ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ପଡ଼ୁଛନ୍ତି ସନ୍ଦିଗ୍ଧ ପାରା । ଗୋଡ଼ରେ ବିଭିନ୍ନ ଭାଷାରେ କିଛି ଲେଖା ହୋଇଛି । ଆଉ ସବୁ ଠାରୁ ବଡ଼ କଥା ହେଲେ ସେମାନେ ଆପେ ଆପେ ଧରା ଦେଉଛନ୍ତି ।