ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ ଭାଇଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ଶୀଘ୍ର ଶେଷ ପାଇଁ ରେଳ ମନ୍ତ୍ରଣାଳୟ ଦେଉଛି ପ୍ରାଥମିକତା । ବାରୁଆଁ ପାହାଡ଼ରେ ୮୪୦ ମିଟର ଟନେଲର କାମ ଶେଷ । ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ।
ଶିଶୁଙ୍କ ଛାୟା ବିଧାନସଭା ଭୁବନେଶ୍ୱରର ପୁରୁଣା ବିଧାନସଭାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ରାସନକାର୍ଡ ହଜିଗଲା ବୋଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଏ କଥା ସ୍ତ୍ରୀଙ୍କୁ ଏତେ ବାଧିଲା ଯେ, ଶେଷରେ ସେ ନିଜର ଜୀବନ ହାରିଦେଲେ।
ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ଦିଆଯାଉନି ସଂରକ୍ଷଣ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ସଂରକ୍ଷଣ ଦେବାକୁ ଦାବି । ବିଜେପି ଓଡ଼ିଶା ଓବିସି ମୋର୍ଚ୍ଚାର ଦାବି ।
ଆସୁଥିବା ବର୍ଷାକୁ ନେଇ ଚାଷୀ ଅମଳକୁ ନେଇ ଚିନ୍ତାରେ ରହିଥିବା ବେଳେ ଏବେ ସଂରକ୍ଷଣ ପାଇଁ ସ୍ଥାନକୁ ନେଇ ଚିନ୍ତା ପ୍ରକଟ କରିଛି । ଏମିତି ସ୍ଥିତିରେ ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି । ଦେଖନ୍ତୁ ଏହାର ଏକ ରିପୋର୍ଟ ।
ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମାଲବାହୀ ଟ୍ରକ ଆସୁଛି ଆଉ ଚାଷୀଙ୍କ ଅସୁବିଧାର ସୁଯୋଗ ଉଠାଇ ଧାନ ନେଇଯାଉଛି । ଗୋଟିଏ ପଟେ ପ୍ରକୃତିର ଦାଉ ଅନ୍ୟପଟେ ପ୍ରଶାସନିକ ଅବହେଳାରେ ପେଶି ହେଉଛନ୍ତି ସାଧାରଣ ଚାଷୀ ।
ପୁଣି ଜେରାର ସମ୍ମୁଖୀନ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଘଣ୍ଟା ଧରି ବିଭିନ୍ନ ପ୍ରକାର ପ୍ରଶ୍ନ କରିଛି।
କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ । ଏ ସମ୍ପର୍କରେ ଲିମିକା ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତନିଧି ସୂର୍ଯ୍ୟ ନାରାୟଣ ପଣ୍ଡ ।
ଚାଷୀଙ୍କୁ ଘାରିଛି ବର୍ଷା ଭୟ । ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଏହାରି ମଧ୍ୟରେ ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ସୁଖୀଇବାରେ ଲାଗିପଡିଛନ୍ତି
ଦୀର୍ଘ ୯ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। EDରୁ ଫେରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି ।
କମୁନି ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା କାରଣରୁ ଆମ୍ୱୁଲାନ୍ସ ପାଖକୁ ରୋଗୀ ନୁହେଁ ରୋଗୀ ଆମ୍ୱୁଲାନ୍ସ ପାଖକୁ ଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାଗାବେଡା ଗାଁରେ ।
ଓଡ଼ିଆ ଲୋକ ଭାରି ଖାଇବା ପ୍ରିୟ। ଖାଇବା ଓ ଖୋଇବାରେ ବେଶ ମଜା ପାଆନ୍ତି। ଯେମିତିକି ବାଲେଶ୍ୱର ଭୋଗରାଇ ଅଂଚଳର ଆଳୁକଷା। ଥରେ ଖାଇଲେ ବାରମ୍ୱାର ମନ କହିବ ଖାଇବାକୁ...
ବୁଢା ବୟସରେ ଟଙ୍କା ପାଇଁ ହଇରାଣ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ଜିଲ୍ଲାପାଳଙ୍କ ନାଁରେ ୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବାପା। ଆଉ ତା’ପରେ...
ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ। ଏହା ସହ ପରମାଣୁ ବୋମା ବିସ୍ଫୋରଣରେ ବଦଳି ଯାଇପାରେ ବିଶ୍ୱର ରୂପ। ଏମିତି ଭବିଷ୍ୟବାଣୀ କରିଛନ୍ତି...
ଆମ ଅଜାଣତରେ ବେଳେ ବେଳେ ଅନେକ ଡାଟା ହ୍ୱାଟ୍ସଆପ୍ରୁ ଡିଲିଟ୍ ହୋଇଯାଏ। ଏଥିରେ ମଧ୍ୟ ଥାଏ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ତେବେ ଜାଣନ୍ତୁ ସେହି ଉପାୟ କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍।
ମହିଳାଙ୍କ ନାମରେ ଆସିଥିଲା ମିଛ ଅଭିଯୋଗ। ବାହାନା କରି ଛୁଟି ନେଇଥିବା କୁହାଯାଇଥିଲା। ଏହା ପରେ ଏହି ମହିଳା ଛାଡି ଦେଇଥିଲେ ପୁଲିସ୍ ଚାକିରି। ଏବେ ସୋସିଆଲ ମିଡିଆରେ ନିଜ ଚେହେରାର ଯାଦୁରେ ଉଡଉଛନ୍ତି ଲୋକଙ୍କ ହୋସ୍ ଆଉ କମଉଛନ୍ତି ଢେର ଟଙ୍କା।
ଏକା ଥରକେ ଖାଇଗଲେ ୭ ଜଣଙ୍କ ଖାଦ୍ୟ। ଏତେ ଖାଇ କେମିତି ହଜମ କରନ୍ତି ବୋଲି ପଚାରିବାରୁ କହିଲେ ଏହି ଉପାୟ…
ମାଡ଼ି ଆସୁଛି ବାତ୍ୟା । ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ । ଧାନ ଭିଜିଗଲେ ଚାଷୀ କରିବ କଣ ?
ସକାଳେ ମୁଣ୍ଡ ବୁଲାଇ ତଳେ ପଡିଯିବା ପରେ ତାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇଞ୍ଜେକସନ ଓ ସାଲାଇନ୍ ଦେବା ପରେ ଉନ୍ନତି ନହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କଟକ SCBର ସଂପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି.. ଆଜି ରାଣୀହାଟ କେନାଲ ରୋଡ୍ର ପୋଲଠୁ SCB ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି.. କେନାଲ ରୋଡର ପୋଲଠୁ SCB ମଧ୍ୟରେ ୩୦ ଦୋକାନକୁ ଉଚ୍ଛେଦ କରାଯିବ.. ଏନେଇ ଦୋକାନୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ..
ଜୀବିକା ପାଇଁ ସଂଘର୍ଷ। ରାସ୍ତା ସଂପ୍ରସାରଣ ବେଳେ ଦୋକାନ ହରାଇଥିଲେ। ପ୍ରତିଶ୍ରୁତି ମିଳିଥିଲା ଶୀଘ୍ର ଅନ୍ଯ ସ୍ଥାନରେ ମିଳିବ ଦୋକାନ। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଖତ ଖାଉଛି ଭଦ୍ରକ ତିହିଡ଼ି ଖାଙ୍କିହାଟ ମାର୍କେଟ୍ କଂପ୍ଲେସ୍। ଦେଖନ୍ତୁ ଏ ରିପୋର୍ଟ। .
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ । ଭୁବନେଶ୍ୱର କୋର୍ଟର ସମସ୍ୟା ଆବଶ୍ୟକତା ସମ୍ପର୍କରେ ଅବଗତ କରାଗଲା ।
ସମ୍ବାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ଚାଷୀଙ୍କ ମନରେ ପଶିଛି ଛନକା । ଧାନ ଚାଷ ବର୍ତ୍ତମାନ ଅମଳ ହୋଇନଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି । ବର୍ଷାରୁ ଧାନ ଚାଷ ଉଜୁଡି ଯିବା ନେଇ ଆଶଙ୍କା କରିଛି ଚାଷୀ । କେନ୍ଦ୍ରାପଡାରୁ ଏ ନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମନୋଜ ସ୍ୱାଇଁ ।
ସରକାରଙ୍କ ଦ୍ୱାରା ନିର୍ମିତ ହୋଇଛି ଏକ ପୋଲ । ହେଲେ ଏଇ ପୋଲଟିର ନାଁ ଦୁଇ ଭାଇଭଉଣୀଙ୍କ ନାଁରେ ନାମିତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଲୋକମାନେ କାହିଁକି ଏମିତି ଦାବି କରିଛନ୍ତି । ଜାଣନ୍ତୁ ଏଇ ରିପୋର୍ଟରେ ।