ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି । ସେ ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ ।