Advertisment

୧୩ ମାସର ବାଛୁରୀ ଦେଉଛି କ୍ଷୀର

ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି । ହେଲେ ୧୩ ମାସର ବାଛୁରୀ ଦେଉଛି କ୍ଷୀର । ସକାଳେ ଓ ସନ୍ଧ୍ୟାରେ ଦେଢ ଲିଟର ଲେଖାଏ ୩ ଲିଟର କ୍ଷୀର ଦେଉଛି । ଅନ୍ୟପଟେ ବାଛୁରୀ କ୍ଷୀର ଦେଉଥିବାରୁ କାମଧେନୁ କହି ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ।

author-image
Rajalaxmi Sahoo