CISFରେ ହେଡ୍ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫୪୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
OSSCର ଅର୍ଥନୀତି ଏବଂ ପରିସଂଖ୍ୟାନ ବିଭାଗ ଅନୁସନ୍ଧାନକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ପୂରଣ ହେବ ୩୬ ଟି ପଦବୀ। ଆପଣ ଯଦି ଆବେଦନ କରିବାକୁ ଚାହୁଛନ୍ତି ତେବେ ଏହି ଖବର ପଢନ୍ତୁ।
ONGC ସହକାରୀ ଆଇନ ପରାମର୍ଶଦାତା ପଦବୀ ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ।
IOCL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ…
SBI, PO ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂରଣ ହେବ ୧୬୭୩ ପଦବୀ। ଜାଣନ୍ତୁ ଯୋଗ୍ୟତା, ବୟସ ସୀମା, ଫି’, ଦରମା ଓ ଅନ୍ୟାନ୍ୟ ତଥ୍ୟ।
GAIL ଇଣ୍ଡିଆ ଅନେକଗୁଡିଏ ପୋଷ୍ଟ୍ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଯାଇଛି। କେବେ ରହିଛି ଶେଷ ତାରିଖ ଓ କ’ଣ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ପଢନ୍ତୁ।
RBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ୍ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର୍ ପଦବୀ ପୂରଣ ପାଇଁ RBI ଆବେଦନ ଜାରି କରିଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି।
BHEL ରେ ଇଞ୍ଜିନିୟର / କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।
ଦ୍ୱାଦଶ / ସ୍ନାତକ ପାଶ୍ କରି ଆପଣ ଯଦି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇରେ ବାହାରିଛି ଅନେକ ପଦବୀ। ଆପଣଙ୍କ ପାଖରେ ଯଦି ଖେଳ କୋଟା ଅଛି ତେବେ ବିନା ପରୀକ୍ଷାରେ ଚାକିରି।
ଡୋଗ୍ରା ରେଜିମେଣ୍ଟରେ ବାହାରିଛି ଅନେକ ପଦବୀ। ଏଥିପାଇଁ ଅଫ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।
୪୨ଟି ବିଭାଗର ୭୦ ହଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ପୂଜା ପୂର୍ବରୁ ମିଳିବ ଭଲ ଖବର
ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।
CTO, CDO ଏବଂ CISO ପଦବୀ ପୂରଣ ପାଇଁ LIC ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ପୋଷ୍ଟ୍ ପୂରଣ ହେବ।
ଛେଚୁଛି ବର୍ଷା । ଆନ୍ଦୋଳନ କରୁଛନ୍ତି ଠିକା କର୍ମଚାରୀ ।
ନୂତନ ନିୟମ ଲାଗୁ ହେବା ପରେ କର୍ମଚାରୀଙ୍କୁ ମିଳିବ ତିନି ଦିନିଆ ସାପ୍ତାହିକ ଛୁଟି
ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି
RRC ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
AAIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର୍ ଆସିଷ୍ଟାଣ୍ଟ୍ ଏବଂ ସିନିୟର୍ ଆସିଷ୍ଟାଣ୍ଟ୍ ପଦବୀରେ ପୂରଣ ହେବ ଅନେକ ପୋଷ୍ଟ୍। ଆପଣ ଯଦି ଏଠି ଚାକିରି କରିବାକୁ ଚାହାନ୍ତି ତେବେ ଦେଖନ୍ତୁ ଏହି ଖବର।
କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଏସ୍ବିଆଇ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ପୋଷ୍ଟ୍ ପୂରଣ ହେବ। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ…
SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍-କମ୍-ଟେକ୍ନିସିଆନ୍ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
AWES ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୦୫ । ଏବେ ଜାଣନ୍ତୁ କ’ଣ ରହିଛି ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା।
SBI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୧୪ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
FCI ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ଦିନ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୫୦୪୩ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।