ଆଜିକାଲି ସମସ୍ତେ ମୋବାଇଲ୍ ବାଇଆ। ଲେଖାପଢ଼ା କଥା କହିଲେ ଆଜିକାଲିର ପିଲା କୁନ୍ଥେଇଲେ। କିନ୍ତୁ କଟକରେ ରହୁଥିବା ଜୟଶ୍ରୀ ଏଥିରୁ ଅଲଗା। ସେ ୬୦ ଦିନରେ ୬୦ଟି ଗପ ଲେଖି ପୁରସ୍କୃତ ହୋଇଛନ୍ତି। ଆସନ୍ତୁ ଭେଟିବା ଜୟଶ୍ରୀଙ୍କୁ ଏବଂ ଜାଣିବା କେମିତି ସେ ଏହା କରିପାରିଲେ।
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା.. କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ସୁନା ଝିଅ ଜୟଶ୍ରୀ ସାହୁ..