ବହୁ ବର୍ଷ ଧରି ଖଣିଜ ପଦାର୍ଥ ଜମା ହେବା ଫଳରେ ଏକ ନିଆରା ସ୍ଥାନ ନିର୍ମିତ ହୋଇପାରିବ ବୋଲି କେବେ କଳ୍ପନା କରିଛନ୍ତି କି ? ତେବେ ସେହିଭଳି ଏକ ଚମତ୍କାର ସ୍ଥାନ ହେଉଛି ଚୀନର ଝ୍ୟାଙ୍ଗେ ଡାଙ୍କସିୟା ଜିଓଲୋଜିକାଲ୍ ପାର୍କ । ଆଉ ଏହି ସ୍ଥାନକୁ ବିଶ୍ୱର ସୁନ୍ଦର ସ୍ଥାନ ଭିତରେ ଗଣାଯାଇଥାଏ । ତେବେ ବର୍ଷର ଭିନ୍ନ ଭିନ୍ନ ସମୟରେ ଏହି ସ୍ଥାନଟି ଭିନ୍ନ ଭିନ୍ନ ରଙ୍ଗର ଦୃଶ୍ୟମାନ ହୋଇଥାଏ ।
ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ। ଦେଖନ୍ତୁ ପୁରା ଖବର ।
ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରିନଥିଲା।
ମାସେ ପୁରିଲା ମମିତା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଅଛି । ହେଲେ ଗୋବିନ୍ଦଙ୍କ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଲିଙ୍କକୁ ନେଇ ଏବେ ବି ରାଜ୍ୟରେ ବିରୋଧଙ୍କ ଅସନ୍ତୋଷ ଜାରି ରହିଛି । ତେବେ କେବେ ମିଳିବ ମମିତାକୁ ନ୍ୟାୟ ?
ଓଡ଼ିଶାର ସୁନାମଧନ୍ୟ ତଥା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ। ୫୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ପୁଅ ଦେବଦଳନ ସୂଚନା ଦେଇଛନ୍ତି। ଗତ ୨ ଦିନ ଧରି କିଶୋର ଅସୁସ୍ଥ ଥିଲେ।
ଆକାଶ ମେଘମୁକ୍ତ ହେବା ପରେ ଆରମ୍ଭ ହୋଇଯାଇଛି ଶୀତ । କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଜଙ୍ଗଲ ପାହାଡ଼ ଘେରା ବଣାଇରେ ବି ବଢିଲାଣି ଶୀତ । ଦେଖନ୍ତୁ ଏହି ରିପୋର୍ଟ ।
ଦାଦନ ସମସ୍ୟା ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ମତୁଆଲା କରୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି। ନୂଆପଡା ଜିଲ୍ଲା ଖଡ଼ିଆଳରୁ ବିଶେଷ ରିପୋର୍ଟ ଦାଦନ ପାଇଁ ଖାଁ ଖାଁ ପଡା...
୨୦୨୨ ମାର୍ଚ୍ଚ ୨୨ରେ ପଞ୍ଚାୟତ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ଏବେବି ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଦୀର୍ଘ ଆଠ ବର୍ଷ ହେଲା ବିଶ୍ୱ ରେକର୍ଡ କରିବାର ନିଶା ଘାରିଛି। ରେକର୍ଡ ନିଶାରେ ମସଗୁଲ ହୋଇଛନ୍ତି ଯୁବ ବ୍ୟବସାୟୀ ହାର୍ଦ୍ଦିକ ଭ୍ରମର। ପ୍ରଜାପତିକୁ ନେଇ ତିଆରି ହୋଇଥିବା କାର୍ଡ, ଖେଳଣା, ଟଙ୍କା, ଷ୍ଟାମ୍ପ ପେପରଗୁଡିକୁ ସଂଗ୍ରହ କରିବାରେ ଲାଗି ପଡିଛନ୍ତି...
ପୁରୁଷ ପୁରୁଷ ଧରି ଏଠାରେ ରହି ଆସୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାରମ୍ୱାର ଅଭିଯୋଗ କଲା ପରେ ବି ନା ଶୁଣୁଛନ୍ତି ନିର୍ବାଚିତ ପ୍ରତିନିଧି, ନା ଜିଲ୍ଲା ପ୍ରଶାସନ।
ଦମଣ୍ଡା ଗାଁ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ।
ପେନସନ୍ ମିଳୁନି, ଟଙ୍କା ନଥିବାରୁ ବୃଦ୍ଧ ଅବସ୍ଥାରେ ଖାଇବା ପିଇବା ହୋଇ ପଡିଛି କଷ୍ଟକର। ପକ୍ଷାଘାତ ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ ବି ଔଷଧ କିଣିବାକୁ ମିଳୁନି ପଇସା। ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦେବଗଡ ଜିଲ୍ଲା ପୁରୁଣାପାଣି ଗାଁର ରସାନନ୍ଦ କାଲୋ ।
କୋରାପୁଟରେ ଆଦିମ ଆଦିବାସୀମାନଙ୍କ ପ୍ରାକୃତିକ ସଂରକ୍ଷଣ, ଚାଷ ପଦ୍ଧତି, ପାରମ୍ପାରିକ ଶୈଳୀ ଉପରେ ଗବେଷଣା କରି ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଆମ ରାଜ୍ୟର ଜଣେ ଯୁବକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଦୈନିକ ସମ୍ବାଦପତ୍ର ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ପାଇଁ ଘରେ ଘରେ ପରିଚିତ ଥିବା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ଦୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା।
ଦାଦନ ସମସ୍ୟା ବର୍ତ୍ତମାନର ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ଟାଣୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି ।
ରସାନନ୍ଦଙ୍କ ପାଇଁ ପକ୍ଷାଘାତ ରୋଗଯନ୍ତ୍ରଣାଠାରୁ ବଳି ଯାଇଛି ପେନସନ ନପାଇବାର କଷ୍ଟ । ୧୦ ବର୍ଷ ପରେ ବି ମିଳୁନି ପ୍ରାପ୍ୟ ।
ସାଧାରତଃ ଦୁଇ ତିନି ଦିନ ଗୋଟିଏ କଥା ମନେ ରହିବା କଷ୍ଟ ହୋଇପଡୁଛି। କିନ୍ତୁ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଯେ ତାଙ୍କୁ ଦେଖିଲା ପରେ ମନେହୁଏ ଯେ ସତେ ଯେପରି ତାଙ୍କ ମସ୍ତିଷ୍କରେ କମ୍ପ୍ୟୁଟରର ମେମୋରୀ ଲାଗିଛି। ବର୍ଷ ବର୍ଷ ଧରି ସେ ଅନେକ କଥା ମନେ ରଖିଛନ୍ତି।
ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ? ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନI ନୂଆ ଗାଡ଼ି କିଣାରେ ସବସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।
ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।
ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଙ୍ଗଲି ପ୍ରାଣୀ ଉଦ୍ଧାର କରାଯାଇଛି । ବାରିପଦାରୁ ଅହିରାଜ ସାପ ଉଦ୍ଧାର ହୋଇଥିବାବେଳେ ପୁରୀ ସାତପଡ଼ାରୁ ବାରହା ଉଦ୍ଧାର ହୋଇଛି ।
ଗାଁ ଭିତରେ ବୁଲୁଛି ଭାଲୁ । ନୂଆପଡ଼ା ସିନାପାଲ୍ଲି ବ୍ଲକ ଫୁରଶୁଣ୍ଡ ଗାଁରେ ବୁଲୁଛି ଭାଲୁ । ଜଙ୍ଗଲି ଭାଲୁକୁ ଗାଁ ଭିତରେ ଦେଖିବା ପରେ ଲୋକେ କିଛି ସମୟ ପାଇଁ ଆତଙ୍କୀତ ହୋଇପଡ଼ିଥିଲେ ।
ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା ା ପୁରୀ ସାତପଡ଼ା ଆଳୁପାଟଣା ଗାଁର ଜଣେ ବ୍ୟକ୍ତିଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିରୁ ବାହାରିଛି ବାରହା । ଗତକାଲି ରାତିରେ ବାରହାଟି ଦୁର୍ଘଟଣାବସତଃ ଏହି ଟାଙ୍କି ଭିତରେ ପଶି ଯାଇଥିଲା ।
ବାରିପଦା ବନଖଣ୍ଡ ଅଧୀନ ନୂଆଗାଁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ କୂଅ ଭିତରେ ଏହି ଅହିରାଜ ଉଦ୍ଧାର ହୋଇଛି..
ଭାରତ ସହିତ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏମିତି ଅଜବ ଜିନିଷ ଦେଖିବାକୁ ମିଳେ ଯାହା ବିଷୟରେ ଶୁଣିଲା ପରେ ବି ବିଶ୍ୱାସ କରି ହେବ ନାହିଁ। ଏମିତି ଏକ ଜାଗା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଯାଗାରେ ଦୀର୍ଘ ୭୦ ବର୍ଷ ହେବ କେହି ମରି ନାହାନ୍ତି। ଏହା ଅବିଶ୍ୱାସ ଲଗୁଥିଲେ ବି ସତ।