Advertisment

ସୁନୀଲ ବଂଶଲ ନୂଆ ଡିଜିପି

ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IPS officer Sunil Kumar Vansal

IPS officer Sunil Kumar Vansal

ଭୁବନେଶ୍ୱର: ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।

Advertisment

ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ। ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି ସୁନୀଲ ବଂଶଲ। 
ଚଳିତ ମାସରେ ଅବସର ନେବେ ଡିଜିପି ଅଭୟ।

Advertisment

OTVକୁ ପ୍ରତିକ୍ରିୟା ଦେଇ ନୂଆ ଡିଜିପି ସୁନୀଲ ବଂଶଲ କହିଛନ୍ତି, ଓଡ଼ିଶା ଫେରିଲେ ଖୁସି ହେବି। ଭଲ ଭାବେ ରାଜ୍ୟର ସେବା କରିବା ପାଇଁ ଚେଷ୍ଟା କରିବି। 

Odisha Police New DGP Sunil Kumar Vansal
Advertisment
Advertisment