କବିସୂର୍ଯ୍ୟ ବଳଦେବ ରଥ, ଓଡ଼ିଶାର ଗର୍ବ ଓ ଗୌରବ। ହେଲେ ସେ ଜନ୍ମ ହୋଇଥିବା ସ୍ଥାନ, ଗବେଷଣା ଓ କଳା ପ୍ରଦର୍ଶନ କରିଥିବା ରାଜ ପ୍ରାସାଦ ଏବେ ଅବହେଳିତ ଅବସ୍ଥାରେ। ଦେଖନ୍ତୁ ଏ ରିପୋର୍ଟ....
ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାର କବିସୂର୍ଯ୍ୟ ବଳଦେବ ରଥଙ୍କ ପୌରାଣିକ ରାଜପ୍ରସାଦ ଏବେ ଭୂତ କୋଠି ପାଲଟିଛି । କେବଳ ନାଁକୁ ମାତ୍ର ହୋଇଛି ବଳଦେବ ରଥଙ୍କ ସ୍ମୃତି ପୀଠ । ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ ।