କେବେ ଶାଶୂଘର ଏରୁଣ୍ଡିବନ୍ଧ ଡେଇଁବେ ତପସ୍ୱିନୀ ? ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।
ଛିଣ୍ଡୁନି ଶ୍ୱଶୁର-ବୋହୂ ବିବାଦ.. କବାଟ ଭାଙ୍ଗି ସିନି ଶାଶୁଘରକୁ ଏଣ୍ଟ୍ରି କଲେ ତପସ୍ୱିନୀ.. କିନ୍ତୁ ଏରୁଣ୍ଡି ଡେଇଁ ପାରିଲେନି.. ଗ୍ୟାରେଜରେ କଟୁଛି ତପସ୍ୱିନୀଙ୍କ ଦିନ-ରାତି.. ସେପଟେ ବୋହୂ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଶ୍ୱଶୁର ପ୍ରମୋଦ ସାହୁ
ଆମ ଦୁନିଆରେ ଏଭଳି ଅନେକ ଦୁର୍ଗ ରହିଛି ଯାହାକୁ ଶତୃପକ୍ଷ କେବେ ବି ଜିତିପାରିନାହାନ୍ତି । ଆମ ଭାରତରେ ଥିବା ଏଭଳି ଦୁର୍ଗ ସମ୍ପର୍କରେ ତ ଆମେ ଉଣା ଅଧିକେ ଜାଣିଥିବା । ଆଜି ଆମେ ଜାଣିବା ଜାପାନର ଏକ ଦୁର୍ଗ ସମ୍ପର୍କରେ । ଏହି ଦୁର୍ଗ ଜାପାନର ୪ଟି ବଡ ଦ୍ୱୀପ ମଧ୍ୟରୁ ଗୋଟେ । କ୍ୟୁଶୁର କୁମାମୋତୋ ସହରରେ ଶହ ଶହ ବର୍ଷ ଧରି ଅଜେୟ ହୋଇ ନିଜର ଅସ୍ତିତ୍ୱକୁ ବଜାୟ ରଖିଛି । ଚାଲନ୍ତୁ ଜାଣିବା ଏହି ଦୁର୍ଗ ସମ୍ପର୍କରେ…
କାନ୍ଦି କାନ୍ଦି ମେଡିକାଲରେ ପହଂଚିଲେ ମନ୍ଦିର ପୂଜକ। ଯାହା କହିଲେ ତାହା ସୁଣି ତାଜୁବ ଡାକ୍ତର। ଶେଷରେ ଭକ୍ତି ଆଗରେ ମୁଣ୍ଡ ନଇଁଗଲା। ଯାହା କେବେ କରି ନଥିଲେ ସେମିତି କାମ କଲେ ଡାକ୍ତର...
କିଏ ଜାଣିଥିଲା ଯେଉଁ ଖେଳ ପଡ଼ିଆକୁ ସେ ଏତେ ଭଲ ପାଉଥିଲା, ସେଇଠି ତାକୁ ଛକିଥିଲା ମୃତ୍ୟୁ? ତାହା ଥିଲା ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।
ସିସିଟିଭି ଘୋଡ଼ାଇ ଦେଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସମାଜସେବୀ ପ୍ରମିଳା । ଗୋଟିଏ ଝିଅର ଇଜ୍ଜତ ମାନ ମର୍ଯ୍ୟାଦା ରହିଛି । ସେ ଡ୍ରେସ୍ ବଦଳାଉଛି । ସିସିଟିଭି ସାମ୍ନାରେ କେମିତି କରିବ ବୋଲି ସେ କହିଛନ୍ତି ।
ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? କେବେ ତୁଟିବ ଏହି ବିବାଦ ? ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି।
ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।
ବଢ଼ିଲା ପୁଅକୁ ବାପା ହରାଇଛନ୍ତି ଯାହାକୁ କେତେ ସ୍ନେହରେ ବଡ଼ କରିଥିଲେ ଆଜି ସେ ପୁଅ ତାଙ୍କଠୁ ଦୂରରେ। କୋହରେ ଛାତି ଫାଟି ଯାଉଛି, କଥା କହିବା ବି ତାଙ୍କ ପକ୍ଷେ ସମ୍ଭବପର ହେଉନି।
ଆଜି ପର୍ଯ୍ୟନ୍ତ ଆପଣମାନେ ଅନେକ ବିଚିତ୍ର କାହାଣୀ ଶୁଣିଥିବେ । ଆମ ବିଶ୍ୱରେ ଘଟୁଥବା ଅନେକ ନିଆରା ଘଟଣା ଦୁର୍ଘଟଣା ସମ୍ପର୍କରେ ବି ଜାଣିଥିବେ । ପାହାଡ ଉପରେ ଏକାକୀ ରହୁଥିବା ଭିନ୍ନ ମଣିଷଙ୍କ କଥା କାହାଣୀ ବି ଶୁଣିଥିବେ । ଆଜି ଆମେ ଜାଣିବା ଜର୍ଜିଆର ଏଭଳି ଏକ ସ୍ଥାନ ସମ୍ପର୍କରେ ଯେଉଁଠାରେ କେବଳ ଜଣେ ହି ବ୍ୟକ୍ତି ରୁହନ୍ତି । ସ୍ଥାନଟିର ନାଁ ହେଉଛି 'କଟସଖି ପିଲାର' । ଏହା ୧୩୦ ଫୁଟ ଉଚ୍ଚ ଖମ୍ବ ଭଳି ପାହାଡ । ତେବେ ଏ ସ୍ଥାନର ବି କିଛି ରହସ୍ୟ କିମ୍ବା କାହାଣୀ ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ପିଲାର ସମ୍ପର୍କରେ…
ଶୀତରେ ଏବେ ଥରୁଛି ସାରା ଭାରତ। ଲୋକେ ଟିକେ ନିଆଁ କି ସୂର୍ଯ୍ୟ କିରଣ ଦେଖିଲେ ଖୁସି ହେଇଯାଉଛନ୍ତି। କିନ୍ତୁ ଦୁନିଆରେ ଏମିତି କିଛି ଜାଗା ଅଛି ଯେଉଁଠିକୁ ଶୀତ କେବେ ଆସେନି।
ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷକୁ ବୃଦ୍ଧି କରିବା ନୂଆ ନିୟମ ପରେ ଦେଶରେ ଏକ ବିତର୍କ ଚାଲିଛି। କିନ୍ତୁ ଦୁନିଆରେ ଏପରି ମାମଲାର କୌଣସି ଅଭାବ ନାହିଁ ଯେଉଁଠି ପିଲାମାନେ ୧୩-୧୪ ବର୍ଷ ବୟସର ପିଲାମାନେ ବି ବାପା ହୋଇଛନ୍ତି।
ଦୁଇ ପିଲାଙ୍କୁ କାର୍ ବାହାରେ ଛାଡି ପ୍ରେମିକ ସହ ରୋମାନ୍ସ କରୁଥିଲା ମା’। ଏହି ଘଟଣା ଧରା ପଡିବା ପରେ ଉଭୟଙ୍କୁ ଗିରଫ କରିଛି ପୋଲିସ।
ଗୋଡ଼ ଅପରେସନ ପାଇଁ ଯାଇଥିବା ଅକୁଲଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ପ୍ରଥମେ ରୋକଠୋକ୍ ମନା କରିଦେଇଥିଲେ। ପରେ ଅସ୍ତ୍ରୋପଚାର ହୋଇଥିଲା ସତ ହେଲେ ଅଧା ଚିକିତ୍ସାରେ।
ହସ୍ପିଟାଲରେ କାମ ଦଉନି ବିଏସୱାଇକେ କାର୍ଡ। ରାଜ୍ୟ ଅନେକ ସ୍ଥାନରୁ ଆସୁଛି ଏଭଳି ଅଭିଯୋଗ।…
ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।
ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି। ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି ଡିମ୍ପଲ ଓରଫ୍ ତପସ୍ୱିନୀ ଏବଂ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ ବିବାଦ।
ଖୋଲା ଆକାଶ ତଳେ ମଣ୍ଡିରେ ଧାନ ଯଗି ପଡିଛି ଚାଷୀ।…
ଢିଙ୍କିଆ ଗ୍ରାମବାସୀ ଓ ପୋଲିସ ଭିତରେ ଛକାପଞ୍ଝା। ଭିଟାମାଟି ନଛାଡିବା ଜିଦିରେ ଅଟଳ ଗ୍ରାମବାସୀ।
ଦୀର୍ଘ ବର୍ଷ ପୂର୍ବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ହ୍ୱିସ୍କି କିମ୍ବା ରମ୍ ଆପଣଙ୍କ ଶରୀରକୁ ଗରମ ରଖିଥାଏ । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ମଦ୍ୟପାନ ଦ୍ୱାରା ଯଦିଓ କିଛି ସମୟ ପାଇଁ ଆପଣଙ୍କୁ ଲାଗିଥାଏ ଯେ, ଶରୀର ଗରମ ହେଉଛି । କିନ୍ତୁ ବାସ୍ତବରେ ଏହା ହୋଇନଥାଏ ।
୨୦୨୧ରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ଏହାରି ଭିତରେ ଏମିତି କିଛି ଭିଡିଓ ଅଛି ଯାହା ମନରେ ନୁହେଁ ହୃଦୟରେ ଛାପହୋଇ ରହିଯାଇଛି।
୬ ବର୍ଷର କୁନି ଜଳପରୀଙ୍କ କମାଲ । ଏତେ କମ ବୟସରେ ଅକାତ କାତ ପାଣିରେ ପହଁରି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ବରିହାପଡ଼ାର ଅର୍ପିତା ସେଠୀ ।
ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍ ମାରିଛନ୍ତି ଟ୍ୟୁସନ୍ ସାର୍ ।
ବିଶ୍ୱର ଅନେକ ସ୍ଥାନରେ ଉଚ୍ଚତମ ସ୍ଥାନରେ ଅନେକ ନିଆରା ନିର୍ମାଣ ଦେଖିବାକୁ ମିଳେ । ଯାହା ସବୁ ଆଶ୍ଚର୍ଯ୍ୟକୁ ନୂଆ ପରିଚୟ ଦିଏ । ସେହିକ୍ରମରେ କେବେ ଭାବିଛନ୍ତି ଦୁନିଆର ସବୁଠାରୁ ନିଆରା ପୋଷ୍ଟ ଅଫିସ୍ କେଉଁଠାରେ ରହିଛି । ଆଉ କେତେ ଉଚ୍ଚତାରେ । ତେବେ ଏଭଳି ଏକ ନିଆରା ପୋଷ୍ଟ ଅଫିସ୍ ଦେଖିବା ପାଇଁ ଆପଣଙ୍କୁ ଏକ ପାହାଡର ପାଦ ଦେଶଠାରୁ ୫ହଜାର ମିଟର ଉପରକୁ ଯିବାକୁ ପଡିବ । ଆବଡା ଖାବଡା ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ପଡିବ । ସାପ ପରି ନଦୀକୁ ପାର କରିବାକୁ ପଡିବ…ଯିବାକୁ ଚାହିଁବେ କି । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ପୋଷ୍ଟ ଅଫିସ୍ ବିଷୟରେ ।
କେଉଁ ନ୍ୟାୟରେ ତପସସ୍ୱିନୀ ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଲେ । ଗ୍ରୀଲ୍ ଭାଙ୍ଗି ତପସ୍ୱିନୀ ଘରେ ପଶିବା ପରେ ଏଭ ଭିଡିଓ ରିଲିଜ କରିଛନ୍ତି ସ୍ୱାମୀ ସୁମିତ୍ ।