ଋତୁସ୍ରାବ ସମ୍ପର୍କୀତ ଭେଦଭାବକୁ ଦୂରେଇ ଦେବାକୁ ଏକ ନିଆରା ପ୍ରୟାସ ।
ଆଗେ ମରୁଡ଼ି, ପରେ ବାତ୍ୟା....ଫସଲ ସବୁ ନଷ୍ଟ ହୋଇଗଲା, ଯାହା କିଛି ବଂଚିଛି ସେ କେମିତି ବିକ୍ରି ହେବ ? ସେନେଇ ସରକାର ମଣ୍ଡି ବ୍ୟବସ୍ଥା ସୁଧାରିବାକୁ ଜୋର ଧରିଲା ଦାବି
ଏଥର ବି ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : କରୋନା ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ନୂଆ ବର୍ଷରେ ଜଗା ଦର୍ଶନ ବନ୍ଦ : କରୋନା ସଂକ୍ରମଣ ପାଇଁ ଏଥର ବି ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନେଲ ନିଷ୍ପତ୍ତି
ବାତ୍ୟା ଜୱାଦ କେତେ କ୍ଷତି କରିଛି? ତଦନ୍ତ କରିବାକୁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍
ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ଏହି ୬ ଜଣିଆ ଟିମ୍ ଜଓ୍ୱାଦ କ୍ଷତିଗ୍ରସ୍ତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବ ।
ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇବା ସହ ମାଡ଼ ମାରି ଫେରାର ହୋଇଯାଇଥିଲେ।
ସହିଦ୍ ରାଣାପ୍ରତାପଙ୍କ ଆଜି ଜନ୍ମମାଟିକୁ ଆସିବ ମରଶରୀର : ଗାଁରେ ଶୋକାକୁଳ ପରିବେଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍ ! ନଭେମ୍ବର ମାସରେ ଏକ୍ସପାଏରୀ ହୋଇଯାଇଥିବା ସାଲାଇନ୍କୁ ଦିଆଗଲା ଡିସେମ୍ବରରେ। ବାରିପଦାରୁ ଏଭଳି ଅଭିଯୋଗ ଆସିଛି।
ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସେ ଜଣେ ଡ୍ୟାନ୍ସର ନୁହଁନ୍ତି। କାମ ତାଙ୍କର ସୁରକ୍ଷାଦେବା। ଅର୍ଥାତ ସେ ଜଣେ ସିକ୍ୟୁରିଟି ଗାର୍ଡ। ସେ କେଉଁଠୁ ଶିଖି ନାହାନ୍ତି ନାଚ। କିନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ଯୁବତୀକୁ ପାଇଁ କାଳ ହେଲା ବିୟୁଟି ଟ୍ରିଟ୍ମେଣ୍ଟ୍। ଚାହୁଁଥିଲେ କିପରି ଦେଖାଯିବେ ଏକ କଣ୍ଢେଇ ପରି। ଏନେଇ ଖର୍ଚ୍ଚ କଲେ ୧୦ ଲକ୍ଷରୁ ଅଧିକ ଟଙ୍କା। ଶେଷରେ ପରିଣତି ଏମିତି ହେଲା ଯେ ହରେଇଲେ ନିଜ ପ୍ରାକୃତିକ ଚେହେରା। ଏବେ ପୁରୁଣା ଚେହେରା ପାଇବାକୁ ଚାହୁଛନ୍ତି।
ବ୍ୟକ୍ତିଙ୍କର ଅଜବ ନିଶା। ଦୁନିଆର ସବୁଠାରୁ ଛୋଟ କାର୍ରେ ସାରା ବ୍ରିଟେନ୍ ଭ୍ରମଣ କରିନେଲେ। ଯାତ୍ରା ସମୟରେ ଅନେକ କଷ୍ଟ ଆସିଥିଲେ ବି ଏହାକୁ ଚାଲେଞ୍ଜ ଭାବେ ନେଇ ସଫଳତାର ସହ କରିନେଲେ ଯାତ୍ରା।
ମାଙ୍କଡ ବି କରିପାରେ ମଣିଷଙ୍କ ଭଳି କାମ। ସୋସିଆଲ୍ ମିଡିଆରେ ଏବେ ମାଙ୍କଡର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ ମଣିଷ ହିଁ ମାଙ୍କଡର ବଂଶଧର।
ଜଓ୍ୱାଦ ଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। ଭଦ୍ରକ ବାସୁଦେବପୁରର ଜମିରେ ଫସଲ ଆଉ ଆଦାୟ ସ୍ଥିତିରେ ହିଁ ନାହିଁ।
ଓଡ଼ିଶାରେ ଓମିକ୍ରନ୍ ଟେନସନ୍ରୁ ସାମାନ୍ୟ ଆଶ୍ୱସ୍ତି । ଏଯାଏଁ ରାଜ୍ୟକୁ ପଶିନି କୋଭିଡ୍ର ଦ୍ରୁତ ସଂକ୍ରାମକ ମାରାତ୍ମକ ଭ୍ୟାରିଆଣ୍ଟ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଆଶ୍ୱସ୍ତ ହୋଇଛି ରାଜ୍ୟ ।
ରାଜ୍ୟରେ ଭୁଷୁଡିବାକୁ ଯାଉଛି କି ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟାନ ଅସୁବିଧା ପାଇଁ ପାଠଠୁ ଦୂରେଇ ଯାଉଛନ୍ତି କି ପିଲା ? ପାଠପଢା ଓ ପିଲାମାନଙ୍କ ମଧ୍ୟରେ ମଧ୍ୟ ବିଶାଳ ବ୍ୟବଧାନ ସୃଷ୍ଟି କରିଛି ମହାମାରୀ କରୋନା । ଏବେ ସଂକଟରେ ଶିକ୍ଷାର ପ୍ରାଥମିକ ସ୍ଥିତି ।
ଆଲୁଅ ଭିତରେ ଅନ୍ଧାର ଓ ଅନ୍ଧାର ଭିତରେ ଆଲୁଅ । ରାଉରକେଲାର ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ନାହିଁ । ହେଲେ ଭଗବାନ ତାଙ୍କ କୋଳରେ ଦେଇଛନ୍ତି ଏକ ସୁନ୍ଦର ପୁଅ ଯାହାର ସବୁ କିଛି ଠିକଠାକ୍ ଅଛି ।
ଭାସୁଛି ଦାନାପାଣି, ଉଜୁଡ଼ା କ୍ଷେତ ଦେଖି ମ୍ରିୟମାଣ ଚାଷୀ। ଜଓ୍ୱାଦଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। କେଉଁଠି ଧାନ ଚାଷ ନଷ୍ଟ ହେବାକୁ ବସିଛି ତ ପୁଣି କେଉଁ ପନିପରିବା ଆଉ ଉଧେଇବା ଅବସ୍ଥାରେ ନାହିଁ।
ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।
ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ।
କବିସୂର୍ଯ୍ୟ ବଳଦେବ ରଥ, ଓଡ଼ିଶାର ଗର୍ବ ଓ ଗୌରବ। ହେଲେ ସେ ଜନ୍ମ ହୋଇଥିବା ସ୍ଥାନ, ଗବେଷଣା ଓ କଳା ପ୍ରଦର୍ଶନ କରିଥିବା ରାଜ ପ୍ରାସାଦ ଏବେ ଅବହେଳିତ ଅବସ୍ଥାରେ। ଦେଖନ୍ତୁ ଏ ରିପୋର୍ଟ....
ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାର କବିସୂର୍ଯ୍ୟ ବଳଦେବ ରଥଙ୍କ ପୌରାଣିକ ରାଜପ୍ରସାଦ ଏବେ ଭୂତ କୋଠି ପାଲଟିଛି । କେବଳ ନାଁକୁ ମାତ୍ର ହୋଇଛି ବଳଦେବ ରଥଙ୍କ ସ୍ମୃତି ପୀଠ । ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ ।
ସମୁଦ୍ରକୂଳରେ ଲାଗିଥିବା ୪୦ ଫୁଟ୍ ଲମ୍ବ ତିମିକୁ ହଟାଇବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜେସିବି ଦ୍ୱାରା ତିମିକୁ ବିଚରୁ ଆଣି ପୋତିବା କାମ ଆରମ୍ଭ ହୋଇଛି ।
ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି । ଏହି କାରଣରୁ ବୋଟିଂ ଏବଂ ପାରା ସେଲିଂ ପାଇଁ ଏଠାରେ ପ୍ରତିଦିନ ଭି଼ଡ଼ ଜମୁଛି । କେବଳ ଏତିକି ନୁହେଁ ଛୁଟି ଦିନ ଗୁଡ଼ିକରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି ।