Advertisment

ଦୃଷ୍ଟିହୀନ ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା, ଅନ୍ୟ ପାଇଁ ପାଲଟିଛନ୍ତି ପ୍ରେରଣା

ଆଲୁଅ ଭିତରେ ଅନ୍ଧାର ଓ ଅନ୍ଧାର ଭିତରେ ଆଲୁଅ । ରାଉରକେଲାର ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ନାହିଁ । ହେଲେ ଭଗବାନ ତାଙ୍କ କୋଳରେ ଦେଇଛନ୍ତି ଏକ ସୁନ୍ଦର ପୁଅ ଯାହାର ସବୁ କିଛି ଠିକଠାକ୍ ଅଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି

ଆଲୁଅ ଭିତରେ ଅନ୍ଧାର ଓ ଅନ୍ଧାର ଭିତରେ ଆଲୁଅ । ରାଉରକେଲାର ଶିକ୍ଷକ ଦମ୍ପତ୍ତି ଦିବ୍ୟସୁନ୍ଦର ଓ ଅପରାଜିତା । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ନାହିଁ । ହେଲେ ଭଗବାନ ତାଙ୍କ କୋଳରେ ଦେଇଛନ୍ତି ଏକ ସୁନ୍ଦର ପୁଅ ଯାହାର ସବୁ କିଛି ଠିକଠାକ୍ ଅଛି

Advertisment
Rourkela Bling Couple
Advertisment
Advertisment