/odishatv-khabar/media/post_attachments/uploadimage/library/16_9/16_9_0/____1693799123.jpg)
New Delhi bound IndiGo flight makes emergency landing at Bhubaneswar airport
ମଝି ଆକାଶରୁ ଫେରି ଆସିଲା ବିମାନା ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋର 6E 2065 ବିମାନ ଉଡ଼ାଣ ଭରିଥିଲା।
Advertisment
ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ତେଣୁ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ ପାଇଲଟ୍।
#ଭୁବନେଶ୍ୱର_ଏୟାରପୋର୍ଟରେ_ବିମାନର_ଜରୁରୀ_ଅବତରଣ
ଉଡ଼ାଣର କିଛି ସମୟ ପରେ ମଝି ଆକାଶରୁ ଫେରି ଆସିଲା ବିମାନ...#BhubaneswarAirport#FlightEmergencyLanding#Odishapic.twitter.com/hJUWuyBdkk— ଓଟିଭି (@otvkhabar) September 4, 2023
Advertisment
ତେବେ ଏହାକୁ ପୁଣି ଉଡ଼ାଇବା ନେଇ DGCAକୁ ଅନୁମତି ମଗାଯାଇଛିା ଅନୁମତି ମିଳିଲେ ପୁଣି ଉଡ଼ାଣ ଭରିବା ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)