ଓଡ଼ିଶାରେ ଓମିକ୍ରନ୍ ଟେନସନ୍ରୁ ସାମାନ୍ୟ ଆଶ୍ୱସ୍ତି । ଏଯାଏଁ ରାଜ୍ୟକୁ ପଶିନି କୋଭିଡ୍ର ଦ୍ରୁତ ସଂକ୍ରାମକ ମାରାତ୍ମକ ଭ୍ୟାରିଆଣ୍ଟ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଆଶ୍ୱସ୍ତ ହୋଇଛି ରାଜ୍ୟ ।
Published: Pallipuspa Samal
Last updated: 10 December 2021, 09:00 PM IST
ରାଜ୍ୟରେ ଭୁଷୁଡିବାକୁ ଯାଉଛି କି ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟାନ ଅସୁବିଧା ପାଇଁ ପାଠଠୁ ଦୂରେଇ ଯାଉଛନ୍ତି କି ପିଲା ? ପାଠପଢା ଓ ପିଲାମାନଙ୍କ ମଧ୍ୟରେ ମଧ୍ୟ ବିଶାଳ ବ୍ୟବଧାନ ସୃଷ୍ଟି କରିଛି ମହାମାରୀ କରୋନା । ଏବେ ସଂକଟରେ ଶିକ୍ଷାର ପ୍ରାଥମିକ ସ୍ଥିତି ।