ...ଗାଁ ଲୋକେ ସମସ୍ତେ ଖୁସ୍‌

School Problem
ବାଃ ବାଃରେ ପ୍ରଶାସନ: ୨୩ ପିଲାଙ୍କ ଲାଗି ୧୩ ଶୌଚାଳୟ

ଏଇଟା ସ୍କୁଲ ନାଁ ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରୀ ନଥିବାରୁ ପାଦେ ପାଦେ ରହିଛି ବିପଦ

College principle
କଲେଜରେ ପାଠ ପଢ଼ାଉଛନ୍ତି, ସମାଜସେବା ପାଇଁ ବାର୍ତ୍ତା ଦେଉଛନ୍ତି

କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ... ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ୍‌ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ ।

This neem tree has unique powers which fulfills people’s dreams in Balasore
ନିମ ଗଛରେ ଅଛି ଦୈବ ଶକ୍ତି: ଯିଏ ଗଛ ଦେଖୁଛି, ମନସ୍କାମନା ପୂରଣ ହେଉଛି

ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।

  • Saturday, 02 September 2023
Model spends more than one crore rupees on operations to lengthen her legs
ଗୋଡ଼କୁ ଲମ୍ବା କରିବାକୁ ଖର୍ଚ୍ଚ କଲେ ୧ କୋଟି ୩୪ ଲକ୍ଷରୁ ଅଧିକ; ଏବେ କରୁଛନ୍ତି ପଶ୍ଚାତାପ

ଲମ୍ବା ଗୋଡ ପାଇବା ପାଇଁ ଜଣେ ମଡେଲ ୧ କୋଟି ୩୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କଲେ। ବର୍ତ୍ତମାନ କିନ୍ତୁ ତାଙ୍କର ଏହି କାମ ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି। ମଡେଲ କହିଛନ୍ତି ଯେ ସେ ତାଙ୍କର ପୂର୍ବତନ ସ୍ୱାମୀଙ୍କ ନିର୍ଦ୍ଦେଶରେ ଏମିତି ସବୁ କରିଛନ୍ତି, କାରଣ ସେ ଲମ୍ବା ମହିଳାଙ୍କୁ ପସନ୍ଦ କରୁଥିଲେ।

drinking water problem
ଆସିଥିଲେ ପାଣ୍ଡିଆନ୍‌ ବାବୁ... ଦେଇଥିଲେ ପ୍ରତିଶ୍ରୁତି, ହେଲେ ୧୨ ଦିନ ପରେ ବି ଆସୁନି ପାଣି

ଦୁଇ ଦିନରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ୍ ଟି ସଚିବ । ଆଉ ଏହା ହେଉଛି ତାର ରିୟଲିଟି ଚେକ୍ । ୧୨ ଦିନ ପରେ ଏହା ହେଉଛି ପ୍ରକୃତ ସ୍ଥିତି ।

power cut in bhubaneswar today
ବର୍ଷା ହୋଇ ଛାଡ଼ିଗଲା, ହେଲେ ଆସିଲାନି କରେଣ୍ଟ

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି ।

Jagannath Temple
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ; ଆପତ୍ତି ଉଠାଇଲେଣି ଭକ୍ତ

ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି ।

Jagannath Temple
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ; ଆପତ୍ତି ଉଠାଇଲେଣି ଭକ୍ତ

ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି ।

Drought Situation
ଜମି ଫାଟି ଆଁ, ଚିନ୍ତାରେ ଚାଷୀ

ଜମି ଫାଟି ଆଁ କରିଛି । ଏକର ଏକର ଚାଷଜମିରେ ରୁଆ ତଳି ପୋଡିଯିବାକୁ ବସିଲାଣି । ଜମି କଡେ କଡେ କେନାଲ ଯାଇଥିଲେ ବି କେନାଲ ପୋତି ହୋଇଗଲାଣି । ଶେଷରେ ଭଗବାନଙ୍କ ଭରସାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆଗକୁ କଣ ହେବ ତାକୁ ନେଇ ଚିନ୍ତାରେ ଚାଷୀ।

Unidentified youth climbs onto boat mid-sea in Paradeep
ମଝି ସମୁଦ୍ରରେ ମାଛଧରା ବୋଟ୍‌କୁ ଚଢ଼ିଗଲେ ସନ୍ଦିଗ୍ଧ ଯୁବକ

ପାରାଦୀପର ଏକ ମାଛଧରା ବୋଟ୍‌ ସମୁଦ୍ର ମଧ୍ୟରେ ଆଙ୍କରେଜ କରିଥିବା ବେଳେ ଦଉଡି ସାହାଯ୍ୟରେ ବୋଟ୍‌କୁ ଚଢି ଯାଇଥିଲା ସନ୍ଦିଗ୍ଧ ଯୁବକ। ଗଭୀର ସମୁଦ୍ରରେ ଅପରିଚିତ ଯୁବକକୁ ଦେଖି ଛାନିଆ ବୋଟ୍‌ କର୍ମଚାରୀ।

  • Friday, 01 September 2023