• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

 Single Father Begs
ଜୀବନ ହୋଇଛି ଦୁର୍ବିସହ, ଘାଣ୍ଟି ହୋଇ ଗଲେଣି ଲଇବାନ

ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?

Runit Island
ବିଷାକ୍ତ ଆଇଲ୍ୟାଣ୍ଡ, କିନ୍ତୁ ଅଦ୍ଭୁତ ସୁନ୍ଦରତାରେ ଭରପୁର

ରୁନିଟ୍‌ ଆଇଲ୍ୟାଣ୍ଡ ସମ୍ପର୍କରେ କେବେ ଶୁଣିଛନ୍ତି ? ଏହି ଆଇଲ୍ୟାଣ୍ଡ ବେଶ୍‌ ବିଚିତ୍ର । ଏହାକୁ ମାର୍ଶାଲ୍‌ ଆଇଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ । ଏହି ଆଇଲ୍ୟାଣ୍ଡଟି ରହିଛି ପ୍ୟାସିଫିକ୍‌ ଓସିନରେ । ତେବେ କଣ ଏହି ରୁନିଟ୍‌ ଦ୍ୱୀପ । କଣ ଏହାର ବିଶେଷତ୍ତ୍ୱ । ଚାଲନ୍ତୁ ଜାଣିବା ।

 Ex-Havildar Simanchal Barik
ଆର୍ମି ଟ୍ରେନିଂ ଦେଇ ଚର୍ଚ୍ଚାରେ ବ୍ରହ୍ମପୁରର ସୀମାଞ୍ଚଳ, ସାରା ଦେଶରୁ ଛୁଟୁଛନ୍ତି ଯୁବକ ଯୁବତୀ

ସାରା ଦେଶରେ ଚର୍ଚ୍ଚାକୁ ଆସିଲେଣି ବ୍ରହ୍ମପୁରର ଯବାନ ଟୋକା ହାବିଲଦାର ସୀମାଞ୍ଚଳ ବାରିକ। ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ଗଢୁଛନ୍ତି ସୈନିକ। ୟୁଟ୍ଯୁବରେ ଦେଖି ସୁନ୍ଦର ସ୍ୱାସ୍ଥ୍ଯ ପାଇଁ ସାରା ଦେଶରୁ ଯୁବକ ଯୁବତୀ ତାଙ୍କ ପାଖକୁ ଛୁଟିଛନ୍ତି। ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ। ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍।

Viral Video
ଅଲୌକିକ ଘଟଣା: ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ

ଠାକୁରାଣୀଙ୍କ ପୀଠରେ ଥିବା ଏକ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। ଗତକାଲି ସନ୍ଧ୍ୟାରେ ସାଲେପୁର ସ୍ଥିତ ମା’ ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି।

Chilika lagoon
ଏବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ୟକ ବିଦେଶୀ ପକ୍ଷୀ

ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି।

British Sikh woman preet chandi created history with trip to south pole
ଇତିହାସ ରଚିଲେ ଶିଖ୍ ମହିଳା; ସଫଳ କଲେ ସାଉଥ୍ ପୋଲ୍‌ ଯାତ୍ରା

ଇତିହାସ ରଚିଲେ ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି। ସାଉଥ୍ ପୋଲ୍‌କୁ ଏକାକୀ ଯାତ୍ରା ସଫଳ କରିବାରେ ସେ ହୋଇପାରିଛନ୍ତି ପ୍ରଥମ "ଅଣଶ୍ୱେତ ମହିଳା"। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା।

Tapaswini-Sumit Dispute
ନିଜ ଜିଦିରେ ଅଟଳ ତପସ୍ୱିନୀ, ଘର ଭିତରକୁ ଗଲେନି

ସୁମିତଙ୍କ ଓକିଲ କହିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ।

  • Wednesday, 05 January 2022
Dog has such luscious hair, people shocked
କୁକୁର କରୁଛି ହେୟାର୍ ଷ୍ଟାଇଲି; ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ସେ ପୁଅ ହେଉ କି ଝିଅ ହେଉ ସମସ୍ତେ ଷ୍ଟାଇଲିସ୍ ଚୁଟି କରିବାକୁ ଚାହାନ୍ତି। ଏନେଇ ସେମାନେ ସେଲୁନ୍ କିମ୍ବା ପାର୍ଲର ଯାଇ ଚୁଟିକୁ କଲର କରନ୍ତି। କିନ୍ତୁ ଏଠି ଏମିତି ଏକ କୁକୁର ଅଛି ଯାହାର ସ୍ୱଭାବିକ ଭାବେ ଲମ୍ବା ଆଉ ସୁନେଲି କେଶ ରହିଛି।

Indian woman Asha Rani pulled 12000 kg double decker bus with hair
୧୨ ହଜାର କେଜିର ଡବଲ୍ ଡେକର୍ ବସ୍‌କୁ ଚୁଟିରେ ଟାଣିନେଲେ ମହିଳା

ଚମତ୍କାର। ସାମାନ୍ୟ ଏକ କାର୍‌କୁ ଠେଲିବା ବେଳେ ୪/୫ ଜଣ ଲାଗୁଥିବା ବେଳେ ୧୨ ହଜାର କେଜିରୁ ଅଧିକ ଏକ ଡବଲ୍ ଡେକର୍ ବସ୍‌କୁ ନିଜ ଚୁଟିରେ ଟାଣି ରେକର୍ଡ କରିଛନ୍ତି ଜଣେ ମହିଳା। ଭିଡିଓକୁ ଦେଖି ସମସ୍ତେ କରୁଛନ୍ତି ପ୍ରଶଂସା।

Tapaswini Sumit
ବିଶ୍ୱାସ ଆଗରେ ହାର ମାନିଲା ପ୍ରତିବନ୍ଧକ । ଶେଷରେ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ

ବିଶ୍ୱାସ ଆଗରେ ହାର ମାନିଲା ପ୍ରତିବନ୍ଧକ । ଶେଷରେ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ସୁମୀତଙ୍କ ସହ ଗୋଟିଏ ଘରେ ରହିବେ ତପସ୍ୱିନୀ ।

  • Tuesday, 04 January 2022
Drinking Water Problem
“ଗାଁରେ ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା ନହେଲେ ଆମେ ପଂଚାୟତ ନିର୍ବାଚନ ବର୍ଜନ କରିବୁ”

ପିଇବା ପାଣି ପାଇଁ ଆଉ କେତେଦିନ ଅପେକ୍ଷା କରିବେ ବାହୁବନ୍ଧ ପଞ୍ଚାୟତ ଲୋକେ? ଏଥର ପାଣି ନମିଳିଲେ ଭୋଟ୍‌ ଦେବେନି ବୋଲି ଚେତବାନୀ ଦେଲେ ଗାଁ ଲୋକେ

Crime
ଝିଅଙ୍କ ବିବାହ ବୟସ ୨୧କୁ ନେଇ ବିବାଦ ! ‘ବଢ଼ିବ ଅବିବାହିତ ମାତୃତ୍ୱ ସଂଖ୍ୟା ଆଉ ଭୃଣ ହତ୍ୟା’

୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

  • Tuesday, 04 January 2022
Tapaswini
ସୁମିତଙ୍କ ବେଡ ରୁମ୍‌ରେ ରହିବେ କି ତପସ୍ୱିନୀ ?

କୋର୍ଟ ରାୟ ପ୍ରକାଶ କରିବା ପରେ ଆଜି ତପସ୍ୱିନୀଙ୍କ ଘରେ ସମସ୍ତେ ରୁଣ୍ଡ। କୋର୍ଟ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବେ

Unique wedding; woman marries pink colour
ନିଆରା ବିବାହ; ଗୋଲାପୀ ରଙ୍ଗକୁ ଜୀବନସାଥୀ କରିନେଲେ ମହିଳା

ନା କୌଣସି ପୁରୁଷ, ନା କୌଣସି ମହିଳା; ଏମିତି କି କୌଣସି ପଶୁଜନ୍ତୁ ମଧ୍ୟ ନୁହେଁ; ଗୋଲାପୀ ରଙ୍ଗକୁ ବିବାହ କରିଛନ୍ତି ଜଣେ ମହିଳା। ଏହା ତାଙ୍କର ପାଗଳାମୀ ନା ପ୍ରେମ ଆସନ୍ତୁ ଜାଣିବା।

Apple Farming
ପାହାଡ଼ି ଇଲାକାରେ ଫଳୁଛି ଆପେଲ ଓ ନାସପାତି

ନିଜ ବାଡ଼ିରେ ଫଳ ଚାଷ କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

pigeon
ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ : ଗୋଡ଼ରେ ରିଙ୍ଗ୍ ଓ ଚୀନ ଭାଷାର ସଙ୍କେତକୁ ନେଇ ସନ୍ଦେହ

ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ପଡ଼ୁଛନ୍ତି ସନ୍ଦିଗ୍ଧ ପାରା । ଗୋଡ଼ରେ ବିଭିନ୍ନ ଭାଷାରେ କିଛି ଲେଖା ହୋଇଛି । ଆଉ ସବୁ ଠାରୁ ବଡ଼ କଥା ହେଲେ ସେମାନେ ଆପେ ଆପେ ଧରା ଦେଉଛନ୍ତି ।

Child Marriage
ବାଲ୍ୟ ବିବାହର ଖବର ଦେଲେ ୫୦ ହଜାର ପୁରସ୍କାର

ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କଲେ ଜିଲ୍ଲାପାଳ , ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ ପଚାଶ ହଜାର ଟଙ୍କା

silvia
ହଲିଉଡ ଚଳଚ୍ଚିତ୍ରରେ ଚମକିଲେ ଓଡ଼ିଆ ଝିଅ ! ସ୍ପାଇଡର ସିରିଜରେ ସିଲଭିଆଙ୍କ ଧମାକା

ହଲିଉଡରେ ଧମାକା କରିଛନ୍ତି ଓଡ଼ିଆ ଝିଅ । ନିକଟରେ ସିନେମା ହଲକୁ ଆସିଥିବା ସ୍ପାଇଡର ମ୍ୟାନ ନୋ- ୱେ -ହୋମ ସିନେମାର ସେଟ୍ ଡିଜାଇନ କରିଛନ୍ତି ।

Market Building
ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ ବନ୍ଦ !

ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

Dhinkia
ପୋଲିସ ଭୟରେ ଢିଙ୍କିଆ ଗାଁ ମୁଣ୍ଡରେ ଫାଟକ ପକାଇ ଜଗରହିଲେ ଗାଁ ଲୋକେ

ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ପୋଲିସ-ଜନତାଙ୍କର ଚାଲିଛି ଛକାପଞ୍ଝା : ନିଜ ଜିଦ୍‌ରେ ଅଟଳ ସ୍ଥାନୀୟ ଅଂଚଳର ଲୋକ

tragic story
ସ୍ୱାମୀ ଗୁରୁଣ୍ଡୁଛନ୍ତି, ସ୍ତ୍ରୀ ଦୃଷ୍ଟିବାଧିତ ! ଅସହାୟ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

ଭୋଗରାଇ ବ୍ଲକ ପଲସିଆ ଗ୍ରାମର ବୃଦ୍ଧ ଦମ୍ପତି ଅମୂଲ୍ୟ ଜେନା ଓ ସ୍ତ୍ରୀ ପାର୍ବତୀ ଜେନା । ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ଓ ଭତ୍ତା । ଘର ଖଣ୍ଡିଏ ନଥିବାରୁ ୨୫ ବର୍ଷ ହେବ ରାସ୍ତା କଡ଼ରେ ଜୀବନ ବିତାଉଥିଲେ । ଏବେ ଅମୂଲ୍ୟଙ୍କ ଅବସ୍ଥା ଅଧିକ ଖରାପ ହୋଇପଡିବାରୁ ଏକ ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ।

Sumit
କୋର୍ଟଙ୍କ ରାୟ ପରେ ବି ବିବାଦ ତୁଟିଲାନି, ତପସ୍ୱିନୀଙ୍କୁ ପୁଣି ଚ୍ୟାଲେଞ୍ଜ

ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଆଜି ଶୁଣାଇଛନ୍ତି ରାୟ। ୪୪ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ। ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି ।

  • Tuesday, 04 January 2022
car carrying picnickers falls off
ପିକ୍‌ନିକ୍‌ ପାଇଁ ଯାଉଥିଲେ, ଘାଟିରୁ ୭୦ ଫୁଟ୍‌ ତଳକୁ ଖସିଲା କାର୍‌

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍‌। କରଡା ଘାଟିରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

Special Story
ବାଜା ବାଜୁଛି, ନାଚ ଚାଲିଛି ! ବୀର ପୁଅକୁ ସ୍ୱାଗତ ପାଇଁ ଗାଁରେ ଉତ୍ସବର ମାହୋଲ

୨୦ ବର୍ଷ ପରେ ସୀମାରୁ ଫେରିଲା ଗାଁର ପୁଅ । ସ୍ୱାଗତ କରିବାକୁ ସାରା ଗାଁରେ ଉତ୍ସବ ।

Sumit-Tapaswini Marital Discord
ତପସ୍ୱିନୀଙ୍କ ଆଖିରେ ଖୁସିର ଲୁହ, କହିଲେ- ‘ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ’

ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।