ପେନସନ୍ ମିଳୁନି, ଟଙ୍କା ନଥିବାରୁ ବୃଦ୍ଧ ଅବସ୍ଥାରେ ଖାଇବା ପିଇବା ହୋଇ ପଡିଛି କଷ୍ଟକର। ପକ୍ଷାଘାତ ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ ବି ଔଷଧ କିଣିବାକୁ ମିଳୁନି ପଇସା। ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦେବଗଡ ଜିଲ୍ଲା ପୁରୁଣାପାଣି ଗାଁର ରସାନନ୍ଦ କାଲୋ ।
Published: Prangyan Parimita
Last updated: 08 November 2021, 08:21 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।