ବଢ଼ିଲା ପୁଅକୁ ବାପା ହରାଇଛନ୍ତି ଯାହାକୁ କେତେ ସ୍ନେହରେ ବଡ଼ କରିଥିଲେ ଆଜି ସେ ପୁଅ ତାଙ୍କଠୁ ଦୂରରେ। କୋହରେ ଛାତି ଫାଟି ଯାଉଛି, କଥା କହିବା ବି ତାଙ୍କ ପକ୍ଷେ ସମ୍ଭବପର ହେଉନି।